Odia News Portal
Monthly Archives

November 2020

ପରୀ ମୃତ୍ୟୁ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର()  ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ରୁଲିଂ । ପରୀ ମୃତ୍ୟୁ ଓ ବାପା, ମା’ଙ୍କ ଆତ୍ମହତ୍ୟ ଉଦ୍ୟମ ପ୍ରସଙ୍ଗରେ ରୁଲିଂ ହୋଇଛି । ବାଚସ୍ପତି କହିଛନ୍ତି ଯେ, ‘ବିରୋଧୀ ଦଳ ୪ଟି ପ୍ରସଙ୍ଗ ଉଠାଇଛନ୍ତି । ବାପା, ମା ସୁରକ୍ଷା ବଳୟ ଭେଦ କରି ବିଧାନସଭା…

ହାଇଓ୍ବା ଧକ୍କାରେ ୬ ମୃତ

ନୟାଗଡ଼() ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଶରଣକୁଳ ହାଇସ୍କୁଲ ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ ଯେ, ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ହାଇଓ୍ବା ଧକ୍କା ଦେଇଥିଲା । ହାଇଓ୍ବା ଧକ୍କାରେ ପ୍ରଥମେ ୫ଜଣଙ୍କର…

ଓର୍‌ଟେଲ ନାଁରେ ସାଂଘାତିକ ଅଭିଯୋଗ, କର୍ମଚାରୀଙ୍କୁ କରୁଛି ଶୋଷଣ

ଭୁବନେଶ୍ୱର() ପୁଣି ଆସିଲା ଓର୍‌ଟେଲ ନାଁରେ ସାଂଘାତିକ ଅଭିଯୋଗ । କର୍ମଚାରୀଙ୍କୁ ଦରମା ନଦେଇ ଦୀର୍ଘ ଦିନ ଧରି କରୁଥିଲା ଶୋଷଣ । ଏନେଇ ମଙ୍ଗଳବାର ଓରଟେଲ୍‌ର କିଛି କର୍ମଚାରୀ ଅଭିଯୋଗ କରିଛନ୍ତି । ଓରଟେଲ କମ୍ୟୁନିକେସନ ଲିମିଟେଡରେ କାର୍ୟ୍ୟ କରୁଥିବା ପ୍ରାୟ ୧୭ ଜଣ କର୍ମଚାରୀଙ୍କୁ…

ଡିସେମ୍ବରରେ ଖୋଲିବ ଶ୍ରୀମନ୍ଦିର

ପୁରୀ() କରୋନା ପାଇଁ ଶ୍ରୀମନ୍ଦିର ଖୋଲିବାରେ କଟକଣା ଲାଗିଛି । ଏହାରି ମଧ୍ୟରେ ସରିଛି ଛତିଶାନିଯୋଗ ବୈଠକ । ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨ୟ କିମ୍ବା ୩ୟ…

ଜଗିଲା ବାଲା ହିଁ ଚୋର

କଟକ () କଟକ ନୟାସଡକ IIFLରୁ ୨୦କୋଟି ଟଙ୍କାର ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ଲୁଟ୍ ଘଟଣାରେ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ଥିଲେ ମାଷ୍ଟରମାଇଣ୍ଡ । ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍ ଜରିଆରେ ସୂଚନା…

ଅଭିନେତା ଆଶିଷ ରାୟଙ୍କ ପରଲୋକ

ମୁମ୍ବାଇ() ନିଜ ଦମ୍‌ଦାର ଅଭିନୟ ମାଧ୍ୟମରେ ଟିଭି ଓ ଫିଲ୍ମ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ଆଶିଷ ରାୟ ଆଉ ନାହାନ୍ତି। ଦୀର୍ଘ ଦିନ ଧରି କିଡ୍‌ନୀ ରୋଗରେ ଯୁଝିବା ପରେ ସୋମବାର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଉଭୟ କିଡ୍‌ନୀ ଖରାପ…

ଆଉ ୧୪ ମୁଣ୍ଡ ନେଲା କରୋନା, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୬୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ…

ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର ()  ବିଧାନସଭା ଚାଲିଥିବା ବେଳେ ଫାଟକ ସାମ୍ନାରେ ସ୍ଵାମୀ-ସ୍ତ୍ରୀ ଡିଜେଲ ଢାଳି ଆତ୍ମହତ୍ୟା ଉଦ୍ୟମ। ୫ ବର୍ଷ ଝିଅ ହତ୍ୟା ମାମଲାରେ ବାପା ମା' ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନଙ୍କୁ ଫାଟକ ଆଗରୁ କାବୁ କରିଛି ପୋଲିସ। ଦୀର୍ଘ ତିନିମାସ ପରେ ମଧ୍ୟ ଝିଅକୁ ନ୍ୟାୟ ମିଳିନଥିବା କହି…

ପୁରୀ ଘଟଣା ପରେ ପୁଲିସ୍‍ ବାବୁ ଛାନିଆ

ଭୁବନେଶ୍ୱର()  ପୁରୀ ଜିଲ୍ଲାରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେେ ଜାତୀୟ ଓ ରାଜ୍ୟ ମାନବ ଅଧିକାର କମିଶନରେ ମାମଲା ରୁଜୁ ହେବା, ହାଇକୋର୍ଟରେ ମାମଲା ହେବା ଏବଂ ରାଜ୍ୟ ସରକାର ପୁରୀ ଏସ୍‍ପିଙ୍କୁ ରାତି ଅଧିଆ ବଦଳି କରିବାପରେ ଏବେ ସାରା ରାଜ୍ୟରେ ପୁଲିସ୍‍ ମନରେ ଛନକା ପଶିଛି ।…

ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୧ କୋଟି କରୋନା ଡୋଜ

ନୂଆଦିଲ୍ଲୀ () ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ଦ୍ୱାରା ସର୍ବାଧିକ ପ୍ରପୀଡିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ବୈଠକ କରିବେ । କରୋନାକୁ ସଫଳ ଭାବରେ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏହି ବୈଠକ…