ବିରୋଧିଙ୍କ ଗୁଇନ୍ଦା ସାଜିଥିବା ଏ ଯୁବକ କିଏ ?
ଭୁବନେଶ୍ୱର : ନିଜକୁ ମନ୍ତ୍ରୀଙ୍କ ପାଖ ଲୋକର ପରିଚୟ ଦେଇ ବିରୋଧିଦଳର ଗୁଇନ୍ଦା ସାଜିଥିବା ଜଣେ ଆତ୍ମଘୋଷିତ
ଯୁବନେତାଙ୍କୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା । ଏହି ଯୁବକ ଜଣଙ୍କ ଯଦିଓ ବିଜୁ ଜନତାଦଳରେ ଅଛନ୍ତି ବୋଲି କହି ବୁଲୁଛନ୍ତି
ବାସ୍ତବରେ କିନ୍ତୁ ବିରୋଧିଦଳ ପାଇଁ ଗୁଇନ୍ଦାଗିରି କରୁଥିବା…
