Odia News Portal
Yearly Archives

2019

ଚର୍ଚ୍ଚାରେ “ମୋଦୀ ଜି କି ବେଟି”

ମୁମ୍ବାଇ()   “ମୋଦୀ ଜି କି ବେଟି” ନାମକ ଏକ କମେଡି ଫିଲ୍ମ ନିର୍ମିତ ହୋଇଛି। ତେବେ ଏହା କେଉଁ ବିଷୟ ଉପରେ ଆଧାରିତ ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ଫିଲ୍ମରେ କିଏ କିଏ ଅଛନ୍ତି ସେ ବିଷୟରେ ବି କୌଣସି ସୂଚନା ମିଳିନାହିଁ। ଫିଲ୍ମ ଆକ୍ସନ ଏବଂ କମେଡି ଉପରେ ଆଧାରିତ ବୋଲି…

ପୂରୁଣା ସ୍ମୃତିରେ ଅରୁଣ

ଭୁବନେଶ୍ୱର() ନାଁ ତାଙ୍କର ଅରୁଣ । ନାଁ ଯେମିତି କାମ ବି ସେମିତି । ତାଙ୍କୁ ଯେତେବେଳେ ଯେଉଁଠି ଅବସ୍ଥାପିତ କଲେ ବି ସେ ସୂର୍ଯ୍ୟ ଭଳି ସବୁ ବେଳେ ଝଟକୁ ଥାଆନ୍ତି, ଆଉ ନିଜର ସ୍ୱତନ୍ତ୍ରତା ମଧ୍ୟ ବଜାୟ ରଖନ୍ତି । ସେ ବାଣୀ ବାହାରର ଛାତ୍ର ରାଜନୀତି ହେଉ କିମ୍ବା ଫୁଟବଲ ପଡିଆରେ ଫୁଟବଲ ଖେଳ ହେଉ…

ଅଭିନେତ୍ରୀ ମଧ୍ୟରେ ମାରପିଟ୍, ଭିଡିଓ ହେଲା ଭାଇରାଲ,ଦେଖନ୍ତୁ

ମୁମ୍ବାଇ()  ରିୟାଲିଟି ଶୋ’ ବିଗ୍ବସ୍ ୧୩ରେ ପଞ୍ଜାବର ଶେହନାଜ ଗିଲ ଓ ହିମାଂଶି ଖୁରାନା ପରସ୍ପର ଶତୃ ହୋଇ ଏକା ସହ ଖେଳୁଥିଲେ। ହେଲେ ଏବେ ଉଭୟଙ୍କ ଶତୃତା ସାମ୍ନାକୁ ଆସିଛି।ଘର ଭିତରେ ଦୁହେଁ ଏମିତି ଝଗଡା ଲାଗିଲେ ଯେ, ଉଭୟଙ୍କର ମାରପିଟ୍ ହୋଇଥିଲା।ହିମାଂଶି ଘରକୁ ୱାଇଲ୍ଡ କାର୍ଡ ଦ୍ବାରା…

ଏଣିକି ୨୩୧୦ ଟଙ୍କାରେ ମିଳିବ ସୋରେଜ୍ ଓ ପାଣି କନେକ୍ସନ

ନୂଆଦିଲ୍ଲୀ()  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ବଡ଼ ଘୋଷଣା । ଦିଲ୍ଲୀବାସୀଙ୍କୁ ୨୩୧୦ଟଙ୍କାରେ ମିଳିବ ସୋରେଜ ଏବଂ ପାଣି କନେକ୍ସନ । ଏହା ସହ କେଜରିୱାଲ କହିଛନ୍ତି ଭିତିଭୂମିର ଉନ୍ନତିକରଣ ପାଇଁ ଦିଲ୍ଲୀବାସୀଙ୍କ ଠାରୁ ଟଙ୍କା ନିଆଯିବ ନାହିଁ । ପୂର୍ବରୁ ୨ଶହ ମିଟର ଫ୍ଲାଟ ପାଇଁ…

ରାତାରାତି ବଦଳିଲା ମହାରାଷ୍ଟ୍ର ରାଜନୀତି, ବିଜେପି ଓ ଏନସିପି ମିଳିତ ଭାବେ ସରକାର

ମୁମ୍ବାଇ : ରାତାରାତି ବଦଳିଲା ମହାରାଷ୍ଟ୍ର ରାଜନୀତି। ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ସକାଳୁ କିନ୍ତୁ ଓଲଟି ଯାଇଛି ରାଜନୀତି ପଷାପାଲି। ଆଜି ସକାଳେ ହଠାତ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇଛନ୍ତି…

