Odia News Portal
Monthly Archives

November 2020

ଆଉ ଥରେ ବାହା ହେବେ ପ୍ରଭୁଦେବା

ମୁମ୍ବାଇ() ଲୋକପ୍ରିୟ ଅଭିନେତା ତଥା କୋରିଓଗ୍ରାଫର, ନିର୍ଦ୍ଦେଶକ ପ୍ରଭୁଦେବା ଆଜିକାଲି ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ ଏବେ ରିଲେସନସିପ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ । ପୁଣି ଥରେ ତାଙ୍କୁ ପ୍ରେମ ହୋଇଯାଇଛି । ଏବଂ ସେ ବହୁତ ଶୀଘ୍ର ଦ୍ବିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ବୋଲି…

ଶିକ୍ଷା ପାଇଁ ଟିସିଏସ ସହ ଚୁକ୍ତି

ଭୁବନେଶ୍ୱର()  ରାଜ୍ୟରେ ଆଦର୍ଶ ଓ ଉକ୍ରର୍ଷ ସ୍କୁଲରେ ଅନଲାଇନ୍ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ ମଧ୍ୟରେ ଚୁକ୍ତି ହୋଇଛି । ୨୧୪ ଆଦର୍ଶ ସ୍କୁଲ ଓ ୧୦୧ ଉକ୍ରର୍ଷ ସ୍କୁଲରେ ଅନଲାଇନ ଶିକ୍ଷାର ବ୍ୟବସ୍ଥା ହେବ । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍…

ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର() ଏଣିକି ସ୍କୁଲ୍ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’ । ବନ୍ଦେ ଉତ୍କଳ ଜନନୀ ସ୍ଥାନ ପାଇବା  ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସ୍ଥାନ ପାଇବ । ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ…

ବନ୍ଧା ହେଲେ ଭୁବନେଶ୍ୱର ସବକଲେକ୍ଟର ଅଫିସର ବରିଷ୍ଠ କିରାଣି

ଭୁବନେଶ୍ୱର() ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ସବକଲେକ୍ଟର ଅଫିସର ବରିଷ୍ଠ କିରାଣି ଉଦୟନାଥ ଜେନା । କୋଟିପତି ଉଦୟଙ୍କୁ ଆଜି ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ତେବେ ଗତକାଲି ଉଦୟଙ୍କ ଭୁବନେଶ୍ୱର ସରକାରୀ କାର୍ଯ୍ୟାଳୟ,…

ଆଉ ୧୨ ମୁଣ୍ଡ ନେଲା କରୋନା, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୧୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୪୯୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼…

ଆଜି ୧୦୧୮ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର()  ରାଜ୍ୟରେ ଆଜି ୧୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୮୫ ଜଣ ଚିହ୍ନଟ ହୋଇଥିବାବେଳେ ୪୩୩ଟି ଲୋକାଲ କେସ୍‌ ରହିଛି। ନୂତନ…

ଉପନିର୍ବାଚନ ତାତିକୁ ବଳିଗଲାଣି ସୋସିଆଲ ମିଡିଆ ଯୁଦ୍ଧ

ଭୁବନେଶ୍ବର ()  ରାଜ୍ୟରେ ଅନୁଷ୍ଠିତ ଦୁଇଟି ଉପନିର୍ବାଚନରେ ବିଜେଡି ବାଜିମାତ୍‍ କରିବାପରେ ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଛାୟା ଯୁଦ୍ଧ । ବିଜେଡି ନେତାମାନେ ବିଜୟ ଶ୍ରେୟ ନେବାପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରୁଥିବାବେଳେ ପରାସ୍ତ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ଏବେ…

ଓଡିଶାକୁ କେନ୍ଦ୍ରର ବନ୍ୟା ସହାୟତା ଘୋଷଣା

ନୂଆଦିଲ୍ଲୀ() ଓଡିଶା ସମେତ ୬ଟି ରାଜ୍ୟକୁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ବାତ୍ୟା ‘ଅମ୍ପାନ’, ନିସର୍ଗ ସହ ବାତ୍ୟା ଓ ଭସ୍ଖଳନ ପାଇଁ ସହାୟତା ରାଶି ଘୋଷଣା ହୋଇଛି । ୬ ରାଜ୍ୟକୁ କେନ୍ଦ୍ରର ୪୩୮୧.୮୮ କୋଟିର ଅତିରିକ୍ତ ସହାୟତା ରାଶି ଘୋଷଣା ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ସଚିନ ପାଇଲଟଙ୍କୁ କରୋନା

ଜୟପୁର()  କଂଗ୍ରେସ ନେତା ସଚିନ ପାଇଲଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୋସିଆଲ ମିଡିଆ ସାଇଟ ଟ୍ୱିଟ୍ଟର ଜରିଆରେ ପାଇଲଟ ଏହି ସୂଚନା ପ୍ରଦାନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହୋମ ଆଇସୋଲେସନରେ ରହିଥିବା ନେଇ ପାଇଲଟ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ…

ଅଳ୍ପକେ ବର୍ତ୍ତିଲେ ସାଂସଦ

ଦେବଗଡ଼()  ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ। ସମ୍ବଲପୁର ସାଂସଦଙ୍କ କାର୍‌କୁ ଟ୍ରକ୍‌ ଧକ୍କା ଦେଇଛି । ତେବେ ସାଂସଦ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦେବଗଡ଼ ଥାନା ତଥା ତିଳେଇବଣି ବ୍ଲକ କୁରଡ଼ ଗାଁ ଏନ୍‌ଏଚ୍-୫୩ରେ ଏହି ଘଟଣା ଘଟିଛି। ସମ୍ବଲପୁରରୁ ଫେରୁଥିବା ବେଳେ…