୩ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି
ଭୁବନେଶ୍ୱର() ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା ହୋଇଛି । ୨ ଦିନ ସ୍କୁଲ ଛୁଟି ଘୋଷଣା କଲେ ୩ ଜିଲ୍ଲାର ଜିଲ୍ଲାପାଳ । କାଲି ଓ ପହରି ଦିନ ଜିଲ୍ଲାର ସବୁ ସ୍କୁଲ ଛୁଟି ରହିବ । ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।…
