Odia News Portal
Monthly Archives

August 2020

କାଢ଼ା ସେବନ ମଧ୍ୟ କରିପାରେ ରୋଗୀ, ଏମିତି ବଢ଼ାନ୍ତୁ ଆପଣଙ୍କ ଇମ୍ୟୁନିଟି

କରୋନା ଭୟରେ ଏବେ ସବୁଠି କାଢ଼ାର ଚର୍ଚ୍ଚା । ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଗରମ ପାଣି ପିଇବା ସହ ଇମ୍ୟୁନିଟି ପାଓ୍ଵାର (ରୋଗ ପ୍ରତିଷେଧକ ଶକ୍ତି) ବଢ଼ାଇବା ପାଇଁ ଚ୍ୟବନପ୍ରାସ୍‌ ଓ କାଢ଼ା ପିଇବାକୁ ଉପଦେଶ ଦେଇଛି । ଲୋକେ ଗରମ ପାଣି ପିଇବା ସହ ତୁଳସୀ,ଡାଲଚୀନ୍‌, ଅଦା,ଲବଙ୍ଗ ଆଦି ଗରମ ଜିନିଷରେ କାଢ଼ା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବିଭିନ୍ନ କଥାକୁ ନେଇ ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବୃଷ କୌଣସି…

ନେପାଳ ଜରିଆରେ ଭାରତକୁ ଘେରିବାକୁ ଯୋଜନା କରୁଛି ଚୀନ୍‌

ନୂଆଦିଲ୍ଲୀ : ‘କଥାରେ ଅଛି ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ।’ ଚୀନ୍‌ ତା’ର ଖରାପ ମନୋଭାବରୁ କେବେ ବି ବିରତ ହେବ ନାହିଁ । ଏଲ୍‌ଏସିରୁ ସେନା ହଟାଉଥିବା କଥା କହୁଥିବା ଚୀନ୍‌ ଏବେ ପୁଣି ଥରେ ଭାରତ-ନେପାଳ ସୀମା ଲିପୁଲେଖ ଠାରେ ସେନା ମୁତୟନ କରିବାରେ ଲାଗିଛି । ଭାରତ ବିରୋଧର…

ବେଆଇନ ଗୁଟଖା କାରାଖାନା ଉପରେ ଚଢାଉ, ୧ କୋଟି ଟଙ୍କାର ଗୁଟଖା ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଗାଁରେ ବେଆଇନ ଭାବେ ଚାଲିଥିବା ଏକ ଗୁଟଖା କାରଖାନା ଉପରେ  ଚଢାଉ କରିଛି ଜିଲ୍ଲା  ପ୍ରଶାସନ  । ଏହି ବେଆଇନ ଗୁଟଖା କାରଖାନା ଦୀର୍ଘ ଦିନ ହେଲା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଆଜି ବ୍ରହ୍ମପୁର ଉପ-…

ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟିରେ ବୀରେନ୍ଦ୍ର ଓ ସର୍ଦ୍ଦାର ସାମିଲ

ନୂଆଦିଲ୍ଲୀ : ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟିରେ ସାମିଲ ହୋଇଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଓ ପୂର୍ବତନ ହକି ତାରକା ସର୍ଦ୍ଦାର ସିଂହ । କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ୧୨ ଜଣିଆ ଚୟନ କମିଟି ଗଠନ କରାଯାଇଛି । ଏହି କମିଟିରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ…

ପୁଲିସର ପାଟ୍ରୋଲିଂ ବେଳେ ଧରାପଡ଼ିଲା କୁଖ୍ୟାତ ବାଇକ୍‌ ଚୋର

ଭୁବନେଶ୍ୱର : ନୂଆପଲ୍ଲୀ ଥାନା ପୁଲିସ ଜଣେ ବାଇକ୍‌ ଚୋରକୁ ଗିରଫ କରିଛି । ତା’ ଠାରୁ ୨ଟି ଚୋରା ବାଇକ୍‌ ଜବତ ହୋଇଛି । ଗିରଫ ଚୋରର ନାମ ରଞ୍ଜନ ପ୍ରଧାନ(୨୧) । ଘର ନୟାଗଡ଼ ହାଟସାହି । ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ରୁଚିକା ମାର୍କେଟରେ ରହୁଥିଲା । ପୁଲିସ ସୂଚନା ଅନୁଯାୟୀ,…

