Odia News Portal
Yearly Archives

2019

10 ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 2019-20 ବର୍ଷ ପାଇଁ ଲାପଟପ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ 10 ଜଣ ଯୁକ୍ତ ଦୁଇର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ କରି ସେମାନଙ୍କ ଉଜ୍ବଳ ଭବିଷ୍ୟତ…

ଗୋଟିଏ ଘଣ୍ଟା ଲାଇଭ୍ ଶୋ’ ପାଇଁ ୩ କୋଟି

ମୁମ୍ବାଇ() ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଦାମ୍ ଏବେ ଖୁବ୍ ବଢ଼ିଯାଇଛି। ନୂଆବର୍ଷ ପାଇଁ ଗୋଟିଏ ଲାଇଭ୍ ଶୋ’ ପାଇଁ ସେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେବେ। ଆଜି ପର୍ୟ୍ୟନ୍ତ ଭାରତରେ ଲାଇଭ୍ ଶୋ’ ପାଇଁ କୌଣସି ଅଭିନେତ୍ରୀ ଘଣ୍ଟାକୁ ଏତେ ଟଙ୍କା ନେଇନାହାନ୍ତି। ୨୫ ବର୍ଷୀୟା ଉର୍ବଶୀ…

ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା

ଭୁବନେଶ୍ୱର() ପେନସନ ସପ୍ତାହ ଉପଲକ୍ଷେ ଅନୁÂିତ ରାଜ୍ୟ ସ୍ତରୀୟ ସଚେତନତା ଶିବିରରେ ଉଦବୋଧନ ଦେଇ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ, ସଂଗଠିତ ଓ ଅସଂଗଠିତ ଶ୍ରମିକ ମାନଙ୍କର ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ କଲ୍ୟାଣକାରୀ ଯୋଜନା…

ଏନକାଉଣ୍ଟରକୁ ଆଇନ ମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର() ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ୪ ଦୁଷ୍କର୍ମୀଙ୍କୁ ତେଲେଙ୍ଗାନା ପୋଲିସ ଏନକାଉଣ୍ଟର ଘଟଣାରେ ପ୍ରତିକି୍ରୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି, ସେମାନେ ବହୁତ ବଡ ଦୋଷୀ, କଠୋର ଦଣ୍ଡ ଦରକାର ଥିଲା । ଏନେଇ ମାନବାଧିକାର କ’ଶ କହିଛନ୍ତି ମୁଁ…

ଭୁଲ ଚାଲାଣ କଟିଥିଲେ ଫେରସ୍ତ ହେବ ଟଙ୍କା : ମନ୍ତ୍ରୀ

ଭୁବନେଶ୍ୱର () ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବା ପରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। କିନ୍ତୁ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେଲେ ଫେରସ୍ତ ମିଳିବ ଟଙ୍କା । ଏନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି,…

ବ୍ୟବସାୟ ଜଗତରେ ଦୌଡରାଣୀ

ଭୁବନେଶ୍ୱର()  ଦୌଡରାଣୀ ଦୂତି ଚାନ୍ଦ ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି। ନିକଟରେ ରାଜଧାନୀ ଭୁବନେଶ୍ବରରେ ଦୁଇଟି ହୋଟେଲ ଖୋଲିଛନ୍ତି ଦୂତି। ଓଡ଼ିଶାରେ ଆସନ୍ତା ଦୁଇ ତିନି ବର୍ଷ ଭିତରେ ୧୦୦ ହୋଟେଲ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ହୋଟେଲର ନାଁ ‘ଡିଟି ଡିଲାଇଟ୍ସ’ ରଖା ଯାଇଛି।…

ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ସଫା

ହାଇଦ୍ରାବାଦ() ହାଇଦ୍ରାବାଦ୍ ଡାକ୍ତରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଚାରି ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରରେ ମାରିଗଡାଇଲା ପୋଲିସ୍ । ଘଟଣାର ଅଧିକ ଛାନଭିନ ନିମନ୍ତେ ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ହେଲେ ସେଠାରୁ ସେମାନେ ଫେରାର ହୋଇଯିବାକୁ…

ନିୟମିତଭାବେ ବିଟ୍‌ ଖାଇଲେ ମିଳିବ ଏସବୁ ଫାଇଦା

ବିଟ୍‌ ଏଭଳି ଏକ ପରିବା ଯାହାର ଉପଯୋଗ ଖୁବ୍ କମ୍। କିନ୍ତୁଏହାର ଉପକାରିତା ସଂପର୍କରେ ଜାଣିଲେ ପ୍ରତିଦିନ ବିଟ୍‌ ଖାଇବା ଆରମ୍ଭ କରିବେ। ପ୍ରଥମ କଥା ହେଲା ବିଟ୍‌ ହେଉଛି ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ୍‌। ଏହା ଶରୀରର ରକ୍ତରେ ଥିବା କୋଲେଷ୍ଟ୍ରଲ୍‌ ସ୍ତରକୁ ହ୍ରାସ କରିବାରେ ସହାୟକ…

ଗାଡି ଟାୟାରରେ ପରିଶ୍ରା କାହିଁ କି କରେ କୁକୁର, ଜାଣନ୍ତୁ କାରଣ

ଜୀବଜନ୍ତୁଙ୍କ କେତେକ ଅସ୍ୱଭାବିକ୍ ଆଚରଣ ସର୍ବଦା ରହସ୍ୟାବୃତ୍ତ ରହି ଆସିଛି। ଏଥିରୁ ଗୋଟିଏ ହେଉଛି କୁକୁର ଓ ତାର ପରିଶ୍ରା କରିବାର ଶୈଳୀ। ଏ ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କହିଥାନ୍ତି। ହେଲେ କୁକୁରଙ୍କ ଏଭଳି ଶୈଳୀରେ ପରିଶ୍ରା ସେମାନଙ୍କ ମନସ୍ତତ୍ୱ ସହ ଜଡିତ ରହିଛି। ଏଣୁ କୁକୁର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ବ୍ୟୟଭାବସ୍ଥ ଚନ୍ଦ୍ର ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ମନୁକୁ ବିଭ୍ରାନ୍ତ କରାଇପାରେ। ଅବଶ୍ୟ ନିଜର ଉଦାରତା ଗୁଣରୁ ଅନୁନୟ ବିନୟର ସହ ସାହାଯ୍ୟ ମାଗୁଥିବା ଲୋକଟିକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସାହିତ୍ୟ, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ…