ଆସିଲା ‘ଗୁଡ୍ ନ୍ୟୁଜ୍’ ପୋଷ୍ଟର, ଚଳିତ ମାସ ହେବ ରିଲିଜ…
ମୁମ୍ବାଇ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ଗୁଡ୍ ନ୍ୟୁଜର ପୋଷ୍ଟର ସାମ୍ନାକୁ ଆସି ସାରିଛି। ସୁପରଷ୍ଟାର ଅକ୍ଷୟ କୁମାର ନିଜ ଟ୍ବିଟର ଆକାଉଣ୍ଟରେ ଅଲଗା ଅଲଗା ପୋଷ୍ଟର ପୋଷ୍ଟ କରିଛନ୍ତି। ଏହି ଫଟୋ ପୋଷ୍ଟ କରି ଅକ୍ଷୟ ଲେଖିଛନ୍ତି ଯେ କ୍ରିସମାସ ସିଜିନ୍ରେ ଗୁଡ ନ୍ୟୁଜ…
