Odia News Portal
Yearly Archives

2019

ନୂଆ ବର୍ଷରେ କମିବ ପିଆଜ ଦର: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର()  ନୂଆ ବର୍ଷରେ କମିବ ପିଆଜ ଦର । ଏହି ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ପ୍ରବଳ ବର୍ଷା ସାରା ଦେଶର ଚାଷୀଙ୍କ ଅଂଟା ଭାଙ୍ଗିଦେଇଛି ।୧୨ ଲକ୍ଷ ମେଟ୍ରିକ ଟନ ପିଆଜ…

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ() ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଜଣାଇଲା ବିଜେଡି । ନାଗରିକତା ସଂଶୋଧନ ବିଲ ଆଗତ ସପକ୍ଷରେ ଭୋଟ ଦେଲା ବିଜେଡି । ଏନେଇ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ ପ୍ରତିକି୍ରୟା ଦେଇଛନ୍ତି । ସେ କହିଛନ୍ତି ବିଲରେ କୌଣସି ଅସୁବିଧା ନାହିଁ ,ଜେପିସିକୁ ପଠାଇବାକୁ ଆମେ କହିଥିଲୁ’ ।…

ରକ୍ତ ଅଭାବରୁ ଆମେ କାହାକୁ ବି ମରିବାକୁ ଦେବାନି : ଜିଲ୍ଲାପାଳ

ବୌଦ୍ଧ: ରକ୍ତଦାନ କଲେ ଜିଲ୍ଲାପାଳ । ବୌଦ୍ଧ ଜିଲ୍ଲାପାଳ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ରକ୍ତ ଦାନ ଏକ ମହତ କାମ । ଯୁବ ସମାଜ ଏଥିରେ ଆଗଭର ହେବା ଦରକାର । କାହିଁକିନା ରକ୍ତ ଅଭାବରୁ ଆମେ କାହାକୁ ବି ମରିବାକୁ ଦେବାନି ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ…

ରକ୍ତଦାନ କଲେ ଶରୀରରୁ ରକ୍ତ କମେ ନାହିଁ : ମନରୁ ଦୂର କରନ୍ତୁ ଏହି ଭ୍ରମ 

ହାଯାଏ ରକ୍ତଦାନ ମହାପୁଣ୍ୟ। ତଥାପି ଏହାକୁ ନେଇ ଲୋକଙ୍କ ମନରେ ଭ୍ରମଧାରଣା ରହିଛି। ରକ୍ତଦାନ କଲେ ଶରୀରରୁ ରକ୍ତ କମିଯାଏ ବୋଲି ଅନେକଙ୍କ ଧାରଣା। କିଛି ଲୋକ ଭାବନ୍ତି ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯିବ। ଆଜି ଅର୍ଥାତ ଜୁନ୍‌ ୧୪ ବିଶ୍ୱ ରକ୍ତଦାନ ଦିବସ। ଏହି ପୁଣ୍ୟ ଦିନରେ ରକ୍ତଦାନ…

ରାଜଧାନୀ ଚୋରଙ୍କ ପ୍ରତି ପୁଲିସ୍‍ ନରମ କାହିଁକି ?

ଭୁବନେଶ୍ୱର : ଅପରାଧିମାନେ ଯେଭଳି ସହଜରେ ଜେଲ୍‍ରୁ ନମୁକୁଳିବେ ସେଥିପାଇଁ ଦୃଷ୍ଟି ଦେବାକୁ ରାଜ୍ୟ କ୍ରାଇମବ୍ରାଞ୍ଚ ସମସ୍ତ ଏସ୍‍ପିଙ୍କ ସମେତ କଟକ-ଭୁବନେଶ୍ୱର ଡିସିପିଙ୍କୁ ପତ୍ର ଲେଖିଥିବାବେଳେ ରାଜଧାନୀର ଚୋରଙ୍କର କିନ୍ତୁ ଜେଲ୍‍କୁ ଯିବା ଆସିବା ଲାଗି ରହୁଛି । ଜେଲ୍‍ରୁ ଫେରି ଗୋଟିଏ ପରେ…

ଭାରତକୁ ହରାଇ ସିରିଜ୍‌ରେ ୧-୧ ସ୍ଥିତିକୁ ଆସିଲା ୱେଷ୍ଟଇଣ୍ଡିଜ୍

ତିରୁବନନ୍ତ ପୁରମ୍‌ : ଏଠାରେ ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ େଓ୍ଵଷ୍ଟଇଣ୍ଡିଜ୍‌ ବିଜୟୀ ହୋଇଛି । ଫଳରେ ଏହି ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବର୍ତ୍ତମାନ ସମାନ ୧-୧ ସ୍ଥିତିକୁ ଚାଲି ଆସିଛି । ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌ ଆସନ୍ତା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି କୌଣସି କ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନପରେ ପାଇବେ। ଦ୍ୱିଜା ପାଇଁ ଆଦର ଅଭ୍ୟର୍ଥନା ମିଳିବ ଏବଂ ସବୁରି ସଦିଚ୍ଛା ମିଳିବ।…

ପରଲୋକରେ ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତି

ଭୁବନେଶ୍ୱର() ପରଲୋକରେ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି । ୯୨ ବର୍ଷରେ ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ସେ କେନ୍ଦ୍ରାପଡ଼ା ବିଧାନସଭା ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇଥିଲେ। ବିଧାୟକ ହେବା ସମୟରେ ସେ ୨ ଥର(ରାଜସ୍ବ ଓ ଶିକ୍ଷା)ମନ୍ତ୍ରୀ ଭାବେ…

ଦିଲ୍ଲୀ ଅଗ୍ନିକାଣ୍ଡରେ ୪୩ ଜଣଙ୍କର ମୃତ୍ୟୁ, ୫୦ ଆହତ

ନୂଆଦିଲ୍ଲୀ() ଦିଲ୍ଲୀରେ ଶସ୍ୟ ମଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲିଭା ଓ ଉଦ୍ଧାର କାମରେ ଲାଗିଛି ୩୦ ଟି ଅଗ୍ମିଶମ ବାହିନୀ । ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୩ରେ ପହଁଚିଥିବାବେଳେ ୫୦ ରୁ ଅଧିକ ଆହତ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ ମୃତକମାନଙ୍କ…

ପୁଣି ଜିଓ କଲା ବଡ ଘୋଷଣା, ଗ୍ରାହକଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ() ପୁଣି ଜିଓ କଲା ବଡ ଘୋଷଣା । ରିଲାଏନ୍ସ ଜିଓ ତାର ୯୮ ଓ ୧୪୯ଟଙ୍କାର ପ୍ଲାନ୍କୁ ପୁଣି ଥରେ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛି ।କମ୍ପାନି ଟାରିଫ୍ ରିଭାଇଜ କରିବା ଦ୍ୱାରା ବ୍ୟବହାରକାରୀ ପାଇଁ ଡାଟା ତ ମହଙ୍ଗା ହୋଇଯାଇଥିଲା, କିନ୍ତୁ ପୂର୍ବରୁ ମିଳୁଥିବା ଅସୀମିତ ମାଗଣା କଲ ଉପରେ…