Odia News Portal
Monthly Archives

August 2020

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଶିଳ୍ପ,ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ବୃଷ…

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ରାଜ୍ୟବାସୀଙ୍କୁ ବୁଧବାର ସନ୍ଧ୍ୟା ୬ଟା ୧୧ ମିନିଟ୍‌ରେ ନୀରବ ପ୍ରାର୍ଥନା କରିବାକୁ ଅପିଲ୍‌…

ଭୁବନେଶ୍ୱର : କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ରାଜ୍ୟବାସୀଙ୍କୁ ବୁଧବାର ସନ୍ଧ୍ୟା ୬ଟା ୧୧ ମିନିଟ୍‌ରେ ନୀରବ ପ୍ରାର୍ଥନା କରିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିମ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌ର ସବିଶେଷ ବର୍ଣ୍ଣନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

କୋଭିଡ ଯୋଦ୍ଧାଙ୍କ ଲାଗି ଏକ ମିନିଟ

ଭୁବନେଶ୍ବର() ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି । ଭାରତ ମଧ୍ୟ କୋଭିଡ…

ଆଜି ସର୍ବାଧିକ ରେକର୍ଡ ସଂଖ୍ୟାକ ୧୪୦୯ କରୋନା ରୋଗୀ ସୁସ୍ଥ

ଭୁବନେଶ୍ଵର : ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୪୦୯ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଂଜାମରୁ ୨୫୮ ଜଣ, ଖୋର୍ଦ୍ଧାରୁ ୨୧୮ ଜଣ, ରାୟଗଡ଼ାରୁ ୧୨୮ ଜଣ,…

ମୋଦି କ୍ୟାବେନଟର ଆଉ ଜଣେ ମନ୍ତ୍ରୀ କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: ମୋଦି କ୍ୟାବେନଟର ଆଉ ଜଣେ ମନ୍ତ୍ରୀ କୋରୋନା ସଂକ୍ରମିତ ହୋଇଛନ୍ତି । ଆଜି(ମଙ୍ଗଳବାର) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନା ସଂକ୍ରମିତ ବୋଲି ଜଣାପଡ଼ିଛି । ତାଙ୍କୁ ହରିୟାଣାର ଗୁରୁଗ୍ରାମ ସ୍ଥିତ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ତାଙ୍କ…

କନ୍ଧମାଳରେ ପିଲା ବିକ୍ରି ଅଭିଯୋଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ବଲସକୁମ୍ପା ପଂଚାୟତର ବୁଡୁପଡାରେ ପିଲା ବିକ୍ରି ଅଭିଯୋଗ ହେଇଛି । ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଜଗଦୀଶ ଦିଗାଲ ପ୍ରମୋଦିନୀ ଦିଗାଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରମୋଦିନୀଙ୍କ ଟିକେ ମସ୍ତିଷ୍କ ବିକୃତ ଥିଲା। ତାଙ୍କର ଗୋଟେ ୯ ବର୍ଷର…

ପରିବର୍ତନଶୀଳ ପରିବେଶ ସହ ହୋଟେଲ ଶିଳ୍ପ ଖାପ ଖୁଆଇବା ଜରୁରୀ

ଭୁବନେଶ୍ୱର() ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ୍ ଲେକ୍‌ଚର ସିରିଜି୍‌ରେ ଆଲୋଚନା କରାଯାଇଛି…

ଆସନ୍ତୁ ବର୍ଷା ପାଗର ମଜା ନେଵା ଏପରି, ଘରେ ବନାନ୍ତୁ ମୁସମୁସ୍‌ ପୋହା

ବର୍ଷା ଆରମ୍ଭ ହୋଇଯାଇଛି। ଏବେ ମୌସୁମୀ ବର୍ଷା କରିବାରେ ବ୍ୟସ୍ତ। ତେବେ ଏହି ବର୍ଷା ପାଗରେ ଯଦି କିଛି ଚଟପଟା ନ ଖାଇବେ ତାହେଲେ ଏହାର କିଛି ମଜା ନାହିଁ। ବର୍ଷା ପାଗରେ ସବୁବେଳେ ଇଚ୍ଛା ହୋଇଥାଏ କିଛି ଚଟପଟା ଖାଇବାକୁ ମନ ହୋଇଥାଏ। ଏଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସହଜ ରେସିପି।…

ସିବିଆଇ ଯାଞ୍ଚ ନାଁ ଶୁଣି ଡରିଗଲେଣି ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଏଯାଏଁ ଫିଟିପାରୁନାହିଁ। ଏବେ ମାମଲାର ତଦନ୍ତ ମୁମ୍ବାଇ ପୋଲିସ ସହ ବିହାର ପୋଲିସ ମଧ୍ୟ କରୁଛି। ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଅଭିଯୋଗ ହେବା ପରେ ଏବେ ପୋଲିସ ରିୟାଙ୍କୁ ଖୋଜୁଛି। ଏହି ମାମଲାରେ ଏବେ ରିୟାଙ୍କ ଓକିଲ କହିଛନ୍ତି…

ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଗଠନ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର () କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଦ୍ରୁତ ପ୍ରଗତି ଦିଗରେ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ସୋସିଆଲ୍‌ ମିଡିଆର ବହୁଳ ଉପଯୋଗ କରିବା ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି । ସଂପ୍ରତି କୋଭିଡ୍‌-୧୯ ସ୍ଥିତିରେ…