ଚୌଦ୍ବାରରେ ଏନକାଉଣ୍ଟର : ପୋଲିସ ଗୁଳିରେ ବବଲୁ ଆହତ
କଟକ : କଟକ ଚୌଦ୍ବାର ଅଞ୍ଚଳରେ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବବଲୁ ପାୱାର ଆହତ ହୋଇଛି । ତାର ଡାହାଣ ଗୋଡରେ ଗୁଳି ବାଜିଛି । ବବଲୁକୁ ଆହତ ଅବସ୍ଥାରେ ଏସ୍ ସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତକାଲି ବବଲୁ ଗ୍ୟାଙ୍ଗର ୮…
