ସ୍ୱଚ୍ଛତା ଲାଗି ଓଡିଶାକୁ ପୁରସ୍କାର
ନୂଆଦିଲ୍ଲୀ() ସ୍ୱଚ୍ଛତା ଲାଗି ଓଡିଶାକୁ ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ସର୍ବାଧିକ ସ୍ୱଚ୍ଛ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର…
