Odia News Portal
Monthly Archives

February 2024

ସମ୍ବଲପୁର ମହାନଗରର ୧୦୦୦୫ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର ମହାନଗର ନିଗମ ଅଧିବାସୀଙ୍କ ପାଇଁ ଆଜି ଥିଲା ଐତିହାସିକ ଦିନ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଶତାଦ୍ଦୀର ସ୍ବପ୍ନ ପୂରଣ କରିଛନ୍ତି। ମହାନଗର ନିଗମ ଅଞ୍ଚଳର ୧୦ ହଜାର ୫ ଜଣ ବସ୍ତି ବାସିନ୍ଦାଙ୍କୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଇଛି। ସମ୍ବଲପୁର ସହରର…

ଅଙ୍ଗନବାଡି କର୍ମୀଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନବାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ…

ମୁକ୍ତା ଯୋଜନାରେ ମା’ ମାନେ ବହୁତ ଭଲ କାମ କରୁଛନ୍ତି : ମୁଖ୍ୟମନ୍ତ୍ରୀ

ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି 5T ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, Drink from Tap, Pavered Road, Sewerage System ଓ ଅନେକ ନାଗରିକ ସେବା ସହିତ…

ପଦ୍ମ ଧରିବେ ପ୍ରଶାନ୍ତ ଜଗଦ୍ଦେବ 

ବିଜେପିରେ ଯୋଗଦେଇପାରନ୍ତି ପ୍ରଶାନ୍ତ ଜଗଦ୍ଦେବ । ପଦ୍ମ ଧରିପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ଅପରାହ୍ଣଣରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା । ବିଜେଡି ତାଙ୍କୁ ପୁଣି ଥରେ ଟିକେଟ ଦେବ ନାହିଁ ବୋଲି ଜାଣିବା ପରେ ଜଗଦ୍ଦେବ ବିଜେପିରେ ସାମିଲ ହେବା ପାଇଁ ନିଷ୍ପତି…

ଆଜି ଉଦଘାଟିତ ହେବ ଦ୍ବିତୀୟ ପର୍ଯ୍ୟାୟ ‘ଆମ ବ୍ୟାଙ୍କ’ ଯୋଜନା 

ହାତ ପାହାନ୍ତାରେ ପହଞ୍ଚିଲା ବ୍ୟାଙ୍କ ସୁବିଧା । ବ୍ୟାଙ୍କ ନଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଯୋଜନା । ରାଜ୍ଯରେ ଦ୍ବିତୀୟ ପର୍ଯ୍ୟାୟରେ ଆଜି ୨ହଜାର ସିଏସପି ପ୍ଲସ ଶାଖାର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ଲୋକସେବା…

ଭିଜିଲାନ୍ସ ଜାଲରେ ରାଉରକେଲା ESI ମେଡିକାଲର ବରିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ରାଉରକେଲା ESI ମେଡିକାଲର ବରିଷ୍ଠ କିରାଣୀ । ଜେଲ ରୋଡ୍ ESI ମେଡିକାଲର ବରିଷ୍ଠ କିରାଣୀ ଅଭିରାମ ସାହୁଙ୍କୁ ଧରିଲା ଭିଜିଲାନ୍ସ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଅଭିରାମ ଧରାପଡ଼ିଛନ୍ତି । ବିଶ୍ବନାଥ ସିଂ ନାମକ ଜଣେ ବ୍ଯକ୍ତିଙ୍କର ଏକ ବିଲ୍ ପାସ କରିବାକୁ ସେ ଏହି…

ଏମାଟିର ଶ୍ରଦ୍ଧା ପାଇଁ ମୁଁ ମହାମହିମ; ରାଷ୍ଟ୍ରପତି

ଗତବର୍ଷ ମେ’ ମାସରେ ଏଠାକୁ ଆସିଥିଲି। ରାଷ୍ଟ୍ରପତି ହେବା ପରେ ତାହା ଥିଲା ଜନ୍ମମାଟିକୁ ମୋର ପ୍ରଥମ ଆଗମନ। ଜନ୍ମମାଟି ଠାରୁ ବହୂ ଦୂରରେ ରହୁଛି। କିନ୍ତୁ ଜନ୍ମମାଟିର ମୋହ ମୋତେ ଏଠାକୁ ବାରମ୍ବାର ଟାଣି ଆଣୁଛି। ଏମାଟିର ଶ୍ରଦ୍ଧା ପାଇଁ ମୁଁ ମହାମହିମ ହୋଇପାରିଛି। ରାଷ୍ଟ୍ରପତି ଦ୍ରୌପଦୀ…

ଅଗ୍ନିକାଣ୍ଡ; ଜଳିଗଲା ୧୦ ବାଇକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ କାର୍ୟ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ୧୦ରୁ ଅଧିକ ବାଇକ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।ଗତକାଲି ରାତିରେ…

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

ଦିନିକିଆ ଓଡିଶା ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ଆଜି ଅପରାହ୍ନରେ ଉଭୟଙ୍କର ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ବିଲ୍‌…

ବେଆଇନ ଖଣି ଲିଜ୍ ମାମଲାରେ ଅଖିଳେଶ ଯାଦବଙ୍କୁ ସିବିଆଇ ସମନ

ବେଆଇନ ଖଣି ମାମଲାରେ ଏଫ୍ଆଇଆର୍ ରୁଜୁ କରିବାର ୫ ବର୍ଷ ପରେ ସିବିଆଇ ଗୁରୁବାର ସମାଜବାଦୀ ପାର୍ଟି (ଏସପି) ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସମନ ଜାରି କରିଛି । ଏହି ମାମଲାରେ ତାଙ୍କୁ ଜଣେ ସାକ୍ଷୀ ଭାବେ ଜେରା କରିବାକୁ ଡକାଇଛି ସିବିଆଇ । …