Odia News Portal
Yearly Archives

2019

ଜନ୍ମଦିନରେ ଦିଲ୍ଲୀପ କରିବେ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର (): ଆସନ୍ତା ୯ ତାରିଖରେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ । ନିଜ ଜନ୍ମଦିନ ଅବସରରେ ଜୟଦେବଭବନ ଠାରେ ଆୟୋଜିତ ଉତ୍ସବରେ ନିଜ ସମର୍ଥକମାନଙ୍କୁ ଶ୍ରୀ ରାୟ ଭେଟିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ବିଜେପିର ହାତ ଛାଡିବା ସହିତ ବିଧାୟକ…

ରାଫେଲ୍ ଡିଲକୁ ନେଇ ଲୋକସଭାରେ ହଙ୍ଗାମା: ୨୬ଜଣ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

ଶୀତକାଳୀନ ଅଧିବେଶନର ତ୍ରୟୋଦଶ ଦିନରେ ଗୃହରେ ଜୋରଦାର ହଙ୍ଗାମା ହୋଇଛି । ହଙ୍ଗାମାକୁ ନେଇ ୨୬ଜଣ ସାଂସଦଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ । ୨୬ ସାଂସଦ ନିଲମ୍ବିତ ହୋଇଛନ୍ତି । ଲୋକସଭାରେ ରାଫେଲ ଡିଲକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଥିଲା । ଯେଉଁଥିପାଇଁ ୨୬ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି…

ବୃହତ୍ତର ସ୍ବାର୍ଥ ପାଇଁ ଆନ୍ଦୋଳନ ପ୍ରତ୍ୟାହାର କର

ଭୁବନେଶ୍ବର () ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ଆଜି ଏକ ପ୍ରେସ୍‍ ବିବୃତ୍ତି ଜରିଆରେ ଆନ୍ଦୋଳନ ଚଳାଇଥିବା ବିଭିନ୍ନ ସଂଗଠନକୁ ନିବେଦନ କରାଯାଇଛି । ପଶ୍ଚିମ ଓ…

ରିଲିଜ୍ ହୋଇଛି ଗଲି ବୟେର ଫାଷ୍ଟ ଲୁକ୍

ପୋଷ୍ଟରରେ ରଣବୀର ସିଂ ଓ ଆଲିଆ ଭଟ୍ଟଙ୍କ ଝଲକ ଦେଖିବାକୁ ମିଳିଛି। ପୋଷ୍ଟର୍ସ ସହ ଫିଲ୍ମର ଥିମ ଲାଇନ ମଧ୍ୟ ଦେଖିବାକୁ ମିଳିଛି। ଫଟୋରେ ଆଲିଆ ଓ ରଣବୀର ଗୋଟିଏ ଇୟର ଫୋନରୁ ଗୀତ ଶୁଣୁଛନ୍ତି। ପୋଷ୍ଟରରେ ଲେଖାଯାଇଛି, ଗଲି ବୟେ-ଆମ ସମୟ ଆସିବ। ମେକର୍ସ ପ୍ରଥମେ ରଣବୀରଙ୍କ ଲୁକ୍ ଶେୟାର କରିଥିଲେ।…

ସଦାଶିବ ଜେନା, ମିନାକ୍ଷୀ ପ୍ରିୟଦର୍ଶନୀ ଓ ପୁରଞ୍ଜନ ପାଢ଼ୀ ବିଜେପିକୁ କଲେ ବାଏ ବାଏ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ସଂଗଠନର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସଦାଶିବ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା (ମହିଳା ମୋର୍ଚ୍ଚା) ମିନାକ୍ଷୀ ପ୍ରିୟଦର୍ଶନୀ ଓ ପୂର୍ବତନ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ବରିଷ୍ଠ କାର୍ଯ୍ୟ କର୍ତା ତଥା ବର୍ତମାନର ଭୁବନେଶ୍ୱର ଜିଲା…

ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ଓଜନ କମ୍ କରାଏ ଏହି ଜିନିଷ…

ରସୁଣ ସ୍ବାସ୍ଥ୍ୟ ପାଇଁ ଖୁବ ଭଲ ତାହା ଆମେ ସବୁ ଜାଣିଛୁ। କିନ୍ତୁ ଆପଣ ଜାରିଛନ୍ତି କି, ରାତିରେ ଶୋଇବା ପୂର୍ବରୁ ଭଜା ରସୁଣ ଖାଇବା ଦ୍ବାରା ମିଳିଥାଏ ଅନେକ ସ୍ବାସ୍ଥ୍ୟଗତ ଫାଇଦା। ଏହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ସହ ଶରୀରରେ କୋଲେଷ୍ଟ୍ରରର ସ୍ତରକୁ ବଢାଇଥାଏ । ଆସନ୍ତୁ ଜାଣିବା ଭଜା…

କୋରାପୁଟ କଂଗ୍ରେସ ନିର୍ବାଚନ ମଣ୍ଡଳୀର କର୍ମୀ ସମ୍ମିଳନୀ

ଆଗାମୀ ନିର୍ବାଚନର ରଣନୀତି ପ୍ରସ୍ତୁତ କରିଛି କୋରାପୁଟ କଂଗ୍ରେସ ଦଳ। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀମତି ମିନାକ୍ଷୀ ବାହିନୀପତିଙ୍କ ଆହ୍ୱାନ କ୍ରମେ କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟ ଗ୍ରାମପଞ୍ଚାୟତ ର ଏକଟାଗୁଡା ଗ୍ରାମର ଫୁଟବଲ ପଡିଆ ଠାରେ କର୍ମୀ ସମ୍ମିଳନୀ ର ଆୟୋଜନ କରାଯାଇଥିଲ ।…

ମିଶିଗଲା ତିନି ବ୍ୟାଙ୍କ

ତିନୋଟି ଜାତୀୟକରଣ ବ୍ୟାଙ୍କକୁ ମିଶାଇଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଆଜି ଏହି ନିଷ୍ପତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏହି ବ୍ୟାଙ୍କ ଗୁଡିକ ହେଲା ଦେନା ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଏବଂ ବିଜୟା ବ୍ୟାଙ୍କ । ଏହି ବ୍ୟାଙ୍କ ମିଶ୍ରଣକୁ ରୋକିବା ପାଇଁ ବ୍ୟାଙ୍କ…

ଅନିଶ୍ଚିତତାରେ ଦିଲ୍ଲୀପ

ବିଜେଡି ବା ଅନ୍ୟ କୌଣସି ଦଳରେ ମିଶିବା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇନାହିଁ ବୋଲି କହିଛନ୍ତି ଦିଲ୍ଲୀପ ରାୟ । ବିଜେପିରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ରାଉରକେଲା ଗସ୍ତରେ ଆସି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଦିଲ୍ଲୀପ ।ସେ କହିଛନ୍ତି ଯେ ତାଙ୍କର ନିଷ୍ପତି…

ଭାରତକୁ ଆସୁଛି ଆମେରିକା ନିର୍ମିତ ଚିକୁନ୍ ଓ ଅପାଚେ ହେଲିକପ୍ଟର

ଅନେକ ଗୁଣା ବଢ଼ିଯିବ ଭାରତୀୟ ସେନାର ଶକ୍ତି । ଆମେରିକାରେ ନିର୍ମିତ ଅଧିକ ଚିକୁନ ଓ ଅପାଚେ ହେଲିକପ୍ଟର ମାର୍ଚ୍ଚରେ ଭାରତ ପହଞ୍ଚିବ । ଉଭୟ ହେଲିକପ୍ଟର ଭାରତ ଆସିଲେ ସେନାର ଶକ୍ତି ବୃଦ୍ଧି ପାଇବା ସହ ଥରହର ହେବେ ଶତ୍ରୁ ଦେଶ । ଚିକୁନ ହେଲିକପ୍ଟରର ପ୍ରଥମ ବ୍ୟାଚ୍ କମ୍ପାନୀ ତରଫରୁ ଗୁଜରାଟ…