Odia News Portal
Monthly Archives

August 2020

ଦମ୍‌ଦାର ଭୂମିକାରେ ନଜର ଆସିବେ ଜାହ୍ନବୀ

ରିଲିଜ ହେଲା ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗର୍ଲ’ର ଟ୍ରେଲର । ଭାରତୀୟ ବାୟୁସେନାର ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ଭୂମିକାରେ ଜାହ୍ନବୀଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳୁଛି । ନିଜର ସ୍ୱପ୍ନ ପୂରଣ ତଥା ବାପାଙ୍କୁ ଗର୍ବିତ କରିବା ଲାଗି…

ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ବର : ଲକଡାଉନ ସଟଡାଉନର ଭରପୁର ଫାଇଦା ଉଠାଉଛନ୍ତି ଲୁଟେରା। କରୋନା ମୁକାବିଲାରେ କୋଭିଡ  ଯୋଦ୍ଧା ବ୍ୟସ୍ତ ଥିବା ବେଳେ ଲୁଟେରାଙ୍କର ଜମୁଛି ଲୁଟତାରଜ୍। କିଛି ଦିନ ତଳେ  ଭିଜିଲାନ୍ସ ଡିଏସପିଙ୍କ ଘରୁ ଲୁଟେରାମାନେ ଲୁଟ କରି ଛୁମନ୍ତର ହୋଇଯାଇଥିଲେ। ଏହି ଘଟଣାର ସପ୍ତାହ ପରେ ସେହି…

ଚନ୍ଦ୍ରଯାନ -୨ : ନାସାର ନୂଆ ଫଟୋରୁ ବଢିଲା ଭାରତର ଆଶା, ଚନ୍ଦ୍ରପୃଷ୍ଠରେ ବିକ୍ରମର ସ୍ଥିତି ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ ମିଶନରେ ରୋଭର(ପ୍ରଜ୍ଞା)କୁ ନେଇ ଯାଇଥିବା ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ବିଳଫ ରହିବାର ୧୦ ମାସ ପରେ ନାସାର ତାଜା ସୂଚନା ଏବେ ଇସ୍ରୋର ଆଶା ସୃଷ୍ଟି କରିଛି।  ଗତ ବର୍ଷ ନାସାର ଫଟୋ ବ୍ୟବହାର କରି ବିକ୍ରମର ଭଗ୍ନାବଶେଷ ଚିହ୍ନଟ କରିଥିବା ଚେନ୍ନାଇର ଯୁବ ବୈଜ୍ଞାନିକ…

ରାଜଧାନୀରେ ୪ କୁଇଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ

ଭୁବନେଶ୍ବର : ଗଞ୍ଜେଇ ଚୋରା ଚାଳଣର ମୁଖ୍ୟ ମାଧ୍ୟମ ପାଲଟିଛି ଟ୍ରେନ। ଦିନକୁ ଦିନ ଟ୍ରେନରେ ଗଞ୍ଜେଇର ଚୋରା ଚାଲଣ ହେଉଥିବାର ଖବର ଗଣମାଧ୍ୟମର ଶିରୋନାମା ପାଲଟୁଛି । ହେଲେ ଏଥିରେ ୪୦ ପ୍ରତିଶତ ଜବତ ହେବାରେ ସଫଳ ହେଉଥିବା ବେଳେ ବାକି ୬୦ ପ୍ରତିଶତ ଖସିପଳାଇବାରେ ସଫଳ ହେଉଛନ୍ତି। ଆଜି ମଧ୍ୟ…

ଆଜି ରାଜ୍ୟରେ ୧୦ ଜଣଙ୍କ ପ୍ରାଣ ନେଇଛି ମାରାତ୍ମକ କରୋନା

ଭୁବନେଶ୍ଵର : ଆଜି ରାଜ୍ୟରେ କରୋନା ୧୦ ଜଣଙ୍କ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପଜିଟିଭ ଚିହ୍ନଟ ହେବା ପରେ ଏହି ମାନେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହୋଇ…

