ବିଜେପି ନେତା ଧନଞ୍ଜୟ କୁଲକର୍ଣ୍ଣିଙ୍କ ଦୋକାନରୁ ୧୮୦ରୁ ଊର୍ଧ୍ୱ ଅସ୍ତ୍ରଶସ୍ତ୍ର ଜବତ
ମୁମ୍ବାଇ: ମହାରାଷ୍ଟ୍ରର ଥାନେଠାରେ ବିଜେପି ନେତା ଧନଞ୍ଜୟ କୁଲକର୍ଣ୍ଣିଙ୍କର ଏକ ଦୋକାନରୁ ବନ୍ଧୁକ, ଛୁରୀ ସମେତ ବହୁତ ଗୁଡ଼ାଏ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କଣ୍ୟାଣ କ୍ରାଇମ୍ ବ୍ରାଞ୍ଚ ଦୋମ୍ବିଭାଲିଠାରେ ଥିବା ଧନଞ୍ଜୟଙ୍କ ଦୋକାନରେ ଚଢ଼ଉ କରିବା ପରେ ଏହି…
