Odia News Portal
Yearly Archives

2019

ଏହି କାରଣ ଯୋଗୁଁ ବୁଧବାର ଦିନ ଝିଅଙ୍କୁ ପଠାଯାଇନଥାଏ ଶାଶୁଘର : ଜାଣନ୍ତୁ

ହିନ୍ଦୁ ଧର୍ମରେ ଅନେକ ପ୍ରଥା ଏବଂ ପରମ୍ପରା ରହିଥାଏ। ଏଥିରେ ସମସ୍ତ କାର୍ଯ୍ୟ ସହ ଜଡ଼ିତ କିଛି ନିୟମ କରାଯାଇଛି। ପ୍ରାୟତଃ ଦେଖାଯାଏ ଯେ ଆମେ ନିୟମଗୁଡ଼ିକୁ ପାଳନ ତ କରିଥାଉ କିନ୍ତୁ ଏହା ପଛରେ ରହିଥିବା କାରଣ ଅଧିକାଂଶ ଲୋକଙ୍କୁ ଜଣାନଥାଏ। ଏପରି ଏକ ନିୟମ ହେଉଛି ଯେ ଝିଅଙ୍କୁ ବୁଧବାର ଦିନ…

କିଡ୍‌ନୀ ରୋଗୀ ଧ୍ୟାନ ଦିଅନ୍ତୁ

ଭୁବନେଶ୍ବର : କିଡ୍‌ନୀ ରକ୍ତରୁ ନିର୍ଗତ ବିଷାକ୍ତ ପଦାର୍ଥକୁ ଛାଣି ଶରୀରରୁ ବାହାରକୁ ନିଷ୍କାସିତ କରେ। ଯେତେବେଳେ ଏହା କାମ କରିବା ବନ୍ଦ କରେ, ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ। ଅଧିକାଂଶ ସମୟରେ ମହିଳାଙ୍କଠାରେ ଏ ସମସ୍ୟା ଦେଖାଦେଉଥିଲେ ମଧ୍ୟ ଲକ୍ଷଣକୁ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଗତକାଲି ପରି ଆଜିର ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେବାର ସୂଚନା ପାଇ ପାରିବେ ନାହିଁ। ତଥାପି ଆପଣଙ୍କ ଉପସ୍ଥିତ ବୁଦ୍ଧି ଓ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ…

ଭଗବାନ ପର୍ଶୁରାମ କାହିଁକି ନିଜ ମାଙ୍କ ମୁଣ୍ଡ କାଟିଥିଲେ, ଜାଣନ୍ତୁ

ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଋଷି ଜମଦଗ୍ନି ଓ ରେଣୁକାଙ୍କ ପୁତ୍ର ପର୍ଶୁରାମ ତାଙ୍କ ମାଙ୍କ ମୁଣ୍ଡ କାଟିଦେଇଥିବାର ଆପଣମାନେ ପୁରାଣରେ ପଢିଥିବେ ଓ ଜାଣିଥିବେ। ତେବେ ଆମମାନଙ୍କ ମଧ୍ୟରୁ ବହୁତ କମ ଲୋକେ ଜାଣିଥିବେ ପର୍ଶୁରାମଙ୍କ ଏପରି ପଦକ୍ଷେପର କାରଣ । ଶାସ୍ତ୍ରାନୁସାରେ ଜମଦଗ୍ନୀ ଓ ମାତା…

ମନୁ, ଇଲାଭେନିଲ, ଦିବ୍ୟାଂଶୁଙ୍କୁ ସ୍ୱର୍ଣ୍ଣ

ପୁଟାନ() ଅ ।ଇଏସ୍ଏସ୍ଏଫ୍ ବିଶ୍କପ୍ର ଗୋଟିଏ ଦିନରେ ଭାରତୀୟ ଶୁଟରମାନେ ସର୍ବାଧିକ ସଫଳତା ପାଇଛନ୍ତି । ଯୁବ ଶୁଟର ମନୁ ଭାକର, ଇଲାଭେନିଲ ଭାଲରିଭାନ ଓ ଦିବ୍ୟାଂଶୁ ପାନ୍ୱାର ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତିୟ ପ୍ରଥମ ଥର ପାଇଁ ଅ ।ଇଏସ୍ଏସ୍ଏଫ୍ ବିଶ୍କପ୍ର ଗୋଟିଏ ଦିନରେ ଭାରତୀୟ…

