Odia News Portal
Monthly Archives

July 2020

ସୁଇସାଇଡ୍ ନୋଟରେ ଆଉ ଦୁଇ ପୃଷ୍ଠା ଲେଖିଥିଲେ ବିଦ୍ୟାଶ୍ରୀ

ଭୁବନେଶ୍ବର() ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ନେଇ ଦିନକୁ ଦିନ ଅଧିକ ଜଟିଳ ହେଉଛି ପ୍ରସଙ୍ଗ । ମୃତ୍ୟକୁ ଇତିମଧ୍ୟରେ ୨ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟ ତାହା ପ୍ରମାଣ ହୋଇପାରିଲାନାହିଁ । ଜିଆର୍‌ପି ଘଟଣାର ତଦନ୍ତ କରୁଛି । ତେବେ ଘଟଣାକୁ ନେଇ…

ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ୱ ନେଲେ ଉମାଶଙ୍କର

ଭୁବନେଶ୍ବର() ଆଜି  ଭୁବନେଶ୍ୱରର ନୂତନ ଡିସିପିଭାବେ ଉମାଶଙ୍କର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଏନେଇ ପୁଲିସ ସେବା ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ କମିଶନର ଅନୁପ କୁମାର ସାହୁ  ଶ୍ରୀ ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।  ଠିକ…

ମାନବ ପରୀକ୍ଷଣ ପାଇଁ ସମ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର() କୋଭାକ୍ସିନର ମାନବ ପରୀକ୍ଷଣ ପାଇଁ ଭୁବନେଶ୍ୱରସ୍ଥ ସମ ହସ୍ପିଟାଲ ପ୍ରସ୍ତୁତ ଥିବା ଜଣାଯାଇଛି । ଏନେଇ ଡିପାର୍ଟମେଣ୍ଟ ଅଫ କମୁ୍ୟନିଟି ମେଡିସିନ ଲ୍ୟାବ ଉଦଘାଟିତ ହୋଇଯାଇଛି । ବୁଧବାର ଠାରୁ ମାନବ ପରୀକ୍ଷଣ ଆରମ୍ଭ ହେବା ନେଇ ସମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।…

ଦିନକରେ ୪୦ ହଜାର ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ପୁରା ବିଶ୍ବରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଂଟାରେ ୪୦ ହଜାର ୪୨୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତରେ ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଭ ମାମଲା । ନୂଆ ପଜିଟିଭ ମାମଲାକୁ ମିଶାଇ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ…

ଆଉ ୬ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି

ଭୁବନେଶ୍ବର ()  ଓଡିଶାରେ ଆଜି ଆଉ ୬ ଜଣ  ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ମୃତକଙ୍କ ମଧ୍ୟରୁ ଗଞ୍ଜାର ଜିଲ୍ଲାରୁ ୫ ଜଣ ସଂକ୍ରମିତ ଥିବା ବେଳେ ଗଜପତି ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭ କୁ ବୃଦ୍ଧି ପାଇଛି। ଏଥିସହିତ…

ଆଜି ୬୭୩ ପଜିଟିଭ୍, ୨୨୭ ଲୋକାଲ କେସ

ଭୁବନେଶ୍ୱର() ଆଜି ପୁଣି ୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୪୬ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ…

ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର() ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ଅଞ୍ଚଳରେ ସକାଳୁଆ ବ୍ୟାଙ୍କ ସେବା ମିଳିବ । ସକାଳ ୮ଟାରୁ ଦିନ ୨ଟା ଯାଏଁ ବ୍ୟାଙ୍କ ଖୋଲା ରହିବ । ଓଡ଼ିଶା ସରକାର ରବିବାର ଏମିତି ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଜାରି ଆଦେଶନାମା…

ଆଇଁଷ ପାଇଁ ଅମାନିଆ ହେଉଛନ୍ତି ସରକାରୀ ବାବୁ

ଭୁବନେଶ୍ୱର : କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ଲକ୍‍ଡାଉନ୍‍ କଟକଣା ରାଜଧାନୀରେ ଲାଗୁ ହୋଇଥିବାବେଳେ ନିୟମ ଭାଙ୍ଗୁଥିବା ଅଧିକାଂଶ ଅମାନିଆ ହେଉଛନ୍ତି ସରକାରୀ ବାବୁ । ବଡି ଭୋରରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହାଟ ବଜାରରୁ ଆରମ୍ଭକରି ରାସ୍ତାଘାଟରେ ବାବୁମାନେ ପଇଁତରା ମାରିବାରୁ ପୁଲିସ୍‍…

୧୦ ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର : ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀ ସମ୍ମାନିତ ହେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ଅଗଷ୍ଟ ୯ ତାରିଖରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବେ । ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ଭାଇରସ କାୟା ବିସ୍ତାର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଯେମିତି ଚାହୁଁଛନ୍ତି ଠିକ୍‌ ସେମିତି ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ । ଆକସ୍ମିକ ଭାବରେ ବନ୍ଧୁଙ୍କ ମନୋଭାବ ବଦଳିଯିବା କାରଣରୁ ପରିସ୍ଥିତି ମଧ୍ୟ ବଦଳି ଯିବାର ଆଶଙ୍କା ରହିଛି । କେତେକ ଘଟଣା ମନକୁ…