Odia News Portal
Yearly Archives

2019

କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ନାହିଁ

ଭୁବନେଶ୍ବର () ପ୍ରଚଳିତ ତଥ୍ୟ ଓ ଉପଲବ୍ଧ ଅଧ୍ୟୟନରୁ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ମିଳୁନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି ଶ୍ରୀଲଂକାର ବିଶିଷ୍ଟ ସାହିତ୍ୟିକ ତଥା ଅଶୋକ ପୁସ୍ତକର ରଚୟିତା ଦୟା ଦିସାନାୟକେ। ଏଠାରେ ଅନୁଷ୍ଠିତ ହେଇଆସୁଥିବା ମାସିକ କଳିଙ୍ଗ ଲିଟ୍ରେଚର ଫାଉଣ୍ଡେସନ…

ନାଗରିକତା ସଂଶୋଧନ ବିଲ ଭୋଟିଂରୁ ଦୂରେଇ ରହିଲେ ଏହି ସୂନ୍ଦରୀ ଏମପି

ନୂଆଦିଲ୍ଲୀ()  ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇଯାଇଥିବା ବେଳେ ଏବେ ରାଜ୍ୟ ସଭାରେ ଏହାକୁ ପାରିତ କରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। ସେହିପରି ସଂସଦରେ ମଧ୍ୟ କେତେକ ଦଳ ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। ଆରମ୍ଭରୁ ଉକ୍ତ ବିଲ୍କୁ ବିରୋଧ କରିଆସୁଥିବା ତୃଣମୂଳ…

ବକେୟା ନଦେଲେ ଲାଇନ କଟିବ:ବୋଥ୍ରା

ଭୁବନେଶ୍ୱର() ବିଦ୍ୟୁତ ବିଲ ବକେୟା ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ପ୍ରେସମିଟ । ଏହି ପ୍ରେସମିଟରେ ବୋଥ୍ରା କହିଛନ୍ତି,ସାଧାରଣ ଖାଉଟିଙ୍କ ଉପରେ ୨ ହଜାର କୋଟି ଟଙ୍କା ବିଲ ବାକି ପଡିଛି । ବକେୟା ବିଲ ଆଦାୟ ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବ । ସେସୁର ଆର୍ଥିକ ସ୍ଥିତି ବର୍ତ୍ତମାନ…

ବ୍ରେକଅପରୁ ବାହାରିବାର ସବୁଠୁ ଭଲ ଉପାୟ କହିଲେ ଅନନ୍ୟା

ମୁମ୍ବାଇ() ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ପ୍ରମୋସନ ପାଇଁ ଲାଗିଛନ୍ତି।ଜୁମର ଏକ ଚ୍ୟାଟ ଶୋରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହି ଚର୍ଚ୍ଚାରେ ଅନନ୍ୟା । ଏହି ଶୋ ରେ ଅନନ୍ୟା ନିଜ ଲଭ ଲାଇଫ ବିଷୟରେ ଚର୍ଚ୍ଚା କରିଥିଲେ। ଅନନ୍ୟା କହିଥିଲେ, କେବଳ…

ରାଜ୍ୟର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେବେ ଏହି ଅଭିନେତ୍ରୀ

ଭୁବନେଶ୍ୱର() ରାଜ୍ୟର ଚଳଚ୍ଚିତ୍ର ପୁରସ୍କାର -୨୦୧୮ ଘୋଷଣା ହୋଇଛି । ଚାମ୍ପିୟନରେ ଦାମଦାର ଅଭିନୟ ଲାଗି ଅର୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି । ସେହିପରି ‘ଭିଜାମାଟି’ର ସ୍ୱର୍ଗ ପାଇଁ ମିହିର ଦାସ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ । ଅନ୍ୟପଟେ…

ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ

କେନ୍ଦ୍ରାପଡା() ରାଜ୍ୟରେ ଖୋଲିଲା ପ୍ରବାସୀ ସହାୟତା କେନ୍ଦ୍ର । ଆଜି କେନ୍ଦ୍ରାପଡ଼ା ପ୍ରବାସୀ ସହାୟତା ଓ ସମ୍ବଳ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ସୁଶାନ୍ତ ସିଂହ । ଅହିଅବସରରେ ମନ୍ତ୍ରୀ କହିଛନ୍ତି ଓଡ଼ିଶାରୁ ବାହାର ରାଜ୍ୟକୁ କାର୍ୟ୍ୟ କରିବା ନିମନ୍ତେ ଯାଉଥିବା…

ଶିକ୍ଷାନୁଷ୍ଠାନରେ ଡିଜିଟାଲାଇଜକୁ ଗୁରୁତ୍ୱ

ଭୁବନେଶ୍ୱର() ଶିକ୍ଷାନୁଷ୍ଠାନରେ ଅତ୍ୟାଧୁନିକ ଗବେଷଣା ଉପରେ ଗୁରୁତ୍ୱ । ଅତ୍ୟାଧୁନିକ ଗବେଷଣା ସୁବିଧା ସହିତ ସମସ୍ତ ଶିକ୍ଷାନୁଷ୍ଠାନର ୱେବସାଇଟ୍କୁ ଅପଡେଟ୍ କରାଯିବ । ଆଜି ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଦ୍ୱିତୀୟ ବୈଠକରେ ଏହା ଉପରେ  ଆଲୋଚନା ହୋଇଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର…

ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ

ଭୁବନେଶ୍ୱର()  ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ । ରାଜ୍ୟରେ ଅଦୁଷ୍କର୍ମ ମାମଲା ପଡ଼ି ରହିଛି କିନ୍ତୁ ନ୍ୟାୟିକ ପ୍ରକ୍ରିୟାରେ ମନ୍ଥରତା କାରଣରୁ ପୀଡ଼ିତା ନ୍ୟାୟ ପାଇ ପାରନାହାଁନ୍ତି । ବାରମ୍ବାର କୋର୍ଟକୁ ଦୌଡ଼ିଲେ ବି କିଛି ସୁଫଳ ମିଳୁନାହିଁ । ସେଥିପାଇଁ…

ଜୀବନସାଥୀଙ୍କ ସହ ଉତ୍ତମ ସମ୍ପର୍କ କିପରି ତୁଲାଇବେ ଜାଣନ୍ତୁ

ସମ୍ପର୍କ ତୁଲାଇବା କଷ୍ଟସାଧ୍ୟ ମଧ୍ୟ ହୋଇପାରେ ଏବଂ ନହୋଇପାରେ ମଧ୍ୟ। ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ ଯେ ଆପଣ କାନ୍ଥର କେଉଁ ପଟେ ଛିଡ଼ା ହୋଇଛନ୍ତି। ଯଦି ଆପଣ ଏକୁଟିଆ ଏବଂ ଦୁଃଖୀ ତେବେ ଏହି ଖବରକୁ ନିଶ୍ଚୟ ପଢ଼ନ୍ତୁ। କିନ୍ତୁ ଯଦି ଆପଣ ଯଦି ପୂର୍ବରୁ ଏକ ନିଜ ସୁମଧୁର ସମ୍ପର୍କର ଆନନ୍ଦ…

ଥାଇରଏଡ୍‌ ରୋଗରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ଥାଇରଏଡ୍‌ ଗ୍ରନ୍ଥି ଥାଇରକ୍ସିନ୍‌ ନାମକ ହର୍‌ମୋନ ତିଆରି କରିଥାଏ । ଥାଇରଏଡ୍‌କୁ କିଛି ଲୋକ ସାଇଲେଣ୍ଟ କିଲର ବୋଲି କୁହନ୍ତି । କାରଣ ଏହାର ଲକ୍ଷଣ ବହୁତ ବିଳମ୍ବରେ ଜଣାପଡ଼ିଥାଏ । ଯେତେବେଳେ ଏହି ରୋଗ ବିଷୟରେ ଜଣାପଡ଼ିଥାଏ, ଲୋକମାନେ ଡ଼ାକ୍ତରଖାନା ଯାଇ ଏହାର ଚିକିତ୍ସା କରାଇଥାନ୍ତି । କିନ୍ତୁ…