ନୈରାଶ୍ୟ ଜନକ ଭୁମିକାରୁ ନିବୃତ ରହୁ ବ୍ୟାଙ୍କ: କୃଷିମନ୍ତ୍ରୀ
ଭୁବନେଶ୍ୱର() ବ୍ୟାଙ୍କ ଗୁଡିକ ଚାଷୀ ମାନଙ୍କୁ ଋଣ ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଧରିଲେ କୃଷି ଆୟ ଦ୍ୱିଗୁଣିତ ହେବା ସ୍ୱପ୍ନରେ ରହିଯିବ ବୋଲି କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି ।
କୃଷି ଭବନରେ ବ୍ୟାଙ୍କର୍ସ ମାନଙ୍କର ଏକ ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ…
