Odia News Portal
Monthly Archives

April 2020

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପାରିବାରିକ ଓ କର୍ମକ୍ଷେତ୍ର ସକାଶେ ପ୍ରତିକୂଳତା ଆନୟନ କରିପାରନ୍ତି । ପରିବହନରେ ଆକସ୍ମିକ ସମସ୍ୟାଜନିତ ମାନସିକ ଅଶାନ୍ତିର ସମ୍ମୁଖୀନ ହେବାକୁ ପଡିପାରେ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ସତର୍କତାର ସହ କାମ କରିବା ଭଲ ହେବ, ଅନ୍ୟଥା…

ଲକଡାଉନରେ ବଢିଛୁ ଛାଡ଼ପତ୍ର ମାମଲା

କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକଡାଉନ୍ କାରଣରୁ ଅନେକ ଦେଶରେ ଛାଡ଼ପତ୍ର ମାମଲା ବଢ଼ି ଚାଲିଛି । ଚୀନ୍‌ରେ ଛାଡ଼ପତ୍ର ସଂଖ୍ୟା ଲକ୍‌ଡାଉନ୍ ସମୟରେ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ସ୍ଥିତି ଆମେରିକା ଏବଂ ଅନ୍ୟ ଦେଶଙ୍କ ଚେତାବନୀ । ଅନ୍ୟଦେଶଗୁଡ଼ିକ ତୁଳନାରେ ଚୀନ୍‌ରେ…

ଭାରସାମ୍ୟ ହରାଇ ଓଲଟିଲା ଏଲପିଜି ଟ୍ୟାଙ୍କର

ଅନୁଗୋଳ : ମହେନ୍ଦ୍ର ଯାଦବ ନାମକ ଡ୍ରାଇଭର ରାୟପୁରରୁ ଗାଡି ନେଇ ପାରାଦ୍ଵିପ ଅଭିମୁଖେ ଏଲପିଜି ଗ୍ୟାସ ଆଣିବା ପାଇଁ ଯାଉଥିଲେ। ବଅଁରପାଳ ବ୍ଲକ ବନ୍ଦା ଓଭରବ୍ରିଜ୍ ନିକଟରେ ଦ୍ୱିପହର ୨ ଟା ସମୟରେ ଏକ ଡମ୍ପର ଗାଡି କୁ ଓଭରଟେକ କରୁଥିବା ସମୟରେ ଗାଡି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସୂଚନା…

କରୋନା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଅଭିଷେକ

ବଲିଉଡ କୋରିୟଗ୍ରାଫର ଏବଂ ନିର୍ଦେଶକ ଫାରାହ ଖାନଙ୍କ ଝିଅ ଏକ ଚାରିଟେବୁଲ ସଂସ୍ଥା ଚଳାଉଛନ୍ତି। ଏଥିସହ ସେ ସ୍କେଚ ତିଆରି କରି ଲୋକଙ୍କୁ ବିକ୍ରି କରିଥାନ୍ତି। ଏଥିରୁ ମିଳୁଥିବା ଟଙ୍କା କରୋନା ପିଡୀତଙ୍କ ପାଇଁ ଦାନ କରୁଛନ୍ତି। ସୂଚନା ମୁତାବକ କିଛି ଦିନ ପୂର୍ବରୁ ଖବର ସାମ୍ନାକୁ ଆସିଥିଲା…

ନିଆରା ଢଙ୍ଗରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଯାଜପୁର : ଲକଡାଉନ ସମୟରେ ଅନ୍ୟଙ୍କୁ ସାହାଯ୍ୟ କରିବାକୁ ଯାଇ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ସ୍ମୃତି ଉଦ୍ଦେଶ୍ୟରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା । ଯୋଦ୍ଧାଙ୍କୁ ପୁଷ୍ପଗୁଚ୍ଛ ବଦଳରେ ଶ୍ରୀଫଳ ପ୍ରଦାନ । ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ବାରବାଟୀ ଜଳସେଚନ…

ଲଗାତାର କମିଲା ସୁନା ଦର

କରୋନା ଯୋଗୁ ଏବେ ସବୁ ବଜାରରେ ମାନ୍ଦାବସ୍ଥା ଜାରିରହିଛି। ଏଭଳି ସ୍ଥିତିରେ ସୁନା ଦାମ ଲଗାତାର ଖସିବାରେ ଲାଗିଛି। ଆଜି ସୁନା ଦାମ ଆଶାତୀତ ହ୍ରାସ ପାଇଥିବା ବେଳେ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି। ୫ ଜୁନ ୨୦୨୦ ଅନୁସାରେ ଆଜି ସୁନା ଦାମ ୦.୦୧ ପ୍ରତିଶତ ହ୍ରାସ ପାଇ ୪୬,୦୬୨ ପ୍ରତି ୧୦ ଗ୍ରାମ…

ଲକ୍ଷଣ ଥିଲେ ନିଜ ରାଜ୍ୟକୁ ଫେରି ପାରିବେନି ପ୍ରବାସୀ

ନୂଆଦିଲ୍ଲୀ : ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ପାଇଁ ଗାଇଡ୍‌ ଲାଇନ୍‌ ଜାରି କଲା କେନ୍ଦ୍ର ଗୃହ ବିଭାଗ। କରୋନା ଲକ୍ଷଣ ଥିଲେ ଆସିବା ମନା। ଲକ୍‌ଡାଉନ୍‌ ଯୋଗୁଁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ, କର୍ମଜୀବୀ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ନିଜ ରାଜ୍ୟକୁ ଫେରି…

ନୀଳ ମାଧବ ପଣ୍ଡାଙ୍କ ଭିଡିଓ “ଆଉ କିଛି ଦିନ ପରେ” ଉନ୍ମୋଚିତ

ଭୁବନେଶ୍ୱର : କରୋନା ଭୂତାଣୁ ପ୍ରଭାବରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ଆଶା ଓ ଖୁସି ଉପରେ ପର୍ଯ୍ୟବେସିତ ଥିବା ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ସଦ୍ୟତମ ମ୍ୟୁଜିକ୍ ଭିଡିଓ “ଆଉ କିଛି ଦିନ ପରେ’କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଏହି ମ୍ୟୁଜିଓ…

ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋପରେ ମାସ୍କ ବଣ୍ଟନ

ପୁରୀ : ମହାମାରୀ କରୋନା ସହ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକର ବିଜେଡ଼ିର ଛାମୁଆ ନେତା ମାନେ। ବୁଧୁବାର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଗୋପ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ ସଭାପତି ବୈଲୋଚନ ସାହୁଙ୍କ…

ରାଜ୍ୟରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏହି ତିନି ନୂଆ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ବୋଲି ଜଣାପଡ଼ିଛି ।ଏହାକୁ ମିଶାଇ ବାଲେଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ୩ଆକ୍ରାନ୍ତ ଯୁବକ ହୋଇଥିବା ବେଳେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ଏହାସହ…