Odia News Portal
Yearly Archives

2019

ଆଲିଆ ପାଣି ଭିତରେ କଲେ ଏହି କାମ, ଜାଣିଲେ ହୋସ ଉଡିଯିବ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ ଆଲିଆ ଭଟ୍ଟ । ନିକଟରେ ସେ କିଛି ଫଟୋ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି, ଯାହା ଭାଇରାଲ୍ ହେଉଛି। ଏହି ଫଟୋଗୁଡ଼ିକରେ ଆଲିଆଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି। ଫ୍ୟାନଙ୍କଠୁ ଆରମ୍ଭ କରି ବଲିଉଡ୍ ସେଲେବ୍ରିଟି ପର୍ୟ୍ୟନ୍ତ ସମସ୍ତେ ଆଲିଆଙ୍କ ଫଟୋରେ…

ବାୟୁ ପ୍ରଦୂଷଣ ପାଇଁ ଭଗବାନ ବି ପିନ୍ଧିଲେ ମାସ୍କ

ବାରାଣାସୀ() କେବଳ ମନୁଷ୍ୟ ନୁହେଁ ବାୟୁ ପ୍ରଦୂଷଣ ପାଇଁ ଭଗବାନ ବି ପିନ୍ଧିଲେ ମାସ୍କ । କାଶୀରେ ବାୟୁ ପ୍ରଦୂଷଣ ସ୍ଥିତି ବହୁତ ସାଙ୍ଘାତିକ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ଦେବାଦେବୀଙ୍କ ପ୍ରତିମାକୁ ମାସ୍କ ପିନ୍ଧାଇ ଦିଆଯାଇଛି, ଯାହାଫଳରେ…

‘ମୋ ବସ୍’କୁ ପୂରିଲା ବର୍ଷେ

ଭୁବନେଶ୍ୱର () ଆଜି ମୋ ବସ୍’ ସେବାକୁ ବର୍ଷେ ପୂରିଛି । ଏହି ଅବସରରେ ବୁଧବାର ସନ୍ଧ୍ୟାରେ କ୍ରୁଟ୍ ପକ୍ଷରୁ ବାର୍ଷିକ ଉତ୍ସବ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା କାର୍ୟ୍ୟକ୍ରମ ରହିଥିବାବେଳେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ…

ପାରାଦୀପ ଠାରୁ ୮୧୦ କିଲୋମିଟର ଦୂରରେ ଗଭୀର ଅବପାତ

ଭୁବନେଶ୍ୱର () ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ପ୍ରଭାବ ଓଡିଶା ଉପରେ ପଡିବାର ସଂଭାବନା କମ୍ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର । ପାରାଦୀପ ଠାରୁ ଏହା ଏବେ ୮୧୦ କିଲୋମିଟର ଦୂରରେ ରହିଛି । ତେବେ ଆଗକୁ ଏହି…

ବଦଳିଗଲେ କି ରାନୁ ମଣ୍ଡଳ ? ଫ୍ୟାନଙ୍କୁ ଦେଲେ ଏଭଳି ରିଆକ୍ସନ, ଦେଖନ୍ତୁ ଭିଡିଓ

’ଏକ ପ୍ୟାର କା ନଗମାଟ୍ଟ’ ଗୀତ ପାଇଁ ସୋସିଆଲ ମିଡିଆ ସେନଶେସନ୍ ପାଲଟିଥିବା ରାନୁ ମଣ୍ଡଳଙ୍କ ଜୀବନ ପୂର୍ବ ତୁଳନାରେ ଖୁବ୍ ବଦଳି ଯାଇଛି। ଏପରିକି ତାଙ୍କର ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ଖୁବ୍ ଅଧିକ। କିନ୍ତୁ ଏବେ ସୋସିଆଲ ମିଡିଆରେ ରାନୁଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ତାଙ୍କର ଜଣେ…

