ଫେଲ୍ ମାରିଲା ବିରୋଧିଙ୍କ ରଣନୀତି
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଜି ବିଧାନସଭାର ମଞ୍ଜୁରୀଲାଭ କରିଥିବାବେଳେ ଏହି
ଅଧିବେଶନର ୧୦ ଦିନ ମଧ୍ୟରେ ସରକାରୀଦଳର ସଫଳ ଗୋଟି ଚାଳନା ଯୋଗୁଁ ବିରୋଧିମାନେ କୌଣସି ଗୋଟିଏ
ହେଲେ ପ୍ରସଙ୍ଗରେ ସେଭଳି ସଫଳ ହୋଇପାରି ନାହାନ୍ତି । ବିଶେଷକରି ମୁଖ୍ୟ ବିରୋଧିଦଳ…
