Odia News Portal
Monthly Archives

February 2020

ମୁଁ ସବୁବେଳେ ମୋ’ କାମରେ ବିଶ୍ୱାସ କରେ : ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ଚର୍ଚ୍ଚିତ ଚେହେରା। ଦର୍ଶକେ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରନ୍ତି। ଫିଲ୍ମରେ ତାଙ୍କ ଦମଦାର ଡାଏଲଗ ଏବଂ ଡ୍ୟାନ୍ସ ଦେଖି ଫ୍ୟାନ ପ୍ରାୟ ପାଗଳ। କିନ୍ତୁ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ‘ଦବଙ୍ଗ’ ସିରିଜ୍‌…

ରିଲିଜ୍‌ ହେଲା ‘ହିରୋପନ୍ତି ୨’ର ପୋଷ୍ଟର, ଷ୍ଟୋରି କପି ହୋଇଥିବା ନେଇ ଉଠିଲା ଅଭିଯୋଗ

ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ହିରୋପନ୍ତି ୨ର ପୋଷ୍ଟର ରିଲିଜ ହୋଇଛି। ଫିଲ୍ମ ପୋଷ୍ଟରରେ ଟାଇଗରଙ୍କୁ ବିନ୍ଦାସ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ପୋଷ୍ଟରରୁ ଜଣାପଡ଼ୁଛି ଯେ ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଯେ ଟାଇଗର ହିରୋପନ୍ତି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ…

ଟିକିଏ କମିଛି ସୁନା ଦର, ଆଜି ଭୁବନେଶ୍ୱରରେ ୧୦ ଗ୍ରାମ୍‌ର ମୂଲ୍ୟ କେତେ ଆସନ୍ତୁ ଜାଣିବା

ଭୁବନେଶ୍ୱର : ଗତ ଦୁଇ ତିନି ଦିନ ଧରି ଲଗାତର ବଢ଼ିବା ପରେ ଆଜି ସୁନା ଦର କିଛି ପରିମାଣରେ କମିଛି । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ଦର ୪୦ ହଜାର ୭୧୦ ଟଙ୍କା ରହିଛି । ଯାହା ଗତକାଲି ୪୦ ହଜାର ୮୨୦ ଟଙ୍କା ଥିଲା କାଲିର ଦାମ୍‌ ଠାରୁ ଆଜି ୧୧୦ ଟଙ୍କା କମିଛି ।…

ହୋମଗାର୍ଡଙ୍କ ବଢିବ ଦରମା, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହୋମଗାର୍ଡଙ୍କ ପାଇଁ ଖୁସି ଖବର । ବଢିବ ଦରମା । ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତିନି ମାସ ମଧ୍ୟରେ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ହୋମଗାର୍ଡଙ୍କୁ ଦରମା ଦେବାକୁ କହିଛନ୍ତି ହାଇକୋର୍ଟ । ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡଙ୍କୁ ଦୈନିକ ୫ ଶହ ଟଙ୍କା ଲେଖାଏଁ ଦରମା ଦେବାକୁ…

ମହିଳା ରଗ୍‌ବୀରେ କିଟ୍‌କୁ ଆଉ ଏକ ସଫଳତା

ମହିଳା ରଗ୍‌ବୀରେ କିଟ୍‌କୁ ଆଉ ଏକ ସଫଳତା। ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ-୨୦୨୦ରେ ଦଳକୁ ମିଳିଛି ସ୍ୱର୍ଣ୍ଣ ପଦକ। କିଟ୍‌ ମହିଳା ରଗବୀ ଟିମ୍‌ ପାଟନାର ପାଟଳିପୁତ୍ର ୟୁନିଭର୍ସିଟିକୁ ୩୧-୭ରେ ହରାଇ ସ୍ୱର୍ଣ୍ଣ ପଦକ ପାଇଛି। ସେହିପରି କିଟ୍‌ ପୁରୁଷ ରଗବୀ ଟିମ୍‌ ବ୍ରୋଞ୍ଜ ପଦକ ଲାଭ କରିଛି।…

