Odia News Portal
Yearly Archives

2019

ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର()ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାର ରାତି ୭ଟା ୧୫ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ…

୨୯ କଲ୍ୟାଣ ମଣ୍ଡପକୁ ନୋଟିସ

ଭୁବନେଶ୍ୱର() ପାର୍କିଂ ବ୍ୟବସ୍ଥା ନେଇ କଲ୍ୟାଣମଣ୍ଡପଗୁଡ଼ିକ ଧ୍ୟାନ ଦେଇନଥିବାରୁ ଏଗୁଡ଼ିକୁ ସିଲ୍ କରିବାକୁ ବିଏମସିରୁ ନୋଟିସ ହୋଇଛି । ରାଜଧାନୀରେ ୨୯ କଲ୍ୟାଣ ମଣ୍ଡପକୁ ସିଲ୍ କରିବ ବିଏମସି ।ଯେଉଁସବୁ କଲ୍ୟାଣ ମଣ୍ଡପଗୁଡ଼ିକର ପାର୍କିଂ ବ୍ୟବସ୍ଥା ନାହିଁ, କଠିନ ବର୍ୟ୍ୟବସ୍ତୁ ପରିଚାଳନା…

ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଏହି ଅଭିନେତ୍ରୀ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା । ବହୁ ଦୂରରେ ରହିଛନ୍ତି ହେଲେ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ।ସାରା ଦେଶରେ ପିଆଜର ଦରବୃଦ୍ଧିକୁ ନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ସେ ଏକ ଓ୍ବେବସାଇଟ୍ ପାଇଁ ଲେଖିଥିବା ବ୍ଲଗରେ…

ନାଗରିକତା ଛାଡିବେ ଏହି ଅଭିନେତା

ମୁମ୍ବାଇ() କାନାଡାର ନାଗରିକତା ଛାଡିବେ ଖିଲାଡି ବୟ ।  ୭ ବର୍ଷ ତଳେ ଭାରତର ନାଗରିକତା ଛାଡି କାନାଡା ନାଗରିକତା ଗ୍ରହଣ କରିଥିବା ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର । ହେଲେ ଏବେ ପୁଣି ଥରେ ଭାରତର ନାଗରିକତା ଗ୍ରହଣ କରିବେ ବୋଲି କହିଛନ୍ତି ଅକ୍ଷୟ । ଶୁକ୍ରବାର ହିନ୍ଦୁସ୍ତାନ…

ସାତ ବାର ମଧ୍ୟରୁ ରବିବାର ଦିନ ହିଁ କଣ ପାଇଁ ଛୁଟି ହୋଇଥାଏ, ଜାଣନ୍ତୁ ପ୍ରକୃତ କାରଣ

ସ୍ୱାଧିକାର ନ୍ୟୁଜ() ସପ୍ତାହର ସାତ ବାର ମଧ୍ୟରୁ ରବିବାର ଦିନ ହିଁ କଣ ପାଇଁ ଛୁଟି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହା ପଛର ପ୍ରକୃତ କାରଣ ଜଣାଇବୁ ଯାହା ଆପଣଙ୍କ ଜୀବନରେ ନିଶ୍ଚିତ ଦରକାର ପଡିବ। ଆସନ୍ତୁ ଜାଣିବା ... ୧୦ ଜୁନ୍ ୧୮୯୦ରେ ରବିବାରକୁ ଛୁଟି ରୂପରେ ସ୍ୱୀକାର କରାଯାଇଥିଲା।…

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ବିମାନବନ୍ଦର

ଭୁବନେଶ୍ୱର() ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ବିମାନବନ୍ଦର । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ପ୍ରଦୀପ ସିଂହ ଖାରୋଲା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଲୋକଙ୍କୁ ବିମାନସେବା ଯୋଗାଇବା ପାଇଁ କୋରାପୁଟର…

ପିଆଜ ସମସ୍ୟା ଜାତୀୟ ବିପତ୍ତି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର() ପିଆଜର ଅହେତୁକ ଦର ବୃଦ୍ଧକୁ ନେଇ ପ୍ରତିକି୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ପିଆଜ ଦର । ଏହା କେବଳ ଆମର ନୁହେଁ, ସାରା ଭାରତ ବର୍ଷରେ ଏହି ସମସ୍ୟା ରହିଛି । ଏଥିପାଇଁ ପରିବେଶ ସନ୍ତୁଳନର ଅଭାବ…

ବାରବାଟୀର ସୁରକ୍ଷା ଯାଂଚ କଲେ ଗୃହରାଷ୍ଟ୍ର ମନ୍ତ୍ରୀ

କଟକ() ବାରବାଟୀ ଦିନିକିଆ ମ୍ୟାଚ ପାଇଁ ସୁରକ୍ଷା ଯାଂଚ କଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହି କାର୍ଯ୍ୟକ୍ରମରେ ଡିଜିପି ଓ ସିପି ମଧ୍ୟ ସାମିଲ ଥିଲେ । ଆସନ୍ତା ୨୨ ତାରିଖରେ ମ୍ୟାଚ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ ହେବ ବୋଲି ସୂଚନା ମିଳିଛି । ସୂଚନାଅନୁସାରେ,…

୬ଟି ଜିଲ୍ଲା ସ୍ୱାସ୍ଥ୍ୟସେବା ପାଇଁ ବଡ ଘୋଷଣା

ଭୁବନେଶ୍ୱର()  ୬ଟି ଜିଲ୍ଲାକୁ ମୋ ସରକାର ଟିମର ଗସ୍ତ ପରେ ସ୍ୱାସ୍ଥ୍ୟ ଭିତ୍ତି ଭୂମି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ।୬ଟି ମେଡିକାଲ କଲେଜର ରୋଗୀ କଲ୍ୟାଣ ସମିତିକୁ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ନବୀନ…

ପିଏମ କିଷାନ ଯୋଜନା ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ଚାଲୁ ରହିବ

ଭୁବନେଶ୍ୱର () କାଳିଆ ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଏ ନେଇ ଗତ 30 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ଠାରୁ ପିଏମ କିଷାନ ନିଧି ସହାୟତା କାଳିଆ ହିତାଧିକାରୀଙ୍କୁ ମିଳିବ ସହାୟତା । 2019 ରବି ଋତୁ ପାଇଁ କାଳିଆ ସହାୟତା ଦିଆଯିବନି, କାରଣ ପିଏମ କିଷାନ ଯୋଜନା…