ରାମଲଲାଙ୍କ ପାଇଁ ୧ ଲକ୍ଷ ୧୧ ହଜାର ଲଡୁ

ନୂଆଦିଲ୍ଲୀ : ଅଯୋଧ୍ୟାରେ ଆଗାମୀ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ଭୂମିପୂଜା ପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି । ସମଗ୍ର ଅଯୋଧ୍ୟା ନଗରୀକୁ ବିଭିନ୍ନ ରଙ୍ଗେରେ ସୁସଜ୍ଜିତ କରାଯାଉଛି । ରାମଲଲାଙ୍କ ପାଇଁ ଲୁଗା ଓ ଭୋଗ ପାଇଁ ଲଡୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଅଯୋଧ୍ୟା…

ବବିଙ୍କ ଅପ୍‌କମିଙ୍ଗ ୱେବସିରିଜ୍‌ ‘ଆଶ୍ରମ’ର ଫାଷ୍ଟ ଲୁକ୍‌ ରିଲିଜ

ମୁମ୍ବାଇ : ବଲିଉଡ୍‌ ଅଭିନେତା ବବି ଦେଓଲଙ୍କ ଅପ୍‌କମିଙ୍ଗ ୱେବ୍‌ସିରିଜ୍‌ ‘ଆଶ୍ରମ’ର ଫାଷ୍ଟ ଲୁକ୍‌ ଜାରି ହୋଇଛି । ଏ ସଂପର୍କରେ ଏକ କ୍ଷୁଦ୍ର ଭିଡିଓକୁ ନିଜେ ବବି ତାଙ୍କର ସମସ୍ତ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ସେୟାର କରିଛନ୍ତି । କ୍ୟାପ୍‌ସନରେ ଲେଖିଛନ୍ତି, ‘ଆଶ୍ରମ’ର ଫାଷ୍ଟ ଲୁକ୍‌ । ମୁଁ…

ଟିକଟକକୁ କିଣିପାରେ ଏହି କମ୍ପାନୀ

ନୂଆଦିଲ୍ଲୀ : ଚାଇନିଜ୍ ଆପ୍ ଟିକଟକକୁ ପ୍ରଥମେ ଭାରତରେ ସୁରକ୍ଷା କାରଣରୁ ବ୍ୟାନ୍ କରିଥିଲା। ଏହାପରେ ଆମେରିକା ମଧ୍ୟ ତାକୁ ବ୍ୟାନ୍ କରିବାର ପ୍ରସ୍ତୁତି ଚଲାଇଛି।  ଏହାକୁ ନେଇ ନିଜେ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ସେକ୍ରେଟରୀ ଅଫ୍ ଷ୍ଟେଟ୍ ମାଇକ୍ ପୋମ୍ପିଓ ବହୁବାର ବୟାନ ଦେଇ ସାରିଛନ୍ତି।…

ଆସନ୍ତୁ ଜାଣିବା ସାନିଟାଇଜର ବ୍ୟବହାରର ସଠିକ୍‌ ଉପାୟ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ।  ଲୋକେ  ଜାଣନ୍ତି ଏହାକୁ ସଫା ସୁତୁରା ରହି ହରାଇବାକୁ ହେବ । ଏଥିପାଇଁ  ଏବେ ସାନିଟାଇଜରର ଚାହିଦା ଖୁବ୍‌ ବଢ଼ିଯାଇଛି ।  ଲୋକେ ଏହାର ଖୁବ୍‌ ବ୍ୟବହାର କରୁଛନ୍ତି । ଏମିତି କି ଦିନରୁ ରାତି ଯାଏ କେତେ ଥର ହାତରେ…