Odia News Portal
Yearly Archives

2019

ଚିଦାମ୍ଵରମଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ନୂଆଦିଲ୍ଲୀ()  ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲରେ ତିହାଡ ଜେଲରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ଵରମଙ୍କୁ ଆଜି ସୁପ୍ରିମକୋର୍ଟରୁ ଜାମିନ ମିଳିଛି।୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଇଡି ମାମଲାରୁ ଚିଦାମ୍ବରମଙ୍କୁ ଜାମିନ ମିଳିଛି । ୧୦୭ ଦିନ ପରେ ଆଜି ଜାମିନରେ ଆସିଛନ୍ତି…

ଲିଙ୍ଗରାଜ ମନ୍ଦିରରେ ଭି.କାର୍ତ୍ତିକେୟ ପାଣ୍ଡିଆନ୍ : ରୂପାନ୍ତରଣ କାର୍ଯ୍ୟର ଅନ ଦି ସ୍ପଟ ସମୀକ୍ଷା

ଭୁବନେଶ୍ୱର : ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ବାହାରିଥିଲେ ୫ ଟି ସଚିବ। ଅଚାନକ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ବାହାରିଥିଲେ ୫ ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ , ଆଜି ଭୋର୍ ୪ ଟାରୁ ୪.୩୦ ମଧ୍ୟରେ ମନ୍ଦିର ପରିଦର୍ଶନରେ ଯାଇଥିଲେ ପାଣ୍ଡିଆନ୍ । ଲିଙ୍ଗରାଜ ମନ୍ଦିର ଭିତର ଓ…

ନବୀନ ନିବାସରେ ନୂଆପଲ୍ଲୀ ଅଞ୍ଚଳଵାସୀ

ଭୂବନେଶ୍ୱର : ମହାନଗର ନିଗମ ୱାର୍ଡ ନଂ-୩୯, ନୟାପଲ୍ଲି, ନୂଆସାହି, ବାଲିତୋଟା ସାହି, ଶାସ୍ତ୍ରୀନଗରର କିଛି ଅଂଶକୁ ନେଇ ଗଠିତ । ଏହି ୱାର୍ଡରେ ପ୍ରାୟ ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ବସବାସ କରନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ,  ଛୋଟ ପିଲା ଓ ମହିଳା । ଏହି ବହୁ ପୁରାତନ…

୭୫ ମିଟର ସୁରକ୍ଷା ଯୋନ ଉଛେଦ କାର୍ଯ୍ୟ ଆରମ୍ଭ

ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପୁଣି ୭୫ ମିଟର ସୁରକ୍ଷା ଯୋନ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଦୋଳ ବେଦୀ କୋଣ ସହରାଞ୍ଚଳ ସ୍ୱାସ୍ତ୍ୟ କେନ୍ଦ୍ର କୁ ଆଜି ଉଛେଦ କରାଯାଉଛି। ଏହି ସ୍ୱାସ୍ତ୍ୟ କେନ୍ଦ୍ର ଉପରେ ଅନେକ ଲୋକ ନିର୍ଭର କରୁଥିଲେ। ତେବେ ସୁରକ୍ଷା ଯୋନ ରେ ଥିବାରୁ ଏହାକୁ ଉଛେଦ…

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କଲେ ଅଧ୍ୟାପକ

ରାଇରଙ୍ଗପୁର :  ରାଇରଙ୍ଗପୁରରେ ପୁଣି ଲଜ୍ଜା । ରାଇରଙ୍ଗପୁର କଲେଜର ଜଣେ ଅଧ୍ୟାପକ ନିଜ ପାଖରେ ଟିଉସନ ହେଉଥିବା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଅଧ୍ୟାପକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟର କଂପ୍ୟୁଟର ଶିକ୍ଷକ ନିରୋଜ ବେହେରା । ନାବାଳିକା ଛାତ୍ରୀ…

ପଛକୁ ଠେଲିହୋଇ ଯାଉଛି ବିଜେପି

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଏବେ ବିଜେପି ଧିରେ ଧିରେ ପଛକୁ ଠେଲିହୋଇ ଯାଉଛି । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଆଲୋଚନାରେ ବିଜେପି ନେତାମାନେ କଂଗ୍ରେସ ଭଳିଆ ଜୋରଦାର ପ୍ରଦର୍ଶନ କରିପାରିନଥିବାବେଳେ ଗତ ଦୁଇଦିନ ଧରି କଂଗ୍ରେସର ପାୱାର ସୋ ସେମାନଙ୍କୁ ଏକ ପ୍ରକାର ପଛକୁ ଠେଲି ଦେଲାଣି ।…

ଟାଟୁ କରିବାକୁ ଇଚ୍ଛୁକ କି ? ତେବେ ପଢି ରଖନ୍ତୁ କିଛି ଗୁରୁତ୍ଵପୂର୍ଣ୍ଣ କଥା

ଆଜିକାଲି ଟାଟୁ ଏକ ଫ୍ୟାଶନ୍‌ ପାଲଟି ଯାଇଛି। ଅଧିକାଂଶ ଲୋକ ଶରୀରରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି। ହେଲେ ଏହି ଟାଟୁ ପାଇଁ ବେଳେବେଳେ ବଡ଼ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଟାଟୁ କରିବା ପୂର୍ବରୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଯାହାଦ୍ବାରା ପରେ ଆମକୁ…

ସବୁଠୁ ପୁଷ୍ଟିକର ଖାଦ୍ୟ ମାଛ, ଦୂର କରେ ଅନେକ ରୋଗ

ମାଛ ହେଉଛି ଏକ ପୁଷ୍ଟିକର ଖାଦ୍ୟ। ଆପଣ ଶୁଣିଥିବେ ନିଶ୍ଚୟ, ସୁସ୍ଥ ଶରୀର ପାଇଁ ଭୋଜନରେ ମାଛ ସାମିଲ କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ମାଛରେ ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ ରହିଥାଏ। ଯାହା ଅନେକ ରୋଗରୁ ଦୂରେଇ ରଖିବା ସହ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଭୋଜନରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଚନ୍ଦ୍ର ପ୍ରଭାବରେ ଦିନଟି ଆପଣଙ୍କର ପ୍ରାୟତଃ ଭଲରେ ଯିବ ତଥାପି ତରବରିଆ ନ ହୋଇ ଧୀରସ୍ଥିର ପଦକ୍ଷେପ ନେଲେ ଉପକୃତ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଆଜି ହିଁ ସମ୍ପନ୍ନ କରିବାକୁ…

ସମାଜର ବିକାଶରେ ଭିନ୍ନକ୍ଷମ ମାନଙ୍କର ଗୁରୁତ୍ୱପୁର୍ଣ୍ଣ ଅବଦାନ ରହିଛି:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଭିନ୍ନକ୍ଷମ ମାନେ ଯେପରି ସେମାନଙ୍କ ଅଧିକାରରୁ ବଂଚିତ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଉଦବୋଧନ…