Odia News Portal
Monthly Archives

March 2020

ଅନ୍ଧାରରେ କ୍ୟାବ ଡ଼୍ରାଇଭରଙ୍କ ଭବିଷ୍ୟତ

ଭୁବନେଶ୍ୱର : ସଂପ୍ରତି କରୋନା ସାରା ପୃଥିବୀରେ ନିଜ କାୟା ମେଲାଇ ଅନେକ ଧନ ଜୀବନ ନଷ୍ଟ କରିଛି ।ଏହାକୁ ନିୟନ୍ତ୍ରଣ କରିବାକୁ ମୋଦୀ ସରକାର ଦେଶରେ ୨୧ ଦିନିଆ ଲକ୍ ଡ଼ାଉନ ଘୋଷଣା କରିଛନ୍ତି । ହେଲେ ଓଡ଼ିଶାରେ ଥିବା ଶହଶହ କ୍ୟାବ ଡ଼୍ରାଇଭରଙ୍କ ପାଇଁ ଏହି ଲକ ଡ଼ାଉନ ଅଭିଶାପ ସଦୃଶ ଉଭା ହୋଇଛି ।…

ବିଶ୍ୱରେ ୭ଲକ୍ଷ ୮୯ହଜାର ୯୩୬ ଜଣ ଆକ୍ରାନ୍ତ

ଭୁବନେଶ୍ୱର() ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର ଦ୍ୱୀତିୟ କରୋନା ପଜିଟିଭ୍ ୧୯ମାର୍ଚ୍ଚ, ତୃତୀୟ ପଜିଟିଭଙ୍କ ସମ୍ପର୍କରେ ୨୬ମାର୍ଚ୍ଚରେ…

ଏହି ସବୁ ଜିଲ୍ଲାକୁ ସତର୍କ ସୂଚନି

ଭୁବନେଶ୍ୱର() ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମଝିରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାପ୍ରଭାବରେ ଓଡ଼ିଶାର ୧୧ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହାସହ ୫ଜିଲ୍ଲାକୁ ୟେଲୋ…

ଏସସିବିରେ ହେବ କରୋନା ପରୀକ୍ଷା

ଭୁବନେଶ୍ୱର() କଟକ ଏସସିବିରେ ମହାମାରୀ କରୋନା ରକ୍ତ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ନମୁନା ପରୀକ୍ଷା ପାଇଁ ଅନୁମତି ଦେଇସାରିଛି ଆଇସିଏମଆର । ଏହାସହ ବୁର୍ଲା ଏମକେସିଜିରେ ମଧ୍ୟ ନୁମନା ପରୀକ୍ଷା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ଅନ୍ୟପଟେ ସବୁ…

L&T ଦାନ କଲା 150 କୋଟି

କରୋନା ମହାମାରୀ ସହ ଲଢ଼ିବା ପାଇଁ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକସନ କମ୍ପାନୀ L&T (Larsen & Toubro) ପିଏମ ରିଲିଫ ଫଣ୍ଡକୁ 150 କୋଟି ଟଙ୍କା ଅର୍ଥରାଶି ଦାନ କରିଛି । ଏହାଛଡା କମ୍ପାନୀ କଣ୍ଟ୍ରାକ୍ଟ ୱାର୍କରଙ୍କ ପାଇଁ 500 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛି । ଏହି…

ଏତିକି ମାସ ଯାଏ ବୃଦ୍ଧି ହେଲା ଗାଡି ପରମିଟ୍ ଅବଧି

ଭୁବନେଶ୍ୱର ()କରୋନା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଫେବୃଆରୀରେ ଅବଧି ସରିଥିବା ଗାଡ଼ି କାଗଜପତ୍ରର ଏବେ ନବୀକରଣର ଆବଶ୍ୟକତା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଏହା ଜୁନ୍ ଯାଏଁ ବୈଧ ରହିବ । ଫିଟନେସ୍, ଡିଏଲ ଓ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ ହେବ । କେନ୍ଦ୍ର ସଡ଼କ…

କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଲା ଭବାନୀପାଟଣା ସେଣ୍ଟ୍ରାଲ କୋଅପୋରେଟିଭ ବ୍ୟାଙ୍କ

ଭୁବନେଶ୍ୱର ()କରୋନା ନେଇ ସାରା ବିଶ୍ୱରେ ଏବେ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହା ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛି ଭବାନୀପାଟଣା ସେଣ୍ଟ୍ରାଲ କୋଅପୋରେଟିଭ ବ୍ୟାଙ୍କ । କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…

ଏଣିକି ମାଗଣାରେ ଦେଖିପାରିବେ ଏହି ସବୁ ଚ୍ୟାନେଲ

କାରୋନା ଭାଇରସ କାରଣରୁ ପୁରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ସବୁ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି। ଲକଡାଉନ ପାଇଁ ଲୋକେ ଘରେ କଏଦୀ ଭଳି ରହୁଛନ୍ତି। ଏମିତିରେ ଲୋକେ ବୋର ନହେବା ପାଇଁ ଇଣ୍ଡିଆନ ବ୍ରଡକାଷ୍ଟିଂ ବ ଆଇବିଏଫ DTH ଏବଂ କେବୁଲ…

ଏବେ ATMରେ କରିପାରିବେ ଜିଓ ରିଚାର୍ଜ

ନୁଆଦିଲ୍ଲୀ : ରିଲାଏନ୍ସ ଜିଓ ଘୋଷଣା କରିଛି କି ଏବେ ୟୁଜର୍ସ ଏଟିଏମରୁ ମୋବାଇଲ ରିଚାର୍ଜ କରିପାରିବେ । କମ୍ପାନୀ କହିଛି କି ଜିଓ ସିମ୍ ୟୁଜର୍ସ ନିଜ ନିକଟସ୍ଥ ଏଟିଏମକୁ ଭିଜିଟ୍ କରି ଫୋନ୍ ରିଚାର୍ଜ କରିପାରିବେ । ରିଲାଏନ୍ସ ଜିଓ ଏହି ସର୍ଭିସ୍ ପାଇଁ ସମୁଦାୟ ୯ ବ୍ୟାଙ୍କ୍ସ ସହିତ…

ଏସ୍‌ସିବିରେ ସ୍ୱାଇନ୍‌ ଫ୍ଲୁ ଆତଙ୍କ !

କଟକ : ଏସ୍‌ସିବିରେ ସ୍ୱାଇନ୍‌ ଫ୍ଲୁ ଆତଙ୍କ ଖେଳିଯାଇଛି । ଦୁଇ ଦିନ ତଳେ ଜଣେ ମହିଳା ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଆଜି ଜଣେ ଡାକ୍ତରଙ୍କ ସମେତ ଆଉ ୩ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କ ନମୁନା ପରୀକ୍ଷାରୁ ସ୍ୱାଇନ୍‌ ଫ୍ଲୁ ପଜିଟିଭ୍‌ ଥିବା…