Odia News Portal
Monthly Archives

August 2020

ନିଆରା ଢଙ୍ଗରେ ଫ୍ୟାନ୍‌ଙ୍କୁ ଇଦ୍‌ ମୁବାରକ ଜଣାଇଲେ ସଲମାନ ଖାନ୍‌

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ସୋସିଆଲ ମିଡିଆରେ ଫ୍ୟାନ୍‌ଙ୍କୁ ନିଜ ଅନ୍ଦାଜରେ ଇଦ୍‌ରେ ଅଭିନନ୍ଦନ ଜଣାଇଛନ୍ତି। ସଲମାନ୍‌ ଏବେ ଫାର୍ମହାଉସ୍‌ରେ ଥିବା ବେଳେ ନିଜର ଏକ ଫଟୋ ସେୟାର କରିଛନ୍ତି। ସେୟାର କରିଥିବା ଫଟୋରେ ସଲମାନ୍‌ ନିଜ ମୁହଁକୁ ଢାଙ୍କିଥିବା ଦେଖାଯାଇଛି। ଫଟୋ ସେୟାର କରି…

ଆଉ ୨ଟି କୋଭିଡ଼ ହସ୍ପିଟାଲ ଉଦଘାଟିତ

ଭୁବନେଶ୍ୱର() ଗଞ୍ଜାମ ଜିଲ୍ଲାରେ ଆଉ ୨ଟି କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଛି । ଗୋଟେ ଅଶ୍ୱିନୀ ହସ୍ପିଟାଲ ସହାୟତାରେ କନିଷିରେ କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଛି । ଅନ୍ୟଟି ବ୍ରହ୍ମପୁର ଏମକେସିଜିରେ ମଧ୍ୟ କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଥିବା ସୂଚନା ରହିଛି । ଏହି ଦୁଇଟି ହସ୍ପିଟାଲକୁ ଭିଡିଓ…

ରାଜଧାନୀରୁ ଆଉ ୧୨୬ କରୋନା ପଜିଟିଭ, ୪୯ ଲୋକାଲ କେସ

ଭୁବନେଶ୍ୱର() ଆଜି ରାଜଧାନୀରୁ ଆଉ ୧୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୧କୁ ବୃଦ୍ଧି ପାଇଛି । ୧୫୬୬ ଜଣ ସୁସ୍ଥ…

ରାଜ୍ୟସଭା ସାଂସଦ ଅମର ସିଂଙ୍କ ପରଲୋକ

ନୂଆଦିଲ୍ଲୀ()  ଉତ୍ତରପ୍ରଦେଶର ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ ଅମର ସିଂଙ୍କର ନିଧନ ହୋଇଛି ।୬୪ ବର୍ଷ ବୟସରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋଇଯାଇଥିଲା । ଏହାପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ଥିଲେ ।

ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ କରାଯାଇଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ଆଜି ଏଠାରେ ସେ କହିଛନ୍ତି ଯେ ୧୯ଏ, ୧୯ ବି, ୨୦ଏ, ୨୦ ବି ଓ ୨୦ ସି ଭୂତାଣୁ ଦ୍ବାରା ଓଡିଶାରେ କରୋନା ସକ୍ରମଣ ହୋଇଛି । ୨୨୫ ଟି ସାମ୍ପଲରୁ ଏହି ଗବେଷଣା କରାଯାଇଥିଲା…

କ୍ରେନ ଖସି ୧୦ ମୃତ

ବିଶାଖାପାଟନମ୍() ଆନ୍ଧ୍ରପ୍ରଦେଶ  ବିଶାଖାପାଟନମରେ ହିନ୍ଦୁସ୍ତାନ ସିପୟାର୍ଡରେ ଦୁର୍ଘଟଣା ଘଟି ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି।  ଲୋଡିଂ ଓ୍ବାର୍କର ଇନ୍ସପେକ୍ସନ କରିବା ସମୟରେ କ୍ରେନ୍ ପଡିବାରୁ ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟମାନଙ୍କର ସ୍ଥିତି ଖୁବ୍ ଗମ୍ଭୀର…

ଶ୍ରବଣ ଶକ୍ତି ଛଡାଇ ନେଉଛି କରୋନା

ଭାଇରସ ସମ୍ପର୍କରେ ନିୟମିତ ଭାବେ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସୁଛି । ଏହି କ୍ରମରେ ଏବେ ବ୍ରିଟେନର କିଛି ଗବେଷକ ଦାବି କରିଛନ୍ତି ଯେ କରୋନା ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତିମାନେ ଶ୍ରବଣ ଶକ୍ତି ବି ହରାଉଛନ୍ତି । ପ୍ରତି ୮ ଜଣ ରୋଗୀଙ୍କ ଭିତରୁ ଜଣେ ରୋଗୀଙ୍କ ପାଖରେ ଏଭଳି ଲକ୍ଷଣ…

୭୨ ଘଣ୍ଟା ସଟଡାଉନ ଘୋଷଣା

୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି ।ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।ଆଜି ଜିଲ୍ଲାରୁ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ…

ଇଦ-ଉଲ-ଜୁହା ଅବସରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର()  ଇଦ-ଉଲ-ଜୁହା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ଏଭଳି ଏକ ପବିତ୍ର ଦିନ ସମାଜରେ ଶାନ୍ତି ଓ ସୌହାଦ୍୍ ପ୍ରତିଷ୍ଠା କରିବାରେ ସମସ୍ତଙ୍କୁ ଅନୁପ୍ରାଣିତ କରିବ  ଏବଂ…

୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଅଗଷ୍ଟ ୩ ତାରିଖରୁ ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଶନିବାରଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ରବିବାରଠୁ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶନିବାର ସୁନ୍ଦରଗଡ଼,…