ଆଜି ରିଲିଜ୍: ‘ଅଜବ ସଂଜୁର ଗଜବ ଲଭ୍’
ଭୁବନେଶ୍ୱର: ୨୦୧୯ର ତୃତୀୟ ଓଡ଼ିଆ ସିନେମାଭାବେ ଆଜି ପରଦାକୁ ଆସୁଛି ‘ଅଜବ ସଂଜୁର ଗଜବ ଲଭ୍’ । ଏଥିରେ ୨୦୧୯ର ଓଲିଉଡର ଏକ ପପୁଲାର ପେଆର୍ ପ୍ରାୟ ସାତ ବର୍ଷପରେ ପରଦା ଉପରକୁ ପୁଣି ଆସୁଛନ୍ତି। ଏହି ଯୋଡ଼ି ହେଲେ ବାବୁସାନ୍ – ଅର୍ଚ୍ଚିତା। ଏହି ଯୋଡ଼ି ଯେଉଁ ସିନେମା ଜରିଆରେ କମ୍ବ୍ୟାକ୍…
