ନାଡା ପକ୍ଷରୁ ୪ ବର୍ଷ ବାସନ୍ଦ ହେଲେ କେ. ରବି କୁମାର
ଭୁବନେଶ୍ବର : ଓଡିଆ ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟରେ ଧରାପଡିଛିନ୍ତି । ନ୍ୟାସନାଲ ଆଣ୍ଟି ଡୋଂପି ଏଜେନ୍ସ ବା ନାଡା ପକ୍ଷରୁ କେ.ରବିକୁମାରଙ୍କୁ ବାସନ୍ଦ କରାଯାଇଥିବା ସୂଚନା ରହିଛି ।
କେ. ରବିକୁମାର ୨୦୧୦ ରାଜ୍ୟଗୋଷ୍ଠୀ କ୍ରାଡାର ୬୯ କେଜି ବର୍ଗରେ ସୂର୍ଣ୍ଣ ପଦକ ଜିତିଥିଲେ ।…
