ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କଲେ ଜିଲ୍ଲାପାଳ
ବରଗଡ : ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ କଲେ ଜିଲ୍ଲାପାଳ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତର ଜନକେଡାରେ ଥିବା ଗୋପବନ୍ଧୁ ସେବା ସଦନରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ହଠାତ୍ ପହଞ୍ଚି ଯାଇଥିଲେ ।
ବିନା ସୂଚନାରେ ଜିଲ୍ଲାପାଳ ଆଶ୍ରମରେ…
