ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏବେ କେଉଁଠି ?
ଭୁବନେଶ୍ୱର : ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏବେ କେଉଁଠି ? ଦଳୀୟ କାର୍ଯ୍ୟକ୍ରମ କିମ୍ବା ଗଣମାଧ୍ୟମରେ ପ୍ରଶାନ୍ତ ଦୃଶ୍ୟମାନ
ହେଉନଥିବାରୁ ତାଙ୍କର କାର୍ଯ୍ୟକଳାପ ନେଇ ଏବେ ବିଜେଡି କର୍ମୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଏପରିକି ଶ୍ରୀ
ନନ୍ଦଙ୍କ ବିଷୟରେ ଜାଣିବାପାଇଁ ରାଜନୈତିକ…