ସୋସିଆଲ ମିଡିଆରେ ଘୂରି ବୁଲୁଛି ସାଂସଦଙ୍କ ଏହି ଭିଡିଓ,ଦେଖନ୍ତୁ

ଟିଏମସି ଏମପି ତଥା ଅଭିନେତ୍ରୀ ନୁସରତ ଜାହାଁ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆଇସିୟୁରେ…

ବାବା କିପରି ପାଣିକୁ ତେଲରେ ପରିଣତ କରିଥିଲେ ଆସନ୍ତୁ ଜାଣିବା

ସ୍ୱାଧିକାର ନ୍ୟୁଜ() ସାଇ ବାବାଙ୍କ ଚମକ୍ରାରିତା ବିଷୟରେ ସମସ୍ତ ଅଳ୍ପବହୁତେ ଜାଣନ୍ତି । କିନ୍ତୁ ବାବା ପାଣିକୁ ତେଲରେ ପରିଣତ କରିବା ଏକ ବିସ୍ମୟକର ଘଟଣା ହୋଇଥିଲେ ମଧ୍ୟ ସାଇ ବାବା ତାଙ୍କ ଚମକ୍ରାରିତା ବଳରେ କିପରି ପାଣିକୁ ତେଲରେ ପରିଣତ କରିପାରିଥିଲେ ଆସନ୍ତୁ ଜାଣିବା । ବାବା ଦୀପ…

ପ୍ରତ୍ୟାହାର ହେଲା ଚାଷୀ ଆନ୍ଦୋଳନ

ଭୁବନେଶ୍ୱର()  ଟୋକନ୍ ବ୍ୟବସ୍ଥା ଉଛେଦ ଦାବିରେ ପଶ୍ଚିମ ଓଡିଶାରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ମନ୍ତ୍ରୀ ଓ ବିଧାୟକଙ୍କ ସହ ଆଲୋଚନା ପରେ ମାନିଯାଇଛନ୍ତି ଆନ୍ଦୋଳନରତ ଚାଷୀ । ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଜେଡ଼ି ଉପମୁଖ୍ୟ ସଚେତକ ତଥା…

ବିବାହକୁ ନେଇ ଚର୍ଚ୍ଚାରେ ବିଧାୟକ ଓ ବିଧାୟିକା

ନୂଆଦିଲ୍ଲୀ()  ଆଜି ପୂର୍ବତନ ବିଧାୟକ ଅଖିଲେଶ ସିଂହଙ୍କ ଝିଅଙ୍କ ବିବାହ । କଂଗ୍ରେସ ବିଧାୟକ ଅଦୀତି ସିଂହ ୨୧ ତାରିଖରେ ପଞ୍ଜାବର କଂଗ୍ରେସ ବିଧାୟକ ଅଙ୍ଗଦ ସୈନୀଙ୍କୁ ବିବାହ କରୁଛନ୍ତି । ଉଭୟଙ୍କ ବିବାହ ନୂଆଦିଲ୍ଲୀରେ ଅନୁÂିତ ହେଉଛି । ଅଙ୍ଗଦ ଓ ଅଦୀତି ଦୁହେଁ ୨୦୧୭ ମସିହାରେ ବିଧାୟକ…

ବ୍ରେକ୍ଫାଷ୍ଟ କରୁ ନଥିବା ପିଲା ରଖନ୍ତି କମ ମାର୍କ

ଲଣ୍ଡନ() ବ୍ରେକଫାଷ୍ଟ କରୁ ନ ଥିବା ପିଲା କମ୍ ମାର୍କ ରଖନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ପିଲାମାନେ ଖାଲିପେଟରେ ରହି ପାଠପଢ଼ିବା ଦ୍ୱାରା ମାନସିକ ସନ୍ତୁଳନ ରକ୍ଷା ହୋଇ ନ ଥାଏ। ଖାଲି ଘରେ ନୁହେଁ, ସ୍କୁଲରେ ମଧ୍ୟ ବ୍ରେକ୍ଫାଷ୍ଟ କରିବା ଜରୁରୀ। କମ୍ ଖାଦ୍ୟ ଖାଉଥିବା ପିଲାଙ୍କଠାରୁ…