ଅଭାବନୀୟ ଘଟଣା : ୫ ଘଣ୍ଟା ଗଛରେ ବନ୍ଧା ହେଲେ ବୃଦ୍ଧ
ବାଲେଶ୍ୱର : ଖଇରା ଥାନା ଅନ୍ତର୍ଗତ କଲିହା ଗ୍ରାମରେ ଅଭାବନୀୟ ଘଟଣା । ଜଣେ ୬୮ବର୍ଷର ବୃଦ୍ଧଙ୍କୁ ୫ଘଣ୍ଟା ଧରି ଗଛରେ ବାନ୍ଧି ରଖିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ଅନୁସାରେ କଲିହା ଗ୍ରାମର ଦିବାକର ବାରିକ ୪ମାସ ପୂର୍ବରୁ ବାସୁଦେବପୁର ଗ୍ରାମର ଅଭୟ ଜେନାଙ୍କ…
