Odia News Portal
Yearly Archives

2019

ଜେଲ୍ ପାଇଁ ମୋବାଇଲ୍ ଫୋନ୍ ଡିଟେକ୍ଟର ବ୍ୟବସ୍ଥା

ଭୁବନେଶ୍ୱର()  ରାଜ୍ୟର ସମସ୍ତ ଜେଲ୍କୁ ଦିଆଯିବ ମୋବାଇଲ୍ ଫୋନ୍ ଡିଟେକ୍ଟର। ଖୁବ୍ ଶୀଘ୍ର ସବୁ ଜେଲ୍କୁ ୩ ଶହ ମୋବାଇଲ୍ ଫୋନ୍ ଡିଟେକ୍ଟର ଦିଆଯିବ ବୋଲି ଜେଲ୍ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜେଲ୍ କର୍ମଚାରୀଙ୍କୁ ଏହି ଫୋନ୍ ଡିଟେକ୍ଟର ମିଳିବା ପରେ ସେମାନେ ଅତି ସହଜରେ ଜାଣି ପାରିବେ କେଉଁ…

୫-ଟି ପାଇଁ କୋରାପୁଟରେ ସ୍ୱାସ୍ଥ୍ୟସେବା ସୁଧୁରୁଛି: ତାରା

ଭୁବନେଶ୍ୱର()  ବିଧାନସଭାରେ ରାଜ୍ୟ ସରକାରଙ୍କ ୫ଟି କାର୍ୟ୍ୟକ୍ରମକୁ ପ୍ରଂଶସା କରିଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ୫ଟି କାର୍ୟ୍ୟକାରୀ ପରେ ୫ଟି ସଚିବ ଡାକ୍ତରଖାନା ବୁଲି ରୋଗୀଙ୍କ ମତ ନେବା ଦ୍ୱାରା କୋରାପୁଟରେ ସ୍ୱାସ୍ଥ୍ୟସେବା ସୁଧୁରୁଛି । ଏହା ଦ୍ୱାରା ସାଧାରଣ…

ପୂର୍ବ ଶତୃତାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିକାଣ୍ଡ

ଅନୁଗୁଳ: ଅନୁଗୁଳରେ ଫୁଟିଲା ଗୁଳି। ଛେଣ୍ଡିପଦା ଥାନା ପାତ୍ରପଡ଼ା ଗାଁରେ ପୂର୍ବ ଶତୃତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ହୋଇଛି। ଗୁଳିମାଡରେ ଧରଣୀଧର ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୯ରୁ ୧୦ ଜଣ ଯୁବକ…

ରାୟଗଡ଼ା ପୋଲିସର ଏନ୍‌କାଉଣ୍ଟର

ରାୟଗଡ଼ା: ରାୟଗଡ଼ା ପୋଲିସର ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଆହତ। ତାର ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଶିବା ନାଁରେ ଅପହରଣ ଓ ଲୁଟ୍‌ ଭଳି ମାମଲା…

ପୁଣି ଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁରୀ: କାମ କରୁନି କଟକଣା। ପୁଣି ଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଫଟୋ। ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲଫିର ଫଟୋ ଭାଇରାଲ। ପିଣ୍ଟୁ ମହାପାତ୍ର ନାମକ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି। ସଂପୃକ୍ତ ଯୁବକ ଜଣକ ନିଜକୁ ଜଣେ ଜ୍ୟୋତିଷ ବୋଲି ଫେସବୁକ ଆକାଉଣ୍ଟରେ…

ମୁହଁର ଶୁଷ୍କତା ଦୂର ପାଇଁ ଶୀତ ଦିନରେ ବ୍ୟବହାର କରନ୍ତୁ ଏହି ଜିନିଷ

ପାଖେଇ ଆସିଲାଣି ଶୀତ ଦିନ। ଏହି ଦିନରେ ସାଧାରଣତଃ ଶରୀର ଓ ମୁହଁ ଶୁଷ୍କ ଲାଗିଥାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ମାତ୍ର ଏହି କ୍ରିମ ଓ ଲୋଶନ ବ୍ୟବହାର କରିବା ବଦଳରେ କିଛି ସହଜ ଓ ଘରୋଇ ଉପାୟ ଆପଣେଇ ପାରିବା। ଜାଣନ୍ତୁ ସେହି…

ପୁରୀ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ପୁରୀ : ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ବଳୱନ୍ତ ସିଂଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଛି। ଖରିଫ ଋତୁ ପାଇଁ ଚଳିତ ବର୍ଷ ୭୨ ହଜାର ୫୮ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଧାନସଂଗ୍ରହ ନିମନ୍ତେ ୧୮୪ ଟି ପ୍ରାଥମିକ କୃଷି ସମବାୟ ସମିତି ପଞ୍ଜିକରଣ…

କେବେ ଖାଇଛନ୍ତି କି ‘କଞ୍ଚା ହଳଦୀ ଆଚାର’, ଏହା ଦୂର କରିବ ପୁରୁଣା ଯନ୍ତ୍ରଣା

ଆପଣମାନେ ହଳଦୀକୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରୁଥିବେ। ଏହାଛଡା ଲୋକେ ଦେହରେ ଲଗାଇବା କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ସମୟରେ ବ୍ୟବହାର କରୁଥିବା ଜାଣିଥିବେ। କିନ୍ତୁ କେବେ ହଳଦୀ ଆଚାର ଖାଇବା ତ ଦୂରର କଥା ହୁଏତ ଶୁଣିନଥିବେ। କିନ୍ତୁ ହଳଦୀ ଆଚାର ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ଫାଇଦା…

ସୁଧୁରୁ ନାହାନ୍ତି ଲୋକସେବାଭବନ କର୍ମଚାରୀ : ବିଳମ୍ବରେ ଆସୁଛନ୍ତି ଦପ୍ତର

ଭୁବନେଶ୍ୱର : ରାଜ୍ୟ ସରକାର ୫-ଟି ଓ ମୋ ସରକାର ଭଳି ଯୋଜନା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ଲୋକସେବାଭବନର କର୍ମଚାରୀମାନେ କିନ୍ତୁ ସୁଧୁରୁ ନାହାନ୍ତି । ଅନ୍ୟ କଥା ତ ଛାଡ ସଂଖ୍ୟାଧିକ କର୍ମଚାରୀ ଠିକଣା ସମୟରେ ଦପ୍ତରକୁ ବି ଆସୁନାହାନ୍ତି । ଏହା ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର କର୍ମକ୍ଷେତ୍ର ଓ ପାରିବାରିକ ଜୀବନ, ଆର୍ଥିକ ଉନ୍ନତି ଓ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ। ଭାଇ, ବନ୍ଧୁ ତଥା ପଡୋଶୀ ମାନଙ୍କ ସହ ସମତାଳ ଦେଇ ଚଳିବା ପାଇଁ ଚେଷ୍ଟାକଲେ ସୁଫଳ ମିଳିପାରିବ। ସହକର୍ମୀମାନଙ୍କ ସହ ବିଭିନ୍ନ…