ଡିଜି ପଦରୁ ହଟିଲେ ବିଜୟ ଶର୍ମା : ନୂଆ ହେଲେ ଅଭୟ
ଭୁବନେଶ୍ୱର : ମାତ୍ର ସାଢେ ଚାରି ମାସରେ ବଦଳିଲେ ପୋଲିସ ଡିଜି । ଅଗ୍ନିଶମ ଡିଜି ଥିବା ସମୟରେ କିଛି ଶିଳ୍ପାନୁଷ୍ଠାନକୁ ଫାୟାର ସେଫ୍ଟି ସାର୍ଟିଫିକେଟ ପ୍ରଦାନରେ ଅନିୟମିତତା ଅଭିଯୋଗ ଆସିଥିଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ,…