ବିବାହକୁ ନେଇ ଝିଅଙ୍କ ମନରେ ଉଙ୍କି ମାରିଥାଏ ଏସବୁ ପ୍ରଶ୍ନ

ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଝିଅମାନଙ୍କ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଏହା ସ୍ବାଭାବିକ। ତେବେ ପୁଅଙ୍କ ଅପେକ୍ଷା ଝିଅମାନେ ଏନେଇ ବେଶି ଚିନ୍ତିତ ଥାଆନ୍ତି। ନିଜ ପରିବାର ଲୋକଙ୍କୁ ଛାଡ଼ି ଅନ୍ୟ ଏକ ପରିବାରକୁ ନିଜର କରିବା, ସେମାନଙ୍କ ସହ ନିଜକୁ ଖାପଖୁଆଇ ଚଳିବା…

ରୋମ୍ ଜଳୁଥିବାବେଳେ ନିରୋଙ୍କ ବୀଣାବାଦନ !

ଭୁବନେଶ୍ୱର : ୬୪ ଖ୍ରୀଷ୍ଟାଦ୍ଦରେ ଯେତେବେଳେ ରୋମ୍ ସହରରେ ଭୀଷଣ ନିଆଁ ଲାଗିଥିଲା, ସେତେବଳେ ରୋମର ଶାସକ ‘ନିରୋ’ ବୀଣାବାଦନ କରୁଥିବା ଘଟଣା ସଭିିଙ୍କୁ ଉଣା ଅଧିକେ ଜଣା । ସହରର ୭୦ ପ୍ରତିଶତ ଅଞ୍ଚଳ ଧ୍ୱଂସ ଓ ୫୦ ପ୍ରତିଶତ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ଶାସନ ମୁଖ୍ୟ ବିଳାଶବ୍ୟସନରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ବିଭିନ୍ନ ସମସ୍ୟାରେ ଜଡ଼ିତ ରହିଲେ ମଧ୍ୟ ଆନନ୍ଦର ଅନୁଭୂତି ଲାଭ କରିପାରିବେ । ବନ୍ଧୁମାନଙ୍କ ସାହାଯ୍ୟରୁ ପ୍ରତିଦ୍ୱନ୍ଦ୍ୱିତାରେ, ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ ବିଜୟୀ ହେବେ । ସହଜରେ ଅନ୍ୟ ଲୋକମାନଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ଅର୍ଥ, ପ୍ରଶାସନ,…

ରାଧା ଶ୍ରୀକୃଷ୍ଣଙ୍କ ଠାରୁ ବୟସରେ ଥିଲେ ବଡ, ଜାଣନ୍ତୁ ରାଧାକୃଷ୍ଣଙ୍କ ବୟସ ପାର୍ଥକ୍ୟ

ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ବୟସରେ ବହୁତ ଅନ୍ତର ଥିଲା। ରାଧାଙ୍କ ଠାରୁ ବୟସରେ ସାନ ଥିଲେ ଶ୍ରୀକୃଷ୍ଣ। ବୟସଗତ ଅନ୍ତର ସତ୍ତ୍ୱେ ସେମାନଙ୍କ ମଧ୍ୟରେ ଖୁବ୍ ପ୍ରେମ ଥିଲା। ହୁଏତ ଭଗବାନ କୃଷ୍ଣଙ୍କ ସହ ରାଧାଙ୍କ ବିବାହ ହୋଇ ନାହିଁ, ହେଲେ ରାଧାକୃଷ୍ଣଙ୍କ ପ୍ରେମକୁ ସର୍ବୋଚ୍ଚସ୍ଥାନ ମିଳିଛି।…

୨୫ରେ ସ୍କିଲ୍ ମେଳା

ଭୁବନେଶ୍ୱର () ୨୨ ନଭେମ୍ବର ୨୦୧୯ କୌଶଳ ବିକାଶ ସମସ୍ତଙ୍କ ପାଇଁ ଏକ ଜଣାଶୁଣା ଶଦ୍ଧ ହୋଇଥିବା ବେଳେ ସଠିକ୍ ବ୍ୟକ୍ତି ପାଇଁ ଉପଯୁକ୍ତ କୌଶଳ ଆଜିର ଅନୁଚିନ୍ତା । ଏହି ପରିପ୍ରେକ୍ଷୀରେ ସୋସିଆଲ ସ୍ମାର୍ଟ ପ୍ରକଳ୍ପ ମାଧ୍ୟମରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଆସନ୍ତା ୨୫ ନଭେମ୍ବରରେ…