ଆଜି ପୁଣି ୧୪୩୪ ନୂଆ ପଜିଟିଭ୍ କେସ୍

ଭୁବନେଶ୍ଵର :  ଆଜି  ପୁଣି ୧୪ ଶହ ପାରକଲା  କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଛନ୍ତି ୧୪୩୪ ନୂଆ ଆକ୍ରାନ୍ତ। ଏଥିରୁ  କ୍ବାରେଣ୍ଟାଇନ କେସ୍ ରହିଛି ୮୮୯, ଲୋକାଲ କେସ୍ ରହିଛି ୫୪୫। ଆକ୍ରାନ୍ତ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୯, ବାଲେଶ୍ବର ୧୨, ବରଗଡର ୫, ଭଦ୍ରକର ୨୫, ବୌଦ୍ଧ ୫,…

କରୋନା ପରୀକ୍ଷା କରି ଘରୋଇ ସଂସ୍ଥା ମାଲାମାଲ

ଭୁବନେଶ୍ୱର : କୋଭିଡ ପରୀକ୍ଷା କରି ଘରୋଇ ସଂସ୍ଥା ଏବେ ମାଲାମାଲ । କେନ୍ଦ୍ର ସରକାର ଗୋଟିଏ ପରୀକ୍ଷାର ଦର ୨୨୦୦ ଟଙ୍କା ସ୍ଥିର କରିବାପରେ ପ୍ରାୟ ସବୁ ଶ୍ରେଣୀର ଲୋକେ ଏବେ ନିଜ ନିଜର କରୋନା ପରୀକ୍ଷାପାଇଁ ଧାଡି ଲଗାଉଛନ୍ତି । ବିଶେଷକରି ଯେଉଁମାନଙ୍କର ସରକାରୀ ପରୀକ୍ଷା ଉପରେ ଭରସା ପାଉନାହିଁ…

ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର

ଗୋଟେ ପଟେ ଦେଶରେ କରୋନା ମହାମାରୀ ନିଜ କାୟା ବିସ୍ତାର କରି କରିଚାଲିଥିବା ବେଳେ ସୁନା ଦରରେ ବି ପରିବର୍ତ୍ତନ ଆସିବାରେ ଲାଗିଛି । ଭାରତୀୟ ବଜାରରେ ସୁନା ମୂଲ୍ୟରେ ମଧ୍ୟମ ଧରଣର ହ୍ରାସ ଘଟିଥିବା ଦେଖାଦେଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୫୩୫୦୦ଟଙ୍କାରେ ପହଁଚିଥିବା ବେଳେ…

ଉଦାହାରଣ ପାଲଟିଛନ୍ତି ଏହି ଓଡିଆ ଯବାନ

ଭଦ୍ରକ :  କେବଳ ଦେଶ ସୀମା ନୁହେଁ ଦେଶର  କ୍ଷେତରେ ବି କାମ କରିପାରନ୍ତି ଦେଶର ଯବାନ।ଜୀବନଟା ଯାକ ମାଟି ମାର ସେବାରେ ନିଜକୁ ଉତ୍ସର୍ଗ କରୁଥିବା ଓ ସୀମାନ୍ତରେ ଦେଶର ସୀମା ଜଗୁଥିବା ଜଣେ ବୀର ଯବାନ ଏବେ ଛୁଟିରେ ଆସି କୃଷି କ୍ଷେତ୍ରରେ ଗରିବ ଚାଷୀଙ୍କୁ ସହାୟତ କରୁଛନ୍ତି। ଯେଉଁ ହାତରେ ବନ୍ଧୁକ…

ଖୋଲିବ ସପିଂ ମଲ୍, କିନ୍ତୁ ଏହି ସବୁ କଟକଣା ରହିବ ବଳବତ୍ତର

ଭୁବନେଶ୍ଵର : ଭୁବନେଶ୍ବରରେ ଖୋଲିବ ସପିଂ ମଲ। ଅନୁମତି ଦେଲା ବିଏମସି।  ଏଥିପାଇଁ SOP ଜାରିକରିଛି ବିଏମସି।  ସପିଂ ମଲକୁ ଯିବାକୁ ହେଲେ ଗ୍ରାହକଙ୍କୁ କିଛ ଗାଇଡଲାଇନ ମାନିବାକୁ ପଡିବ।  ଆଉ ସପିଂ ମଲ ମାନେ ବିଏମସି ଜାରି କରିଥିବା ଗାଇଡ ଲାଇନ ଅନୁସାରେ ମଲ୍ ଖୋଲିପାରିବେ। ତେବେ ଜରି…