Odia News Portal
Monthly Archives

February 2020

କହ୍ନେୟା କୁମାରଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ() ଜେଏନୟୁ ଛାତ୍ରସଂଘର ପୂର୍ବତନ ସଭାପତି ଓ ସିପିଆଇ ନେତା କହ୍ନେୟାଙ୍କ ସମେତ ୮ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବ।। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସରକାର ଦେଶଦ୍ରୋହ ମାମଲା ପରିଚାଳନା କରିବାକୁ ଅନୁମତି ଦେଇଛି।ଏହି ମାମଲାର ଫାଇଲ ବହୁ ଦିନରୁ ଦିଲ୍ଲୀ ସରକାରଙ୍କ ପାଖରେ…

ପୁରୀ ପରେ ଲିଙ୍ଗରାଜ ରୂପାନ୍ତରଣକୁ ଶାହାଙ୍କ ପ୍ରଶଂସା

ଭୁବନେଶ୍ୱର()  ଆଜି ସକାଳେ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହା ଲିଙ୍ଗରାଜ ମନ୍ଦିର ଗସ୍ତ କରିଥିଲେ । ପୁରୀ ପରେ ସେ ଭୁବନେଶ୍ୱର ଆସି ଲିଙ୍ଗରାଜ ମନ୍ଦିରରେ ପହଂଚିଥିଲେ । ସେଠାରେ ଅମିତ ଶାହାଙ୍କୁ ପ୍ରଶାସନ ତରଫରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ…

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଦେଖି ବିମୋହିତ ହେଲେ ଗୃହମନ୍ତ୍ରୀ

ପୁରୀ() ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ସକାଳ ୮ଟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଶାହ । ଶ୍ରୀଜଗନ୍ନାଥଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ସହ ମାଗିଛନ୍ତି ଆଶୀର୍ବାଦ । ତାଙ୍କ ସହ…

ମୁସଲିମ ଛାତ୍ରଛାତ୍ରୀଙ୍କୁ ମହାରାଷ୍ଟ୍ର ସରକାରଙ୍କ ଭେଟି

ମହାରାଷ୍ଟ୍ର: ମୁସଲିମ ବର୍ଗଙ୍କୁ ମହାରାଷ୍ଟ୍ର ସରକାରଙ୍କ ଭେଟି। ମୁସଲିମ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଯୋଜନା ଆଣୁଛନ୍ତି ମହାରାଷ୍ଟ୍ର ସରକାର। ଶିକ୍ଷା କ୍ଷେତ୍ରରେ ମୁସଲିମ୍‌ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ପ୍ରତିଶତ ସଂରକ୍ଷଣ। ସ୍କୁଲ ଓ କଲେଜରେ ଏହି ସଂରକ୍ଷଣ ଲାଗୁ ହେବ। ଖୁବ୍‌ ଶୀଘ୍ର…

କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବାଙ୍କୀ ଅଖ ଚକ ବନ୍ଦ

ବାଙ୍କୀ: ବାଙ୍କୀରେ ଅଖ ଚକ ବନ୍ଦ । ସରପଞ୍ଚଙ୍କ ସ୍ୱାମୀ ଓ ଯୁବ ସାମ୍ବାଦିକଙ୍କୁ ହତ୍ୟା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ସମସ୍ତ ଛକରେ ଟାୟାର ଜାଳି ରାସ୍ତା ବନ୍ଦ କରିଛନ୍ତି । କଂଗ୍ରେସର ପୂର୍ବତନ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମାଦରପ ସ୍ବଗୃହୀ ଯୋଗୁ ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ ହୋଇପାରିବା ଯୋଗୁ ମନ ପ୍ରଫୁଲ୍ଲିତ ରହିବ । ପୂର୍ବ ଯୋଜନା ଅନୁଯାୟୀ କର୍ମରେ ପ୍ରବୃତ୍ତ ହୁଅନ୍ତୁ ଅବଶ୍ୟ ସଫଳତା ପାଇବେ । ପାଖ ପଡ଼ୋଶୀଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି ।…

ହାୟର ଇଣ୍ଡିଆ ପକ୍ଷରୁ ୮୩ଟି ନୂତନ ପିଢି ଉତ୍ପାଦର ଶୁଭାରମ୍ଭ

ଭୁବନେଶ୍ୱର : ଆନ୍ତର୍ଜାତୀୟ ହୋମ୍ ଆପ୍ଲାଏନ୍ସେସ୍ ଓ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ତଥା ବିଶ୍ୱର ଏକ ନମ୍ବର ବୃହତ୍ ଆପ୍ଲାଏନ୍ସେସ୍ ବ୍ରାଣ୍ଡ, ହାୟର୍ ପକ୍ଷରୁ ୮୩ଟି ନୂତନ ଉତ୍ପାଦ ଶୁଭାରମ୍ଭ କରାଯିବା ସହ ହୋମ୍ ଆପ୍ଲାଏନ୍ସେସ୍ ଶିଳ୍ପରେ ଆଇଓଟି ଯୁଗର ବିସ୍ତାର ପାଇଁ ଏହାର ଯୋଜନା ସମ୍ପର୍କରେ…

ପୁରୀରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ

ପୁରୀ : ପୁରୀ ଜିଲା କୋର୍ଟ ପରିସରରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଯୌନ ଶୋଷଣ ମାମଲାର ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଜିଲା ଜର୍ଜ ବିଦ୍ୟୁତ୍‌ କୁମାର ମିଶ୍ର ଉପସ୍ଥିତ ହୋଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ପୋକ୍ସୋ ସମ୍ପର୍କିତ ମାମଲାର ବିଚାର ଲାଗି ଜଣେ ବିଚାରପତି ନିଯୁକ୍ତ…

ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ

ବ୍ରହ୍ମପୁର ରେଳ ଷ୍ଟେସନରୁ ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ । ୧ ହଜାର ୬ ଜଣ ବରିଷ୍ଠ ନାଗରିକ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ତୀର୍ଥଯାତ୍ରାରେ ବାହାରିଛନ୍ତି । ପଯ୍ୟର୍ଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଦକ୍ଷିଣ ଓଡିଶା…

ମାର୍ଚ୍ଚ ୩ରେ ସର୍ବଭାରତୀୟ ୨୫ତମ ବନ ବିଭାଗ କ୍ରୀଡା

ଭୁବନେଶ୍ବର : ସର୍ବଭାରତୀୟ ୨୫ ତମ ବନ ବିଭାଗ କ୍ରୀଡା ପ୍ରତିଯୋଗିତା ୨୦୨୦ ଅନୁଷ୍ଠିତ ହେବାକୁ ଯାଉଛି । ମାର୍ଚ୍ଚ ୩ ତାରିଖରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଯୋଗିତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୫୦୦ କର୍ମଚାରୀ ଅଂଶ ଗ୍ରହଣ କରିବେ । ଏହାର…