ଚନ୍ଦ୍ରଶେଖରପୁରରେ ଆରମ୍ଭ ହେଲା ଷ୍ଟ୍ରିଟ ମଜା
ଭୁବନେଶ୍ୱର : ରାସ୍ତାରେ ରୁଣ୍ଡ ହେଲେ ବରିଷ୍ଠଙ୍କ ଠାରୁ କନିଷ୍ଠ ପର୍ଯ୍ୟନ୍ତ ଜନସାଧାରଣ । ଚାଲିଲା ନାଚଗୀତ, ଯୋଗ, ଧ୍ୟାନ, ଖେଳକୁଦ ଓ ବିଭିନ୍ନ କଳାକୌଶଳ । ଲୋକଙ୍କ ମନରେ ନାହିଁ ନଥିବା ଆନନ୍ଦ ଉଲ୍ଲସ ଦେଖାଯାଉଥିଲା । ବିଭିନ୍ନ ସଂଗଠନ ଠାରୁ ଆରମ୍ଭ କରି ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଯୋଗ…
