Odia News Portal
Monthly Archives

August 2020

ରାମ ମନ୍ଦିର ଭୂମି ପୂଜନ ପକ୍ରିୟା ଆରମ୍ଭ ,ଜାଣନ୍ତୁ ପ୍ରଧାନମନ୍ତ୍ରୀ ପିନ୍ଧିଥିବା ବସ୍ତ୍ରର ବିଶେଷ୍ବତ

ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ ପକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ପହଁଞ୍ଚି ସବୁଠାରୁ ପ୍ରଥମେ ହନୁମାନଗଢୀ ମନ୍ଦିରରେ ପୂଜା କରିଥିଲେ। ଏହି ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଥିଲେ। ମନ୍ଦିରରେ ଭୂମି ପୂଜନ ସ୍ଥଳରେ…

ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ () ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର  ତଦନ୍ତ କରିବ ସିବିଆଇ  । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ମଙ୍ଗଳବାର ବିହାର ସରକାର ସୁପାରିଶ କରିଥିଲେ । ବିହାର ସରକାରଙ୍କ ଆବେଦନକୁ ଶେଷରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।  ଏହି ମାମଲାର ସିବିଆଇ ତଦନ୍ତ ପାଇଁ…

ଦିନକରେ ରାଜ୍ୟରେ ୯ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୃତକଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ଆଉ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ମୃତ ୯ ଜଣଙ୍କ ମଧ୍ୟରୁ…

ଆଜି ଟ୍ବିନ୍‌ ସିଟିରେ ଏତିକି ସମୟ ବନ୍ଦ ରହିବ ଟ୍ରାଫିକ

ଭୁବନେଶ୍ବର() ମହାମାରୀ କୋଭିଡ୍‌ ସାରା ମାନବ ସମାଜ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । ଏ ସଂକଟ କାଳରେ ଆମ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା ଓ ତ୍ୟାଗର ପଟାନ୍ତର ନାହିଁ । ସେମାନଙ୍କ ସେବାରୁ ଆମ ରାଜ୍ୟରେ ମୃତ୍ୟୁହାର କମ୍‌ ରହିଛି । ଆସନ୍ତୁ ଏହି ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ…

ଆଜି ଆଉ ୧୩୩୭ ନୂଆ ପଜିଟିଭ, ଖୋର୍ଦ୍ଧାରୁ ୧୯୬

ଭୁବନେଶ୍ବର() ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୩୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୨୨ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୦୧୮ କୁ ବୃଦ୍ଧି କରିଛି । ପୁଣି କରୋନାରେ…

ଗ୍ୟାସ୍ ସିଲିଣ୍ଡର ଫାଟି ୪ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରସାଳପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ପ୍ରଥମେ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗାଁସ…

କରୋନା ସଂକଟ ବେଳେ ବିରଜା ମନ୍ଦିର ସେବାୟତ କଲେ ରକ୍ତଦାନ

ଯାଜପୁର ଟାଉନ : ଯାଜପୁର ବିରଜା କଲ୍ୟାଣ ମଣ୍ଡପ ପରିସରରେ ମା ବିରଜା ମନ୍ଦିର ସେବାୟତଙ୍କ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଶୋକ ଦାସ ଫାଉଣ୍ଡେସନର ସହଯୋଗରେ ଆଜି ଆୟୋଜିତ ଏହି ରକ୍ତଦାନ ଶିବିରକୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଉଦଘାଟନ କରିଥିଲେ । କୋରୋନା…

ଲମ୍ବା ପ୍ରତୀକ୍ଷା ପରେ ଶୁଖିଲା ଜମିକୁ ଭିଜାଇଛି ବର୍ଷା : ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ବେଶି ବର୍ଷିବ

ଭୁବନେଶ୍ୱର : ଯାହା ପୂର୍ବାନୁମାନ କରାଯାଉଥିଲା, ସେଇଆ ହେଲା । ଲମ୍ବା ପ୍ରତୀକ୍ଷା ପରେ ଶୁଖିଲା ଜମିକୁ ଭିଜାଇଛି ବର୍ଷା । ଚାଷୀ ମନରେ ଭରିଛି ଆଶା । ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ପାଖାପାଖି ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ…

ଲେବାନନ୍‌ ରାଜଧାନୀ ବିରଟରେ ବିସ୍ଫୋରଣ

ବିରଟ : ଲେବାନନ୍‌ ରାଜଧାନୀ ବିରଟରେ ବିସ୍ଫୋରଣ । ସହରର ବନ୍ଦର ଅଞ୍ଚଳରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୪ହଜାରରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା।…

ଆଜିଠୁ ଖୋଲିଲା ଜିମ୍‌ ଓ ଯୋଗ ଅନୁଷ୍ଠାନ

ଭୁବନେଶ୍ବର: ଆଜିଠୁ ଖୋଲିଲା ଜିମ୍‌ ଓ ଯୋଗ ଅନୁଷ୍ଠାନ । କଡ଼ା କୋଭିଡ କଟକଣା ଭିତରେ ବ୍ୟାୟାମ ପାଇଁ ମିଳିଛି ଅନୁମତି । ଅତି କମ୍‌ରେ ୬ ଫୁଟ୍‌ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଫେସ୍‌ କଭର ବା ଫେସ୍‌ ମାସ୍କ ବାଧ୍ୟତାମୂଳକ। ତେବେ ବ୍ୟାୟାମ ସମୟରେ ମାସ୍କ ନପିନ୍ଧିବାକୁ କୁହାଯାଇଛି । ବିଶେଷ…