‘ସାଇ’ ନାମର ପ୍ରଥମ ସମ୍ବୋଧନ କେଉଁଠୁ, ଜାଣନ୍ତୁ
ସ୍ୱାଧିକାର ନ୍ୟୁଜ() ବରଯାତ୍ରା ଶିରିଡିରେ ପହଂଚି ଖଣ୍ଡୋବା ମନ୍ଦିର ନିକଟସ୍ଥ ମହାଲସାପତିଙ୍କ କ୍ଷେତଜମିରେ ଥିବା ଏକ ବରଗଛ ମୂଳରେ ଏକତ୍ର ହେଲେ । ଶଗଡ ଓ ଘୋଡାଗାଡିଗୁଡିକ ଖଣ୍ଡୋବା ମନ୍ଦିରର ଖୋଲା ପ୍ରାଙ୍ଗଣରେ ଏବଂ ସମସ୍ତ ଯାତ୍ରା ସେଠାରେ ସମ୍ମିଳିତ ହେବାକୁ ଲାଗିଲେ । ଖଣ୍ଡୋବା ମନ୍ଦିରର…
