ବ୍ରଣ, ସନ ଟ୍ୟାନ୍ ପରି ସମସ୍ୟାରୁ ମୁକ୍ତି ଦେବ ଆମ୍ୱ ଫେସ୍ ପ୍ୟାକ୍
ଭୁବନେଶ୍ୱର : ଏବେ ଖରା ଦିନେ ଆସୁଥିବା ଫଳ ମଧ୍ୟରୁ ସମସ୍ତଙ୍କ ପ୍ରିୟ ଆମ୍ୱ । ସ୍ୱାସ୍ଥ ଓ ପୋଷକ ତତ୍ତ୍ୱରେ ଭରପୁର ହୋଇଥିବାରୁ ଛୋଟଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରନ୍ତି। ଆମ୍ୱର ଫାଇଦା କେବଳ ଏହାକୁ ଖାଇବାରେ ସୀମିତ ରୁହେ ନାହିଁ। ଆପଣ ଏହାକୁ ମୁହଁରେ ବ୍ୟବହାର କରି ଚେହେରାରେ…