ବିଶ୍ୱ ରେକର୍ଡ କଲେ ଓଡିଆ ଝିଅ

ବିଶ୍ୱ ରେକର୍ଡ କଲେ ଓଡିଆ ଝିଅ ଲିପିକା ସେଠ୍ ।ା ଋଷିଆର ମାଉଣ୍ଟ ଏଲବ୍ରସ ଶୃଙ୍ଗକୁ ସଫଳତାର ସହ ଆରୋହଣ କରି ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ଶୃଙ୍ଗର ଉଚ୍ଚତା ପ୍ରାୟ ୫ ହଜାର ୬୪୨ ମିଟର ବା ୧୮ ହଜାର ୫୧୦ଫୁଟ । ଏହି ଗିରିଶୃଙ୍ଗ ଆରୋହଣରେ ଲିପିକା ହୋଇଛନ୍ତି ରାଜ୍ୟର ଅଷ୍ଟମ…

ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ହତ୍ୟା ଉଦ୍ୟମ

ଭୁବନେଶ୍ବର :  ଭୁବନେଶ୍ବର ପାସପୋର୍ଟ ଅଫିସ ଆଗ ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ହତ୍ୟା ଉଦ୍ୟମ। ଘଟଣାସ୍ଥଳରେ ନୂଆପଲ୍ଳୀ ଥାନ ଅଧିକାରୀ ପହଞ୍ଚି ଯିବାରୁ ଅଳ୍ପକେ ବର୍ତ୍ତି ଗଲେ ଯୁବକ। ଆହତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିବା ସୂଚନା…

ଭିଜିଲାନ୍ସ ଜାଲରେ ଫରେଷ୍ଟର

ଦେବଗଡ଼ :  ଦେବଗଡ ଜିଲ୍ଲା କଂସର ସେକ୍ସନ ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର  କେଶ ରଫା ଦଫା କରିବାପାଇଁ  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନାଯୋଗ୍ୟ ଯେ, ଦେବଗଡ ଜିଲ୍ଲା କଂସର ସେକ୍ସନ ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ମଙ୍ଗଳବାର ଅରୁଣ ସମାଦିଆ ନାମକ ଜଣେ…

ଗୋପ – କୋଣାର୍କ ରାସ୍ତାରେ ଠିକାଦାରଙ୍କୁ ଗୁଳିମାଡ

ପୁରୀ : ଦାଦାବଟି ଦେଲେନି ବୋଲି କୋଣାର୍କରେ ଠିକାଦାରଙ୍କୁ ଦୃବୁର୍ତ୍ତଙ୍କ ଗୁଳିମାଡ଼ । ଗୁଳିମାଡ କରି ଫେରାର ହେବା ବେଳେ ୨ ଦୃବୁର୍ତ୍ତଙ୍କୁ ଧରି ନିସ୍ତୁକ ଛେଚିଲେ ଲୋକ । କୋଣାର୍କ ଗୋପ ଛକ ନିକଟରେ ଘଟିଛି ଏହି ଘଟଣା । ମିଳିଥିବା ସୂଚନା ମୁତାବକ ଠିକାଦାର ଉମାକାନ୍ତ ସାହୁ ବାରମ୍ବାର ଦାଦାବଟି…

କଟକ ବଡ ମେଡିକାଲରେ ୫-ଟି ସଚିବ

କଟକ : କଟକ ବଡ ମେଡିକାଲରେ 5T ସଚିବ। ଆଜି ଭୋର ୫ଟାରେ  SCB ମେଡିକାଲରେ ପହଞ୍ଚିଲେ 5T ସଚିବ ଭି.କେ ପାଣ୍ଡିଆନ୍‌। ତାଙ୍କ ସହ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ସଚିବ ମଧ୍ୟ ସାମିଲ ଥିଲେ। ମେଡିକାଲରେ ପହଞ୍ଚିବା ପରେ ଭିତ୍ତିଭୂମିର ତଦାରଖ କରିବା ସହ…