Odia News Portal
Monthly Archives

July 2020

୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ  ଲେଖାଏଁ ମଞ୍ଜୁର

ଭୁବନେଶ୍ୱର() କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ  ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ  ଲେଖାଏଁ ମଞ୍ଜୁର କରାଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବାର ପିଛା ୧୫ ଲକ୍ଷ ଲେଖାଏଁ  ମଞ୍ଜୁର କରିଛନ୍ତି ।  ଦିବଙ୍ଗତ…

ଡିଜେଲ କମିଲା ୮ଟଙ୍କା ୩୬ପଇସା

ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି ।  କରୋନା ପାଇଁ ବେଶି ପ୍ରଭାବିତ ହୋଇଛି ଦିଲ୍ଲୀ । କିନ୍ତୁ ଏହାରି ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସମୟରେ ଡ଼ିଜେଲ ଓ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଡ଼ିଜେଲ…

ଦିଲ୍ଲୀକୁ କାଟିଲା ଓଡ଼ିଶା

ନୂଆଦିଲ୍ଲୀ()  ଚିକିତ୍ସିତ କରୋନା ରୋଗୀଙ୍କ କ୍ଷେତ୍ରରେ ଦିଲ୍ଲୀକୁ ପଛରେ ପକାଇ ଦେଇଛି ଓଡ଼ିଶା  । ଦିଲ୍ଲୀ ତୁଳନାରେ ଏବେ ଓଡ଼ିଶାରେ ଅଧିକ ସକ୍ରିୟ କରୋନା ରୋଗୀ ରହିଛନ୍ତି  । ଦିଲ୍ଲୀରେ ୧୦୭୭୦ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ରହିଛି ୧୧୨୩୫  ।…

ଅଡୁଆରେ ପିଣ୍ଟୁ ନନ୍ଦ, ଅସଦାଚରଣ ଅଭିଯୋଗ ନେଇ ଥାନାରେ ଏତଲା

ଭୁବନେଶ୍ବର()  ଫିଲ୍ମ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ । ପିଣ୍ଟୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସିନେମାରେ କାମ କରିବାକୁ କହି ଡାକି ଧମକ ଦେବା ସହ ପିଣ୍ଟୁ ଗାଳି ଗୁଲଜ କରିଥିବା ଯୁବତୀ ଜଣଙ୍କ ଅଭିଯୋଗ ଆଣିଛନ୍ତି । ପିଣ୍ଟୁଙ୍କ ନାଁରେ ନୟାପଲ୍ଲୀ…

ଆଉ ୧୦ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ବର()   ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ୧୨୦୩ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ୧୦ ଜଣ କରୋନା ଆକ୍ରାନ୍ତଦେହାନ୍ତ ହୋଇଛି।। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଆଜି ୧୨୦୩ ପଜିଟିଭ, ୪୪୫ ଲୋକାଲ କେସ, ଖୋର୍ଦ୍ଧାରୁ ୨୨୦

ଭୁବନେଶ୍ୱର() ଆଜି ରାଜ୍ୟରେ ୨୮ ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୨୦୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୫୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୪୫ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୩୭୮କୁ ବୃଦ୍ଧି କରିଛି ।…

ଆଉ ଜଣେ ଚର୍ଚ୍ଚିତ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବରକୁ ଲୋକେ ଏଯାଏଁ ଗ୍ରହଣ କରିପାରୁ ନ ଥିବା ବେଳେ ଏବେ ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ମରାଠୀ ଅଭିନେତା ଆଶୁତୋଷ ଭାକ୍ରେ ଆତ୍ମହତ୍ୟା କରିଛନ୍ତି। ଆଶୁତୋଷଙ୍କୁ ୩୨ ବର୍ଷ ବୟସ ହୋଇଥିଲା । ଖବର…

ଆଦିତ୍ୟଙ୍କ ମୃତ୍ୟୁ ରହସ୍ଯ, ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ବର : ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା। ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଟ୍ଵିଟ୍‌ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ମାମଲାର ତଦନ୍ତ କରୁଥିଲା ଭୁବନେଶ୍ୱର GRP । ତେବେ ମୃତ୍ୟୁର ମାସେ ପୁରିବାକୁ ବସିଲାଣି ହେଲେ…

ପ୍ଲାଜମା ଦାନ କଲେ ଓଡିଶାର ପ୍ରଥମ ମହିଳା, ଛୁଟିଲା ଶୁଭେଚ୍ଛାର ସୁଅ

ଭୁବନେଶ୍ଵର : କରୋନାର ଗୁରୁତର ରୋଗୀଙ୍କ ପାଇଁ  ସଂଜୀବନ ସାଜିଛି ପ୍ଲାଜମା। ଏଥିପାଇଁ କରୋନାରୁ ଆରୋଗ୍ୟ ଲାଭ କରିଥିବା ସମସ୍ତ ରୋଗୀଙ୍କୁ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଅନେକ କରୋନାରୁ ଆରୋଗ୍ୟ  ହୋଇଥିବା ବ୍ୟକ୍ତି ମଧ୍ୟ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା…

ଆଜି ହରିଶୟନ ଏକାଦଶୀ : ୪ ମାସ ଧରି ଚାଲିବ ମହାପ୍ରଭୁଙ୍କ ଶୟନଯାତ୍ରା

ପୁରୀ: ଆଜି ହରିଶୟନ ଏକାଦଶୀ । ଆଜିଠାରୁ ମହାପ୍ରଭୁଙ୍କ ଶୟନଯାତ୍ରା ୪ ମାସ ଧରି ଚାଲିବ । ଏହି ସମୟରେ ମହାପ୍ରଭୁ ନିଦ୍ରା ଯାଇ କାର୍ତ୍ତିକ ବଡ଼ ଏକାଦଶୀ ତିଥିରେ ଉଠିବେ । ସନାତନ ଧର୍ମରେ ଏହି ସମୟ ୪ ମାସରେ ଶୁଭ ବା ମାଙ୍ଗଳିକ କାର୍ଯ୍ୟ ନିଷିଦ୍ଧ ଥାଏ । ସାଧାରଣତଃ ଆଷାଢ ଶୁକ୍ଳ ଏକାଦଶୀଠାରୁ…