ବଢ଼ିଲା କଟକର ଐତିହାସିକ ବାଲିଯାତ୍ରାର ଦିନ
କଟକ() ଆଉ ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା । ୧୯ ନୁହେଁ ୨୦ରେ ସରିବ ଐତିହାସିକ କଟକର ଯାତ୍ରା । ୧୯ ତାରିଖରେ ଶେଷ ହେବ ବୋଲି ପ୍ରଥମେ କୁହାଯାଇଥିଲା ।
ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ଏହି ମେଳା ଗତ ବର୍ଷ ପ୍ରଥମ ଥର ପାଇଁ ଦଶ ଦିନ ଚାଲିଥିଲା…
