Odia News Portal
Monthly Archives

August 2020

ଅଗଷ୍ଟ ୩୧ ଯାଏଁ ଲକଡାଉନ, ସାପ୍ତାହକୁ ୨ଦିନ ସଟଡାଉନ

ଗଞ୍ଜାମ() ଆଜି କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ,  ଗଞ୍ଜାମରେ କିଛି ଦିନ ହେବ ପଜିଟିଭ ସଂଖ୍ୟା କମୁଛି  । କିନ୍ତୁ ମାତ୍ର ଅନ୍ୟ ଜିଲ୍ଲା ଅପେକ୍ଷା ଅଧିକ କରୋନା ଆକ୍ରାନ୍ତଙ୍କ…

କରୋନା ନେଲା ଆଉ ୧୦ ମୁଣ୍ଡ, ଖୋର୍ଦ୍ଧାରୁ ୩

ଭୁବନେଶ୍ବର()  ରାଜ୍ୟରେ ଗୋଟିଏ ଦିନରେ ୧୦ ଜୀବନ ନେଇଛି କରୋନା ଭାଇରସ୍ । ମୃତ୍ୟୁ ହୋଇଥିବା ୧୦ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୫, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼ ଓ ଗଜପତିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି ପାଇଛି । ଏନେଇ…

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୬୦୨ କରୋନା ପଜିଟିଭ୍, ୬୦୯ ଲୋକାଲ କେସ

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୧୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୭୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଗାଁ ଗାଁ ପିଲା ଖୋଜୁଛନ୍ତି ଘରୋଇ ଵିଜ୍ଞାନ କଲେଜ କର୍ତ୍ତୃପକ୍ଷ

ଭୁବନେଶ୍ୱର : ରାଜ୍ୟରେ ଥିବା ଯୁକ୍ତ ଦୁଇ ବିଜ୍ଞାନ କଲେଜ ଗୁଡିକ ଏବେ ତିଷ୍ଠି ରହିବାପାଇଁ ଗ୍ରାମାଞ୍ଚଳ ଉପରେ ନଜର ପକାଇଛନ୍ତି । ସେମାନଙ୍କ କର୍ମଚାରୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ କିଭଳି ମାଟ୍ରିକ ପାଶ୍‍ କରିଥିବା ଛାତ୍ରଛାତ୍ରୀଙ୍କୁ ଆଣି ନାମ ଲେଖାଇବେ ସେଥିପାଇଁ ଉଦ୍ୟମ ଆରମ୍ଭ…

ଅନ୍‌ଲକ୍ ୩.୦ : ଆଜିଠୁ କଟକଣା କୋହଳ, ବଢ଼ିଲା ଦଣ୍ଡ

ଭୁବନେଶ୍ୱର : କରୋନା ମୁକାବିଲା ସାଙ୍ଗକୁ ଅର୍ଥନୀତିର ଇଞ୍ଜିନ ଆଗକୁ ବଢ଼ିବ । ସ୍ୱାସ୍ଥ୍ୟ ସୁରକ୍ଷା ସହ ଜୀବନ ଜୀବିକାକୁ ବି ଆଗେଇବାକୁ ପଡ଼ିବ । ଏଥିପାଇଁ ରାଜ୍ୟ ସରକାର ଅଗଷ୍ଟ ମାସରେ କୋଭିଡ୍‌ କଟକଣାକୁ କୋହଳ କରିଛନ୍ତି। ତେବେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ବହୁଳ ସଂକ୍ରମିତ…

ପ୍ଲାଜମା ଦାନ କରି କରୋନା ରୋଗୀଙ୍କୁ ବଞ୍ଚାଇବାକୁ ନିବେଦନ କଲେ କ୍ରୀଡ଼ା ମନ୍ତ୍ରୀ

ମାଲକାନଗିରି : ପ୍ଲାଜମା ଦାନ କରି କରୋନା ରୋଗୀଙ୍କୁ ବଞ୍ଚାଇବାକୁ ନିବେଦନ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ମାଲକାନଗିରିର ସର୍କିଟ ହାଉସରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାରେ ପ୍ଲାଜମା ଥେରାପୀ ନେଇ ଆଲୋଚନା କରିଥିଲେ । କରୋନା ନିୟନ୍ତ୍ରଣ…

ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଓଡ଼ିଆ  ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱରେ ନିଯୁକ୍ତ କରାଯାଇଛି । ଶୁୁକ୍ରବାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ରାଜ୍ୟ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଗୁରୁକ୍ଷେତ୍ରସ୍ଥ ମଙ୍ଗଳ ଓ ରାଶି ଗୁରୁଦୃଷ୍ଟ ଯୋଗୁଁ ସ୍ବାସ୍ଥ୍ୟରେ ଉନ୍ନତି, ନୂତନ କର୍ମାରମ୍ଭରେ କାର୍ଯ୍ୟସିଦ୍ଧି ହେବ। ଆଦୌ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ମନରେ ଅସ୍ଥିରତା ସୃଷ୍ଟି ହେଲେ ସୁଦ୍ଧା କାମକୁ ପୂରାଦମରେ…