Odia News Portal
Monthly Archives

July 2020

ବିଲରେ ପଡିଛି ମୁଣ୍ଡ ନଥିବା ମୃତଦେହ, ଗାଁ ଲେକେ ଆତଙ୍କତି

ସୋରଡା :  ବିଲରେ ପଡିଛି ମୁଣ୍ଡ ନଥିବା ମୃତ ଦେହ।  ଗାଁରେ ପଡିଛି ଚହଳ, କିଏ ଘଟାଇଛି  ଏଭଳି କାଣ୍ଡ । ଏହି ଘଟଣା ଦେଖିବାକୁ  ମିଳିଛି ଗଞ୍ଜାମ ବଡଗଡ ଏକଲପୁର ଗାଁରେ। ମୃତକ ଜଣକଙ୍କ ହେଉଛନ୍ତି  ସୋରଡା ବୋରସିଂ ଗାଁର ନିଳାଞ୍ଚଳ ପ୍ରଧାନ। ମିଳିଥିବା ସୂଚନା  ମୁତାବକ ଯୁବକ ଜଣକ କେରଳରେ କାମ…

ବାପା ହେଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟ୍‌ ଟିମ୍‌ର ଆଗଧାଡ଼ିର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ନତାଶା ଷ୍ଟାନ୍‌କୋବିକ୍‌ ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପୁଅ ହେବା ଖବର ନିଜେ ହାର୍ଦ୍ଦିକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଫ୍ୟାନ୍‌ମାନେ…

ମିଛ ଖବର ପ୍ରଚାରରେ ସୀମା ଟପୁଛି ରାଜ୍ୟ ବିଜେପି : ବିଜେଡି

ଭୁବନେଶ୍ୱର : ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ଗତ ତିନି ଚାରି ମାସ ଧରି ଆଶା,…

ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ ଆଇ- ଗଜ୍ ଡାଇମଣ୍ଡ ୟୁନିଭର୍ସିଟି ରେଟିଂରେ ସ୍ଥାନ ପାଇଲା ସୋଆ

ଭୁବନେଶ୍ୱର()  ଆଉ ଏକ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସଟି) । କ୍ୟୁଏସ ଆଇ-ଗଜ୍ ପକ୍ଷରୁ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ ହାସଲ କରିଛି ସୋଆ । ଏହି ସଫଳତା ହାସଲ କରିବା ପରେ କ୍ୟୁଏସ ଆଇ-ଗଜ୍ ପକ୍ଷରୁ କୁହାଯାଇଛି ଯେ ଡାଇମଣ୍ଡ ରେଟିଂ ହାସଲ କରିବା ନେଇ ସୋଆ…

ଭୁବନେଶ୍ୱରରୁ ଆଉ ୧୦୫ ପଜିଟିଭ, ନୂଆସାହିରୁ ୯

ଭୁବନେଶ୍ବର()  ଭୁବନେଶ୍ୱରରୁ ଆଜି ୧୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରଣ୍ଟାଇନ୍ ସେଣ୍ଟରରୁ ୫୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି । ନୂଆପଲ୍ଲୀ ନୂଆସାହିରୁ ୯ ଆକ୍ରାନ୍ତ ଚିହ୍ନଟ, ସହିଦନଗରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜଧାନୀରେ ଆକ୍ରାନ୍ତଙ୍କ…

ରାଜ୍ୟରେ ଯଥେଷ୍ଟ ପରିମାଣର କରୋନା ଔଷଧ ମହଜୁଦ ରହିଛି

ଭୁବନେଶ୍ୱର()  କରୋନା ଭୟାବହତା ନେଇ କୈ।ଣସି ଡ଼ରିବାର ନାହିଁ । ସେଥିଲାଗି   ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲା ଭଳି ଅଧିକ କରୋନା ପ୍ରଭାବିତ ଜିଲ୍ଲା ଗୁଡିକରେ ରୋଗୀ ମାନଙ୍କ ଲାଗି ଯଥେଷ୍ଟ ବେଡ଼ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।  ଏହାସହ ସେ…

କଟକରୁ ଆଉ ୫୧ ପଜିଟିଭ, ଜାଣନ୍ତୁ ତଥ୍ୟ

କଟକ() ଆଜି କଟକ ସହରରୁ ପୁଣି ୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ମିଳିଛି ।ବର୍ତ୍ତମାନ ସୁଦ୍ଧା ୮୮୪ଜଣ କରୋନା ଆକ୍ରାନ୍ତ…

ପୁଣି ୪୮ ଘଣ୍ଟା ସଟଡାଉନ ଘୋଷଣା

ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ତାରିଖ ମଧ୍ୟରାତ୍ର ଯାଏଁ ୪୮ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି ।କୋରାପୁଟ ଜିଲ୍ଲାକୁ ସଟଡାଉନ କରିଛନ୍ତି ଜିଲ୍ଲାପାଳ ।  ବର୍ଦ୍ଧିତ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।  ଆଜି ୬୬ ଜଣ କରୋନା ଆକ୍ରାନ୍ତ…

ଭିଡିଓ କନଫରେନ୍ସ ପ୍ରସଙ୍ଗରେ ସୁରଙ୍କ ଅଭିଯୋଗ

ଭୁବନେଶ୍ୱର()  ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ କନଫରେନ୍ସ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏକ  ବଡ଼ ଅଭିଯୋଗ ଆଣିଛନ୍ତି ।  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାୟକଙ୍କ ସହ ଭିଡିଓ କନଫରେନ୍ସରେ ବୈଠକ କରିଥିଲେ ହେଁ ଏଥିରେ  ବିଧାୟକଙ୍କୁ କହିବାକୁ…

ବଲିଉଡର ‘ବିଷକନ୍ୟା’ରିୟା

ମୁମ୍ବାଇ () ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ମୋଡ଼ ଆସିବାରେ ଲାଗିଛି । ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି ହୋଇଛି । ଅପରପକ୍ଷରେ ସୁଶାନ୍ତ ସିଂହଙ୍କ ପିତା କେ.କେ.ସିଂହଙ୍କ ବୟାନ ଓ ଲିଖିତ ଅଭିଯୋଗ ଆଧାରରେ ରିୟା ଚକ୍ରବର୍ତ୍ତୀ ସମେତ ୬ ଜଣଙ୍କ ବିରୋଧରେ…