ମାଲକାନଗିରି ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ

କାଲିମେଳା: ୭ ଦଶନ୍ଧି ଧରି ମାଲକାନଗିରି ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି । ମାଲକାନଗିରି ଜିଲ୍ଲା ସୀମାନ୍ତରେ ଥିବା ମୋଟୁ ସ୍ଥିତ ସିଲେରୁ ନଦୀ ଉପରେ କାଲେରୁ ପୋଲ ଉଦଘାଟିତ ହୋଇଛି । ଏହାକୁ ମିଳିତ ଭାବେ ଆନ୍ଧ୍ର, ଓଡ଼ିଶା ସରକାର ଉଦଘାଟନ କରିଥିଲେ । ବର୍ଷ ବର୍ଷର ଜଳଯାତ୍ରାରେ ବିରାମ…

ଜିଓ ଲଞ୍ଚ୍‌ କଲା ଦୁଇଟି ନୂଆ ଶସ୍ତା ପ୍ରିପେଡ୍‌ ପ୍ଲାନ୍‌, ଆସନ୍ତୁ ଜାଣିବା

ଅଳ୍ପ ଟଙ୍କାରେ ରିଚାର୍ଜ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓ ଘୋଷଣା କରିଛି ନୂତନ ପ୍ଲାନ୍‌। ରିଲାଏନ୍ସ ଜିଓ ଏବେ ଦୁଇଟି ନୂଆ ଶସ୍ତା ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ୍‌ କରିଛି। ଏଥିରେ ୪୯ ଓ ୬୯ ଟଙ୍କିଆ ପ୍ଲାନ୍‌ ରହିଛି। ଖାସ୍‌ କରି ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଜିଓ ଏହି ପ୍ଲାନ୍‌ର…

ଓଡ଼ିଶା ମୋର ଦ୍ୱିତୀୟ ଘର ଭାବେ ଅନୁଭବ ହୁଏ

ଭୁବନେଶ୍ୱର() ଆଜି ଭୁବନେଶ୍ୱର ଜନତା ମୈଦାନରେ ଅମିତ ଶାହାଙ୍କ ସିଏଏ ସମର୍ଥନ ସଭା ହୋଇଥିଲା । ଏହି ଅବସରରେ ଶାହା କହିଛନ୍ତି, ମୁଁ ଦୃଢ଼ତା ସହ କହୁଛି, ସିଏଏ ଯୋଗୁ ଜଣେ ବି ମୁସଲମାନ ଭାଇ-ଭଉଣୀଙ୍କ ନାଗରିକତା ଯିବନାହିଁ । ଏପରିକି ଏହି ନିୟମ କାହାର ନାଗରିକତା ଛିନ୍ନ ପାଇଁ ନୁହେଁ ବରଂ…

ହୋମଗାର୍ଡଙ୍କ ମାନ୍ୟତା ବଢାଇ ଦରମା ଦେବାକୁ ନିର୍ଦେଶ

କଟକ() ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର ଆଣିଲେ ହାଇକୋର୍ଟ । ହୋମଗାର୍ଡଙ୍କ ମାନ୍ୟତା ବଢାଇ ଦରମା ଦେବାକୁ ନିର୍ଦ୍ଦେଶ ହୋଇଛି । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ । ଜାନୁଆରୀ ୧ରୁ ପିଛିଲା ଭାବେ ଦୈନିକ ୫ ଶହ ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି । ମାସକ ମଧ୍ୟରେ…

ପବନଦାଖଲ କଲା କ୍ୟୁରେଟିଭ୍ ପିଟିସନ୍

ନୂଆଦିଲ୍ଲୀ() ପୁଣି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ପବନ । ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ସୁପ୍ରିମକୋର୍ଟରେ ଦାଖଲ କଲା କ୍ୟୁରେଟିଭ୍ ପିଟିସନ୍ । ସୂଚନା ଅନୁସାରେ, ମାର୍ଚ୍ଚ ୩ ନିର୍ଭୟା ଦୋଷୀଙ୍କ ନୂଆ ଫାଶୀ ତାରିଖ । ସକାଳ ୬ଟାରେ ୪ ଦୋଷୀଙ୍କୁ ମିଳିବା ନେଇ ପୂର୍ବରୁ ରାୟ…