ଜିଏସ୍ଟି ଠକେଇ ଛନ୍ଦିହୋଇଥିବା ସଂସ୍ଥା କୃଷି ଯନ୍ତ୍ରପାତି କିଣା ଦୌଡରେ
ଭୁବନେଶ୍ୱର : ସରକାରଙ୍କୁ ସାଢେ ୩କୋଟି ଟଙ୍କାର ଜିଏସ୍ଟି ଚୂନ ଲଗାଇଥିବା ସଂସ୍ଥା ଏବେ ସମଗ୍ର ରାଜ୍ୟ ପାଇଁ କୃଷି
ଯନ୍ତ୍ରପାତି କିଣିବା ଦୌଡରେ । ଜିଏସ୍ଟି ଠକିଥିବା ସଂସ୍ଥା ବିରୁଦ୍ଧରେ ତଦନ୍ତ ପାଇଁ ଗତ ଜୁଲାଇ ମାସରୁ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ସମ୍ପୃକ୍ତ ସଂସ୍ଥା…
