Odia News Portal
Yearly Archives

2019

ସ୍ଥାଣୁ ପାଲଟିଲାଣି ଓଡିଶା ରାଜ୍ୟ ସଚିବାଳୟ ସେବା ସଂଘ

ଭୁବନେଶ୍ୱର : ଲୋକସେବାଭବନର କର୍ମଚାରୀମାନଙ୍କ ମଧ୍ୟରେ ଏବେ ଗୋଟିଏ ଆଲୋଚନା ଜୋରଦାର ଚାଲିଛି - କେବେ ହେବ ସଚିବାଳୟ ସେବା ସଂଘର ନିର୍ବାଚନ । ନିର୍ବାଚନ ନେଇ ବରିଷ୍ଠ ସଭ୍ୟମାନେ ନିରବ ଥିବାବେଳେ ନୂଆହୋଇ ଲୋକସେବା ଭବନରେ ଯୋଗ ଦେଇଥିବା ସଭ୍ୟମାନେ ସଂଘର ଅଚଳାବସ୍ଥାକୁ ଦେଖି ଆ୧⁄୨ର୍ଯ୍ୟ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ବ୍ୟୟବୃଦ୍ଧି ଘଟିବ । ଶୁକ୍ରଙ୍କ ପ୍ରଭାବରେ ଭୋଗ, ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶର ସୁଯୋଗ ପାଇବେ। ପାରିବାରିକ କାମରେ ସଫଳତା ପାଇବା କ୍ଷେତ୍ରରେ ଜଣେ…

୨୦୦ କୋଟିର ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବୀରେ କଂଗ୍ରେସର ନବୀନ ନିବାସ ଘେରାଉ

ଭୁବନେଶ୍ୱର : ଆଜି ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥ କଂଗ୍ରେସ ଭବନ ଠାରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ କଂଗ୍ରେସ ନେତା, କର୍ମୀ ଏକ ଶୋଭାଯାତ୍ରାରେ ଦିବା ୧୧ ଘଟିକା ସମୟରେ ବାହାରି ମାଷ୍ଟରକ୍ୟାଂଟିନ ଛକ, ରାଜମହଲ…

ଓଡ଼ିଶାରେ ହେବ ହକି ବିଶ୍ୱକପ ୨୦୨୩ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲଗାତର ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜନ ହେବ ହକି ବିଶ୍ୱକପ୍। ୨୦୨୩  ପୁରୁଷ ହକି ବିଶ୍ୱକପ୍ ଓଡ଼ିଶା ଆୟୋଜନ କରିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ବିଶ୍ୱକପ୍ ହକି ଉଦଘାଟନର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ…

ପୁଣି ସମର୍ଥ ବର୍ମାଙ୍କ ନାଁରେ ଫେକ୍ ଆକାଉଣ୍ଟ

କେନ୍ଦ୍ରାପଡା : ପୁଣି ଜିଲ୍ଲାପାଳଙ୍କ ନାଁରେ ଫେସବୁକରେ ଫେକ ଆଇଡି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ଏଭଳି ଫେକ ଆକାଉଣ୍ଟ ଥିବା ଅଭିଯୋଗ ହୋଇଛି । ଫେକ ଆଇଡକୁ କୁନେଇ ଖୁବଶୀଘ୍ର ପୋଲିସରେ ଅଭିଯୋଗ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ,…

ବରୁଣେଇରେ ଭୋଜି ମନା

ଖୋର୍ଦ୍ଧା : ଆଗକୁ ଆସୁଛି ନୂଆବର୍ଷ। ସେଥିପାଇଁ ପିକ୍‌ନିକ୍‌ ସ୍ପଟ୍‌ ଗୁଡ଼ିକରେ ଜମୁଛି ଭୋଜି ଭାତର ଆସର। ହେଲେ ଏଥର ଡିସେମ୍ୱର ୧ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରୁ ଅଳ୍ପ ଦୂର ବରୁଣେଇ ପାଦଦେଶରେ ପିକ୍‌ନିକ୍‌ କରିହେବ ନାହିଁ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।…

ଶୀତ ଦିନେ କିପରି ନେବେ ଓଠର ଯତ୍ନ, ଆସନ୍ତୁ ଜାଣିବା

ଶୀତ ଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା। ଘରୋଇ ଉପଚାର କରନ୍ତୁ, ଓଠ ଫାଟିବ ନାହିଁ ବରଂ ନରମ ରହିବ। ଓଠରେ ମହୁ, ନଡ଼ିଆ ତେଲ କି˚ବା ଅଲିଭ୍‌ ତେଲ ଲଗାନ୍ତୁ। ମହୁରେ ଚିନି ଗୋଳାଇ ଓଠରେ ଥାପି ଦିଅନ୍ତୁ। କୋଡ଼ିଏ ମିନିଟ୍‌ ପରେ ଉଷୁମ ପାଣିରେ ଧୁଅନ୍ତୁ। ସଜ ଗୋଲାପ ପାଖୁଡ଼ା ବାଟି କଞ୍ଚା…

ଯୁବକଙ୍କୁ ଏସିଡ୍ ମାଡ କଲେ ଯୁବତୀ

କଟକ :  ଯୁବକଙ୍କ ଉପରକୁ ଏସିଡ୍ ମାଡ କରିଛନ୍ତି ଜଣେ ଯୁବତୀ । ଏଭଳି ଘଟଣା କଟକ ଜିଲ୍ଲା  ଜଗତପୁର  ଶିକାରୀ ସାହିରେ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏସିଡ୍ ମାଡ କରିଥିବା ଯୁବତୀ ଓ ତାଙ୍କ ମା’ଙ୍କୁ ଅଟକ ରଖିଛି । ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଜଗତପୁର ଶିକାରୀ…

ରାତି ସାରା ଧାରଣାରେ ବସିଲେ ଛାତ୍ରଛାତ୍ରୀ

ବାଲେଶ୍ବର : ନିଜର ଦାବି ନେଇ ରାତି ସାରା ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବାଲେଶ୍ବର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଫକୀର ମୋହନ ବିଶ୍ବ ବଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ବି.ଏଡ ଆଉ ଏମ.ଏଡ ପିଲାମାନେ ଶିକ୍ଷକ ନିଯୁକ୍ତି ପରୀକ୍ଷାରୁ ବଂଚିତ ହେଉଛନ୍ତି । ଏହି ଦୁଇ…

ଡାକ୍ତରଖାନା ଓ ଅଙ୍ଗନୱାଡ଼ିରେ ଖୋଲିବ ଆଧାର କେନ୍ଦ୍ର

ଭୁବନେଶ୍ୱର : ଅଙ୍ଗନୱାଡ଼ି ଓ ଡାକ୍ତରଖାନାରେ ଖୋଲିବ ଆଧାର କେନ୍ଦ୍ର । ଶୂନରୁ ୫ ବର୍ଷ ବୟସର ଶିଶୁଙ୍କ ଆଧାରକାର୍ଡ ପଞ୍ଜିକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ ମାସ ମଧ୍ୟରେ ପ୍ରମୁଖ ଡାକ୍ତରଖାନା ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଖୋଲିବ ଆଧାର କେନ୍ଦ୍ର ।ଆଧାର ଡିଜିଙ୍କ ସହ…