Odia News Portal
Monthly Archives

September 2020

ବଡ଼ ଖବର, ଆଜି ଆଉ ୧୫ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର()  ରାଜ୍ୟ ଆଜି ୪୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪, ମୟୁରଭଞ୍ଜ ଓ ପୁରୀରୁ ୨, ନୟାଗଡ଼, ନୂଆପଡ଼ା, ମାଲକାନଗିରି, କନ୍ଧମାଳ, ଢ଼େଙ୍କାନାଳ, କଟକ ଓ ବାଲେଶ୍ୱରରୁ ଜଣେ ଲେଖାଏଁ…

ଆଜି ୪୨୩୭ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୪୨୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୨୫୪୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଏଣିକି ମୃତ ବ୍ୟକ୍ତିଙ୍କ ହେବନି କରୋନା ଟେଷ୍ଟ

ଭୁବନେଶ୍ୱର() ଆଉ ଏଣିକି ମୃତ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯିବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ପରିବାରକୁ ମୃତଦେହ ହସ୍ତାନ୍ତର କରିବାରେ ବିଳମ୍ବ ହେଉଥିବାରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା…

ଚାନ୍ଦିପୁରରେ ଏୟାରକ୍ରାଫ୍ଟର ପରୀକ୍ଷଣ ସଫଳ, ରାଜନାଥ ସିଂହଙ୍କ ଅଭିନନ୍ଦନ

ଚାନ୍ଦିପୁର() ବାଲେଶ୍ୱର ସ୍ଥିତ ଚାନ୍ଦିପୁରରେ ଅଭ୍ୟାସ ଏୟାରକ୍ରାଫ୍ଟର ପରୀକ୍ଷଣ ସଫଳ ହୋଇଛି । ଅଭ୍ୟାସ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ । କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚପ୍ୟାଡ଼ରୁ ଏହି ଏୟାରକ୍ରାଫ୍ଟର ଉତକ୍ଷେପଣ ହୋଇଥିଲା । ସଫଳ ପରୀକ୍ଷଣ ପାଇଁ ଡ଼ିଆରଡ଼ିଓକୁ…

କରୋନାକୁ ହରାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର() ୯୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଦୁଇ ଜଣ ବ୍ୟକ୍ତି କରୋନାକୁ ହରାଇ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା କ୍ଷେତ୍ରେ ବୟସ୍କ ମଧ୍ୟରେ ମୃତ୍ୟୁହାର ଅଧିକା ରହୁଛି । ମାତ୍ର ଓଡ଼ିଶାର ଏହି ଦୁଇଜଣ ବରିଷ୍ଠ ବ୍ୟକ୍ତି କରୋନା…

ପଜିଟିଭ ଥିବା ମା ପାଖରୁ ଜନ୍ମିତ ଶିଶୁ ପଜିଟିଭ ବାହାରିବା ଆଶଙ୍କା କମ

ଭୁବନେଶ୍ୱର() ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହାସହ ବିଭିନ୍ନ ପ୍ରଶ୍ନର ମଧ୍ୟ ଉତ୍ତର ଦେଇଛନ୍ତି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ହାତ ଧୋଇବା ଜରୁରୀ ବୋଲି କୁହାଯାଇଛି । ଗର୍ଭବତୀ ମହିଳା କରୋନା ପଜିଟିଭ ବାହାରିଲେ ସେମାନେ ଆଇସୋଲେସନରେ ରହିପାରିବେ ।…

ରାଜଧାନୀରୁ ଆଉ ୩୪୫ ପଜିଟିଭ, ୨୪୪ ଲୋକାଲ କେସ

ଭୁବନେଶ୍ବର() ଆଜି ବି  ଭୁବନେଶ୍ୱରରୁ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୪୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୧ ଓ ସ୍ଥାନୀୟ ଅଞ୍ଚଳରୁ ୨୪୪ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । …

୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ ରିୟା

ମୁମ୍ବାଇ() ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସହିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବେ ଜେଲରେ ରହିବେ। ସ୍ପେଶାଲ ଏନଡିପିଏସ୍ କୋର୍ଟ ରିୟାଙ୍କୁ ବିଚାର ବିଭାଗୀୟ ଅବଧିକୁ ୬ ଅକ୍ଟୋବର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ସେଭଳି ଜାମିନ୍ ପାଇଁ ରିୟା ଓ ତାଙ୍କ ଭାଇ…

ରାଜଧାନୀରେ ପିକରେ ନାହିଁ ବରଂ ଫ୍ଲାଟରେ ଅଛି

ଭୁବନେଶ୍ବର()   ଭୁବନେଶ୍ୱରରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏବେ ରାଜଧାନୀରେ କରୋନା ସ୍ଥିତି ପିକରେ ନାହିଁ…

ବିଧାୟକଙ୍କ ସିଟ୍ ସମ୍ପୁଖରେ କାଚ

ଭୁବନେଶ୍ବର() ଚଳିତ ଥର ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ । ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନାହିଁ । ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ । ଦର୍ଶକ ଗ୍ୟାଲେରିରେ ବି ବିଧାୟକମାନେ ବସିବେ । ଏନେଇ ୧୪୫ଟି ଆସନ ପ୍ରସ୍ତୁତ…