Odia News Portal
Yearly Archives

2019

ଲଗାତାର ଷଷ୍ଠ ଦିନ ପାଇଁ କମିଲା ସୁନା ଦର, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଲଗାତାର ଷଷ୍ଠ ଦିନ ପାଇଁ ସୁନା ଦର ହ୍ରାସ ପାଇଛି । ଏମ୍‌ସିଏକ୍ସରେ ଗୋଲ୍ଡ ଫ୍ୟୁଚର ପ୍ରାଇସ୍‌ ହ୍ରାସ ପାଇଛି । ଏହା ୦.୦୫ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରା ୩୭,୫୫୧ ଟଙ୍କାରେ ପହଞ୍ଚିଛି । ତିନି ମାସ ମଧ୍ୟରେ ମଧ୍ୟରେ ସୁନାଦର ପ୍ରାୟ ୨,୪୫୦ ଟଙ୍କା ହ୍ରାସ ପାଇଛି ।…

MLA କଲୋନୀ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଭୁବନେଶ୍ବର :  ନୂଆ ରୂପ ପାଇବ MLA କଲୋନୀ। ଭଙ୍ଗାହେବ ବିଧାୟକଙ୍କ କ୍ୱାର୍ଟର୍ସ । ପ୍ରଥମ ପଯ୍ୟର୍ାୟରେ ବିଧାନସଭା ସାମ୍ନାରେ ଥିବା ୪୨ଟି କ୍ୱାର୍ଟର୍ସକୁ ଭଙ୍ଗାଯିବ । ବର୍ତ୍ତମାନ ଏମଏଲଏ କଲୋନୀ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସେଠାରେ ତିଆରି ହେବ ୧୦ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ । ୧୫୦…

ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଯାଜପୁର ଟାଉନ : ଶିକ୍ଷକଙ୍କ ବଦଳୀ ପ୍ରତିବାଦରେ ଛାତ୍ର ଛାତ୍ରୀଙ୍କ ଧାରଣା । ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପିସିବି ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ତୁଷାରକାନ୍ତ ମିଶ୍ରଙ୍କୁ ଅନ୍ୟତ୍ର ବଦଳୀ କରାଯାଇଛି । ଏହାର ପ୍ରତିବାଦ କରି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ…

ପ୍ରମୋଦ ସାହୁଙ୍କୁ ଜାମିନ

କେନ୍ଦ୍ରାପଡା() କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ବ୍ୟାଙ୍କର ପୁର୍ବତନ ସଭାପତି ପ୍ରମୋଦ ସାହୁଙ୍କୁ ଜାମିନ ମିଳିଛି । ଓଡିଶା ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଗ୍ରହଣ କରିବା ସହିତ ତାଙ୍କୁ ସର୍ତ୍ତ ମୂଳକ ଜାମିନ ମଂଜୁର କରିଛନ୍ତି । ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗରେ ତାଙ୍କୁ…

କଟକରେ ଏନ୍କାଉଣ୍ଟର

କଟକ() କଟକ ସ୍ଥିତ ନରାଜ ବଜାର ଅଞ୍ଚଳରେ ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡର ଏନ୍କାଉଣ୍ଟର୍ରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍ଲୁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ୩ଟା ବେଳେ…

ଛତିଶଗଡର ଗୃହମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର() ଛତିଶଗଡର ଗୃହମନ୍ତ୍ରୀ ତ୍ରାମ୍ରଧ୍ୱଜ ସାହୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଛତିଶଗଡ ଗୃହମନ୍ତ୍ରୀ ତାଙ୍କ ସରକାରଙ୍କ ଦ୍ୱାରା ଆୟୋଜିତ ଜାତୀୟ ଜନଜାତି ନୃତ୍ୟ ଉତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ମୂଲ୍ୟବୋଧର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର() ଓଡିଶା ଆଦର୍ଶ ବିଦ୍ୟାଳୟର ନବନିଯୁକ୍ତ ୪୮୯ ଜଣ ଶିକ୍ଷକ ଏବଂ ୮ ଜଣ ଅଧ୍ୟକ୍ଷଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଅନୁÂିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ହେଇ କହିଥିଲେ , ଶିକ୍ଷାଦାନ ଏକ ମହାନ…

ନାଗରିକତା ସଂଶୋଧନ ବିଲ ପାସକୁ ବିରୋଧ କଲେ ଏହି ତିନି ଅଭିନେତ୍ରୀ

ନୂଆଦିଲ୍ଲୀ () ନାଗରିକତା ସଂଶୋଧନ ବିଲ ଲୋକସଭାରେ ପାସ ହେବା ପରେ କେଉଁଠି ସମର୍ଥନ ହୋଇଛି ତ କେଉଁଠି ବିରୋଧ କରାଯାଇଛି । ବିଲ ସପକ୍ଷରେ ୩୧୧ ଓ ୮୦ ଟି ମତ ବିପକ୍ଷରେ ପଡିଛି । ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ସୋମବାର ଏହି ପ୍ରସ୍ତାବ ରଖିଥିଲେ । ହେଲେ ବଲିଉଡ ଜଗତରେ  ଏହାକୁ କିଛି ଲୋକ…

ଉଚ୍ଛେଦ ଜାରି ରହିବ: BMC କମିଶନର

ଭୁବନେଶ୍ୱର() ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ କହିଲେ BMC କମିଶନର ପ୍ରେମ ଚାନ୍ଦ । ଉଚ୍ଛେଦ ନେଇ ୧୦ ଜଣିଆ କମିଟି ସହ ବୈଠକ ପରେ କମିଶନର ସୂଚନା ଦେଇଛନ୍ତି । ସ୍ଥିତିବାନ ସମ୍ପତି ଯାହାର ରହିଛି , ସେଥିପାଇଁ ଆଇନ ଅନୁସାରେ ବ୍ୟବସ୍ଥା ହେବ । କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଜି…

ଆଜିଠାରୁ ଭଙ୍ଗା ଯିବ ବିଧାୟକଙ୍କ କ୍ବାର୍ଟର୍ସ

ଭୁବନେଶ୍ୱର() ଆଜିଠାରୁ ଭଙ୍ଗା ହେବ ବିଧାନସଭା ପାର୍ଶ୍ବରେ ଥିବା ବିଧାୟକଙ୍କ କ୍ୱାଟର୍ସ । ୪୦ ଜଣ ବିଧାୟକଙ୍କ କ୍ବାଟର ଭଙ୍ଗା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଏପର୍ୟ୍ୟନ୍ତ ୨୪ଜଣ ବିଧାୟକ ନିଜର କ୍ବାର୍ଟର୍ସ ଖାଲି କରିସାରିଛନ୍ତି । ଅନ୍ୟ ବିଧାୟକ ମାନଙ୍କ ପାଖକୁ ତୁରନ୍ତ କ୍ବାର୍ଟର…