କାହିଁକି ପୂଜା ପରେ କୁକୁରଙ୍କୁ ଖାଦ୍ୟ ଦେଇଥାନ୍ତି ସାଇ ବାବାଙ୍କ ଭକ୍ତ
ସ୍ୱାଧିକାର ନ୍ୟୁଜ() ସାଇ ବାବାଙ୍କ ଭକ୍ତ ପ୍ରତ୍ୟେକ ଗୁରୁବାର ସାଇ ବାବାଙ୍କ ବିଶେଷ ପୂଜା କରିଥାନ୍ତି । ଆଉ ଏହି ପୂଜା ପରେ ବାବାଙ୍କ ଭକ୍ତ ମାନେ କୁକୁର ହେଉ କି ଗାଇ ହେଉ ଖାଦ୍ୟ ଖୁଆଇଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ଏହାର କାରଣ ? ତେବେ ଆଜି ଆସନ୍ତୁ ଏହି କାର୍ଯ୍ୟ କରିବା ପଛର କାରଣ…
