ଆଜିଠୁ ବେସରକାରୀ ବସ ଚଳାଚଳ ବନ୍ଦ
ଗଞ୍ଜାମ : ଆଜିଠୁ ଗଞାମ ଜିଲ୍ଲାରୁ ବେସରକାରୀ ବସ ଚଳାଚଳ ବନ୍ଦ ରହିବ । ଅନିର୍ଦିଷ୍ଟ କାଳ ଯାଏଁ ବସ ଚଳାଚଳ ବନ୍ଦ ରଖିବାକୁ ବସ ମାଲିକ ସଙ୍ଘ ନିଷ୍ପତି ନେଇଛି । ସୂଚନାଯୋଗ୍ୟ ଯେ, ପ୍ରଶାସନ ପକ୍ଷରୁ ହଳଦିଆପଦରଠାରେ ନୂଆ ବସଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଥିଲା । ଏଠାରୁ ହିଁ ବସ ଚଳାଚଳ କରିବ ବୋଲି…
